Browsing Category

ନ୍ୟୁଜ୍

ପୂଜା ମଣ୍ଡପରୁ ଝାମ୍ପି ନେଲେ ୪ ସୁନା ଚେନ

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଦୁର୍ଗାପୂଜାରେସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର ।ବିଭିନ୍ନ ପୂଜା ମଣ୍ଡପରେ ଭଳି କି ଭଳିତୋରଣ ସହ ଡେକୋରେସନ୍ ଲୋକଙ୍କୁକରୁଛି ଆକୃଷ୍ଟ । ମଣ୍ଡପଗୁଡିକରେ ପୂଜାଦେଖିବାକୁ ଲୋକଙ୍କ ଭିଡ ଲାଗୁଛି । ହେଲେମା'ଙ୍କ ଦର୍ଶନ ପାଇଁ ଆସୁଥିଲା ଶ୍ରଦ୍ଧାଳୁଙ୍କୁଲୁଟିବାକୁ…

ସରୁ କ୍ଷା ପରଚି ।ଳନା କ୍ଷେତ୍େର ର ଏମସ୍ ଏି ଲ ୍ ସଏି ମଡ୍ ି ପରୁ ସ୍କତ

ତାଳଚେର,୨୨ ।୧୦(ମନୋଜନନ୍ଦ): ସୁରକ୍ଷା ପରିଚାଳନାକ୍ଷେତ୍ରରେ ଅତୁଳନୀୟ ଅବଦାନକୁସମ୍ମାନ ଜଣାଇ ମହାନଦୀ କୋଲ୍ଫିଲ୍ଡସ ଲିମିଟେଡର ଅଧ୍ୟକ୍ଷତଥା ପରିଚାଳନା ନିଦେ୍ର୍ଦଶକ ଓ.ପି. ସିଂଙ୍କୁ ସମ୍ମାନଜନକ "ଆପେକ୍ସଇଣ୍ଡିଆ ଭିଜନାରୀ ଲିର୍ଡ ଆୱାର୍ଡ- ୨୦୨୩' ପ୍ରଦାନ କରାଯାଇଛି ।ଏଥିସହ ଆପେକ୍ସ…

ପାର୍ବଣରେ ମହଙ୍ଗା ମାଡ଼ : ଖାଉଟି କଲବଲ

ଭୁବନେଶ୍ୱର,୨୨ା୧୦(ଡିକେନୁ୍ୟଜ): ପାର୍ବଣରେ ଖାଉଟିଙ୍କୁମହଙ୍ଗା ମାଡ଼ । କ୍ୱିଣ୍ଟାଲ ପିଛା୨୩୦୦ ଟଙ୍କାରୁ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି ଗହମ । ଫଳରେ ଅଟା,ସୁଜି, ମଇଦା ସମେତ ଗହମଜାତଦ୍ରବ୍ୟର ଦର ଆକାଶଛୁଆଁ ହୋଇଛି ।ଖାଲି ଏତିକି ନୁହେଁ, ସୀମା ପାର କରିବାକୁ ଯାଉଛି ସୁନା ଦର ।…

ବଢ଼ିଲା ପ୍ରଦୂଷଣ : ଲାଗିଲା କଟକଣା

ନୂଆଦିଲ୍ଲୀ ,୨୨ା୧୦ : ପୁଣି ବିଷ ବଳୟରେରାଜଧାନୀ । ଶୀତ ପୂର୍ବରୁ ବିଲାଣି ପ୍ରଦୂଷଣ ।ଅଳ୍ପ ଶୀତ ପଡିବା ପରେ ଦିଲ୍ଲୀରେ ବିଛି ପ୍ରଦୂଷଣ । ଯୁଆଡେ ଦେଖିବ ଖାଲି ଧୂଆଁଳିଆଦେଖାଯାଉଛି । ·ରିଆଡେ ଧୂଆଁର ·ଦରଢ଼ାଙ୍କି ହେଲା ଭଳି ମନେ ହେଉଛି । ସକାଳୁ ଗାଡି ମଟର ଚଳାଚଳ କରିବା ବି ମୁସକିଲହୋଇପଡୁଛି…

ଇଜିପ୍ଟ ଖୋଲିଲା ଗାଜା ସୀମା, ପାଲେଷ୍ଟାଇନ୍ବାସୀଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ଔଷଧ

