Sign in
Sign in
Recover your password.
A password will be e-mailed to you.
Browsing Category
School
ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା
ପାରଳାଖେମୁଣ୍ଡି, :ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅପରାହ୍ନରେ ଅନୁଷ୍ଠାନର ସଭାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି । ସମ୍ପାଦିକା ଅଧ୍ୟାପିକା…
ସବୁ କଲେଜରେ ଖୋଲିବ ଏନ୍ଏସ୍ଏସ୍ ଶାଖା
ଭୁବନେଶ୍ୱର, : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବା ପାଇଁ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ର ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ । ଉଚ୍ଚଶିକ୍ଷା ଅନୁଷ୍ଠାନ…
ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ୍କରିବାକୁ ରାଜ୍ୟ ସରକାର ଅଭିନବପଦକ୍ଷେପ ନେଇଛନ୍ତି । ଅନଲାଇନରେଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ
ଶିକ୍ଷକମାନଙ୍କୁ ଟ୍ୟାବ୍ ଦେବାକୁ ନିଷ୍ପତ୍ତିନେଇଛନ୍ତି । ରାଜ୍ୟରେ ଥିବା ମୋଟ୯୬, ୭୧୮ ଶିକ୍ଷକଙ୍କୁ ଏହି…