Browsing Category

ନ୍ୟୁଜ୍

ଧନତେରାସ ଓ ଦୀପାବଳି ପୂର୍ବରୁ ସୁନା ଓ ରୁପା ଦର ହ୍ରାସ!

ନୂଆଦିଲ୍ଲୀ: ଧନତେରାସକୁ ଆଉ ଦୁଇଦିନ ବାକି ଅଛି । କିଛିଦିନ ହେବ ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର ହ୍ରାସ ପାଇଛି । ଯଦି ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର…

ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ: ସୀମା ଜଗିବ ମହୁମାଛ

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା । ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଗୋରୁ ଚୋରା ଚାଲାଣ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମଧ୍ୟ…

ବଂଶଧାରାରେ ଲୀନ ହେବ କାଶୀନଗର ସହର

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଓ ଏନଏସିକୁ ନେଇ କାଶୀନଗର ସହର ଗଠିତ ହୋଇଛି । କାଶୀନଗର ସହର ପାଶ୍ୱର୍ରେ ବଂଶଧାରା ନଦୀ ପ୍ରବାହିତ ହେଉଛି । ହେଲେ ଆସ୍ତେ ଆସ୍ତେ ଏହି ନଦୀ କାଶୀନଗର ପାଇଁ ଦୁଃଖ ପାଲଟି ଯାଇଛି । ଲଗାତାର ବର୍ଷା ଯୋଗୁ ବିଭିନ୍ନ ସମୟରେ ବଂଶଧାରା ନଦୀର ଗତିପଥ…

ମାହାଙ୍ଗା ବିଜେଡି ପକ୍ଷରୁ ଜୋନସ୍ତରୀୟ ପ୍ରଶିକ୍ଷଣ ଶିବିର

ମାହାଙ୍ଗା,: ରାଜ୍ୟ ନବୀନ ସରକାରଙ୍କ ପ୍ରତିଟି ଜନକଲ୍ୟାଣ ଯୋଜନାକୁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଘରେ ଘରେ ପହଞ୍ଚାଇବା ଦିଗରେ ସଦା ସର୍ବଦା ଅହରହ କାର୍ଯ୍ୟକରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ବହୁ ବିକାଶମୂଳକ ଯୋଜନାକୁ ସୁଚାରୁ ରୁପେ ଦୀର୍ଘ…

ଧରାପୃଷ୍ଟରୁ ବିଦାୟ ନେଲେ ମା’ଧନଦାତ୍ରୀ

ଢେଙ୍କାନାଳ, : ଆଜି ଢେଙ୍କାନାଳ ଗଜଲଷ୍ମୀ ପୂଜାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗତ ମାସ ୨୮ତାରିଖରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା ୧୧ଦିନ ଧରି ଚାଲିଥିଲା ଅ ।ଜି ସକାଳୁ ଆରମ୍ଭ ହୋଇଛି ଭଷାଣୀ । ଢେଙ୍କାନାଳର ମଉଡମଣୀ ପୂଜାଅନୁଷ୍ଟାନ ମୀନା ବଜାର ପୂଜା…

ରେଳମନ୍ତ୍ରୀ ଙ୍କୁ ଭେଟିଲେ ବିଧାୟକ ଓ ନାଗରିକ ମଞ୍ଚ ସଭାପତି

କେନ୍ଦୁଝର,: ବୁଧବାର ଦିନ କେନ୍ଦୁଝର ନାଗରିକ ମଂଚ ର କାର୍ଯ୍ୟକାରୀ ସଭାପତି ଇଂ ଅଜୟ କୁମାର ସାହୁ ଏବଂ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଦିଲ୍ଲୀଠାରେ କେନ୍ଦ୍ର ରେଳ ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି କେନ୍ଦୁଝର ଜିଲ୍ଲା ପ୍ରତି ରେଳବାଇ ବିଭାଗର ଅବହେଳା ବିଷୟରେ…

ମହିଳାଙ୍କ ପାଇଁ ଆଇନ ସାକ୍ଷରତା କାର୍ଯ୍ୟକ୍ରମ

ଯାଜପୁର, : ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ "ସ୍ୱାତୀ" ଅନୁଷ୍ଠାନ ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁୁଷ୍ଠିତ ହୋଇଯାଇଅଚ୍ଥି । ଏହି କର୍ମଶାଳାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

ରାଜ୍ୟ ଶ୍ରମ ସଂସ୍ଥାନରେ ପ୍ରାଥମିକ ଆଶୁ ଚିକିତ୍ସା

ଭୁବନେଶ୍ୱର, : ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ସଂସ୍ଥାନର ସମ୍ମିଳନୀ କକ୍ଷରେ ଗତ ନଭେମ୍ବର ୭ ତାରିଖରେ ଉଦ୍‌ଘାଟିତ ହୋଇଥିବା ପ୍ରାଥମିକ ଆଶୁ ଚିକିତ୍ସା, "ମୋ ସରକାର’ ଏବଂ ‘୫-ଟି’ ଶୀର୍ଷକ ବିଷୟ ଉପରେ ଦୁଇଦିନିଆ କର୍ମଶାଳାର ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ଉତ୍ସବରେ…

୪୭ ସଂସ୍ଥା ପାଇଲେ ରାଜ୍ୟ ରପ୍ତାନୀ ପୁରସ୍କାର

ଭୁବନେଶ୍ୱର, : ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ୨୦୨୦- ୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ ସମାରୋହ ସଂପାଦିତ ହୋଇଯାଇଛି । ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରପ୍ତାନୀକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।…

କିସ୍‌ରେ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ

ଭୁବନେଶ୍ୱର,: ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ବୁଧବାର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ ପରିସରରେ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‌ ଓ କିସର…