ଇସ୍ରାଏଲ: ହମାସ୍ ଯୁଦ୍ଧ ମଧ୍ୟରେଗାଜାରେ ରହୁଥିବାପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟଶେଷରେ ଖୋଲିଛି ନିଜର ସୀମା ।ଇଜି ଗାଜା ସୀମା ଖୋଲିବା ମାତ୍ରେ ପାଲେଷ୍ଟାଇନ ନାଗରିକମାନଙ୍କପାଖରେ ଖାଦ୍ୟ ଓ ଔଷଧ ଭଳିଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାଆରମ୍ଭ ହୋଇଛି । ଏହା ଦ୍ୱାରା ଯୁଦ୍ଧପୀଡିତଙ୍କୁ ବଡ଼…

ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ୍ ମୁକାବିଲା

ନୂଆଦିଲ୍ଲୀ, ୨୧ା୧୦: ଚଳିତ ବିଶ୍ୱକପରେରବିବାର ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହେବ ।ବିଗତ ୧୨ ସଂସ୍କରଣରେ ଏହି ଦୁଇ ଦେଶ ୯ ଥର ମୁହାଁମୁହିଁ ହେବାର ସୁଯୋଗ ପାଇଛନ୍ତି ।ସେଥି ମଧ୍ୟରୁ ଭାରତ ମାତ୍ର ୩ ଥର ଜିତିଥିବାବେଳେ ନ୍ୟୁଜିଲାଣ୍ଡ୍ ୫ ଥର ବାଜି ମାରି ନେଇଛି । ଗୋଟିଏ ମ୍ୟାଚ୍ ବାତିଲ…

ଗଜପତିରେ ବାଘ ଆତଙ୍କ

ପାରଳାଖେମୁଣ୍ଡି,(ଡିକେ ନୁ୍ୟଜ୍): ଗଜପତି ଜିଲ୍ଲାରେବର୍ତ୍ତମାନ ବାଘ ଆତଙ୍କ ଦେଖାଦେଇଛି । ଏହିଜିଲ୍ଲାର ମହେନ୍ଦ୍ର ବନାଞ୍ଚଳ ଏବଂ ମହେନ୍ଦ୍ରଗିରି ପାଦ ଦେଶରେ ଏକ ମହାବଳ ବାଘ ଶିକାରଅନ୍ୱେଷଣରେ ବିଚରଣ କରୁଥିବା ବନ ବିଭାଗତରଫରୁ ସୂଚନା ମିଳିଛି । ଶିକାର ଅନ୍ୱେଷଣରେ ମହାବଳ ବାଘର ବିଚରଣକୁ…

ଅତ୍ୟଧିକ ଉତ୍ତେଜିତ ହେବାରୁ ଏଏସଆଇଙ୍କ ମୃତୁ୍ୟ

ରାଉରକେଲା, (ଡିକେ ନୁ୍ୟଜ୍): ଉଦିତନଗର ଥାନାଏଏସଆଇ ଏଲିଶ ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସିଥିବା ନେଇଏକ ସାମ୍ବାଦିକସମ୍ମିଳନୀରେ ରାଉରକେଲାଏସପି ମିତ୍ରଭାନୁ ମହାପାତ୍ରସୂଚନା ଦେଇଛନ୍ତି । ସେକହିଛନ୍ତି, ଅତ୍ୟଧିକଉତ୍ତେଜିତ ହେବାରୁ ଏଲିଶଲୁଗୁନଙ୍କ ମୃତ୍ୟୁ…

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧ା୧୦(ଡିକେ ନୁ୍ୟଜ):ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ସ୍ତରରେ ଛୋଟଧରଣର ଅଦଳବଦଳ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କାଜୁଉନ୍ନୟନ ନିଗମରେ ଏମ୍ଡ଼ି ଭାବେ କାର୍ଯ୍ୟରତ ଦୀପ୍ତି ମହାପାତ୍ରଙ୍କୁ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ…

ବିରାଜିଲେ ମା’ : ଝଲସୁଛି ମଣ୍ଡପ

ଭୁବନେଶ୍ୱର,୨୧ା୧୦(ଡିକେ ନୁ୍ୟଜ): ଦୁର୍ଗାପୂଜାକୁ ନେଇ ପଲ୍ଲୀଠୁ ସହରଚଳଚଞ୍ଚଳ । ମଣ୍ଡପରେ ଲାଗିଲାଣି ଗହଳି । ମା’ଙ୍କ ଧରାବତରଣ ନେଇଉତ୍ସବମୁଖର ପୂରପଲ୍ଲୀ । ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବାବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଇଥିଲା । ଚଣ୍ଡିପାଠଗୁଞ୍ଜରଣରେ ପ୍ରକମ୍ପିତ…