Browsing Category

ନ୍ୟୁଜ୍

ଏମକେସିଜି ମେଡିକାଲରେ ପୁଣି ରେଗିଂ, ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା

ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ରେଗିଂ l ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରେଗିଂ କରିଥିବା ଅଭିଯୋଗ l ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା । ଏଣ୍ଟି ରେଗିଂ‌ କମିଟିର ବୈଠକରେ ହେଲା ନିଷ୍ପତ୍ତି । ଗତ ମେ ମାସ ୧୨…

ସିକ୍କିମରେ ମିଲିଟାରୀ କ୍ୟାମ୍ପରେ ଭୂସ୍ଖଳନ

ନୂଆଦିଲ୍ଲୀ, : ସିକ୍କିମରେ ପ୍ରାକୃତିକ ବିପର୍ଯ୍ୟୟ ବହୁତ ବଡ କ୍ଷୟକ୍ଷତି ଘଟାଇଛି । ଏହି ବିପର୍ଯ୍ୟୟରେ ଭାରତୀୟ ସେନାର ମଧ୍ୟ ବହୁତ କ୍ଷତି ହୋଇଛି । ସୂଚନା ଅନୁଯାୟୀ, ସିକିମର ଛଟେନରେ ଭାରତୀୟ ସେନାର ଏକ କ୍ୟାମ୍ପ ଭୂସ୍ଖଳନର ଶିକାର ହୋଇଛି । ଏହି ଭୂସ୍ଖଳନ ଯୋଗୁଁ ସେନାର ୩ ଜଣ ସୈନିକ ସହିଦ…

ପୁରୁଷୋତ୍ତମପୁର ପ୍ରସିଦ୍ଧ ପଞ୍ଚ ଠାକୁରାଣୀ ଯାତ୍ରା

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପ୍ରସିଦ୍ଧ ପଞ୍ଚ ଠାକୁରାଣୀ ଯାତ୍ରା ରେ ରବିବାରରେ ପୁରୁଷୋତ୍ତମପୁର ଅମୁଣିଆ ସାହିରେ ବେଶ ଆଡମ୍ବରରେ ମା ଙ୍କ ଆଳତୀ ସହିତ ମାଙ୍କୁ ସ୍ୱାଗତ ଜଣାଇ ଥିଲେ ସାହି ବାସିନ୍ଦା l ପାଞ୍ଚ ଠାକୁରାଣୀ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ମା ସାହି…

ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ଯାତାୟାତ ବାଧାପ୍ରାପ୍ତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟି ବ୍ରିଜ ଉପରେ ଡିଭାଇଡର୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍ । ଏହି କାରଣରୁ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି । ବ୍ରହ୍ମପୁରରୁ…

ଜାତୀୟ ପତାକା ଅବମାନନା ନେଇ ବାପି ସାର୍ଖେଲ ଙ୍କ ନାମରେ ଥାନାରେ ଅଭିଯୋଗ।

ପାରାଦୀପ -ଶ୍ରମିକନେତା ବାପି ସର୍ଖେଲ୍ ଙ୍କ ନାମରେ ଅଭିଯୋଗ ଓ ଗିରଫ ଦାବି । ଭାରତୀୟ ଜାତୀୟ ପତାକା ମର୍ଯ୍ୟାଦା ଉଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବୀକରି ପାରାଦୀପ ଆଦର୍ଶ ଥାନାରେ ପୃଥକ ପୃଥକ ଭାବେ ଦୁଇଟି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । କିଛିଦିନ ତଳେ ସୋସିଆଲ…

ଭଦ୍ରକରେ ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭଦ୍ରକ : ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍, ଜିଲ୍ଲା ପ୍ରଶାସନ ଓ ଓଡିଶା କ୍ରିକେଟ୍ ଆସୋସିଏସନ୍ ର ମିଳିତ ସହଯୋଗରେ ଆୟୋଜିତ, ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଜୁନ୍ ୨ ତାରିଖ, ସୋମବାର, ସକାଳ ୮ଟା ବେଳେ ରେଳବାଇ କ୍ରୀଡାଙ୍ଗନରେ ଉଦଘାଟିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ବନ୍ତ,…

ନାଲକୋ ଦ୍ୱାରା ସ୍ମାର୍ଟ ମାଇନିଂ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଭୁବନେଶ୍ୱର ଠାରେ \"ଇଣ୍ଡଷ୍ଟ୍ରି ୪.୦: ସ୍ମାର୍ଟ ମାଇନିଙ୍ଗ ଆଣ୍ଡ ମାନୁଫ୍ୟାକ୍‌ଚରିଙ୍ଗ\' ନାମକ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବିଶେଷ କରି,…

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୭ ମୃତ, ୩୦ ଆହତ

ନୂଆଦିଲ୍ଲୀ, : ୟୁକ୍ରେନ୍ ସୀମା ନିକଟବର୍ତ୍ତୀ ଋଷରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଛି । ପୋଲ ଭାଙ୍ଗି ଏକ ଯାତ୍ରୀବାହୀ ଟ୍ରେନ ଟ୍ରାକରୁ ଖସି ପଡ଼ିଛି । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଛି । ୩୦ ଜଣ ଆହତ ହୋଇଛନ୍ତି । ଟ୍ରେନଟି ମସ୍କୋରୁ କ୍ଲିମୋଭ ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାର…

ମେ’ ମାସରେ ଜିଏସ୍‌ଟି ସଂଗ୍ରହ ୨ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,: ନିକଟରେ ସମାପ୍ତ ମେ’ ମାସରେ ଦେଶର ଜିଏସଟି ରାଜସ୍ୱ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧ ହଜାର ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ୨ୟ ସର୍ବାକାଳୀନ ମାସିକ ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ ୨ ଲକ୍ଷ ୩୬ ହଜାର କୋଟିକୁ…

ଶିବ ଓ ପାବର୍ତୀଙ୍କ ବିବାହ ସମ୍ପନ୍ନ ଭକ୍ତ କରିବେ ଯୁଗଳ ଦର୍ଶନ

ସମ୍ବଲପୁର, : ଜ୍ୟୈଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ପରିଣୟ ସମ୍ପନ୍ନ ହୋଇଯାଇଛି । ଏଥିପାଇଁ ବିଭିନ୍ନ ଶିବାଳୟ ଗୁଡିକୁ ରଙ୍ଗୀନ ଲୋକମାଳାରେ ସଜ୍ଜିତ କରାଯାଇଛି । ପରମ୍ପରା ଅନୁଯାୟୀ ପୂର୍ବ ବର୍ଷ ପାର୍ବତୀଙ୍କ କନ୍ୟା ପିତାମାତା ଭୂମିକା ନେଇଥିବା…