Browsing Category

କ୍ରୀଡା

ର‌୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଲେ କୋହଲ

ନୂଆଦିଲ୍ଲୀ, : ଆଇସିସି ବୁଧବାର ଦିନିକିଆ ରାଙ୍କିଙ୍ଗର ଅପଡେଟ୍‌ ପ୍ରକାଶ କରିଛି । ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ବିରାଟ କୋହଲିଙ୍କୁ ରାଙ୍କିଙ୍ଗରେ ଲାଭ ମିଳିଛି । କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ଶ୍ରେୟସ ଆୟର ବ୍ୟାଟିଂ ରାଙ୍କିଙ୍ଗରେ ମଧ୍ୟ ଲାଭବାନ ହୋଇଛନ୍ତି । ଟିମ ଇଣ୍ଡିଆ ୨୦୨୫…

ପତଳା ଯୁବକ ଖୋଜୁଛ ଯଦି ମଡେଲିଂ ପ୍ରତିଯୋଗିତାକୁ ଯାଅ’

ନୂଆଦିଲ୍ଲୀ, : ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଲଗାତାର ୩ଟି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି । ସାରା ଦେଶରେ ରୋହିତଙ୍କ ଦକ୍ଷତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ…

ଟି-୨୦ ଅଧିନାୟକ ପଦ ହରାଇଲେ ରାଜୱାନ

ଲାହୋର, : ନିଜେ ଆୟୋଜନ କରୁଥିବା ଚାମ୍ପିୟନ୍ସ ଟ୍ରଫିରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଅଭିଯାନ ଶେଷ ହୋଇଥିଲେ ହେଁ ଦଳ ଏବେ ପରବର୍ତ୍ତୀ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଚାମ୍ପିୟନ୍ସ ଟ୍ରଫିର ନୂଆ…

ବିଶ୍ୱକପ୍ ପ୍ରତିଶୋଧ ନେଲା ଭାରତ; ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପକ୍କା କଲା ସ୍ଥାନ

ଦୁବାଇ, : ବିଶ୍ୱକପର ବଦଲା ନେଲା ଭାରତ । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇ ୨୦୨୪ ପ୍ରତିଶୋଧ ନେଇଛି ରୋହିତ ବାହିନୀ । ମଇଦାନରେ ଗର୍ଜିଲା ଚେଜ୍ ମାଷ୍ଟର କୋହଲିଙ୍କ ବ୍ୟାଟ୍ । କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲରେ…

କୋହଲିଙ୍କ ଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ: ପଣ୍ଟିଂ

ଦୁବାଇ,: ମୁଁ ବିରାଟ କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି । ଏଥିସହିତ କୋହଲି ୫୦ ଓଭର ଫର୍ମାଟରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ସର୍ବାଧିକ ରନ କରିବାର ରେକର୍ଡକୁ ପଛରେ ପକାଇପାରନ୍ତି ବୋଲି ସେ…

ରଣ୍‌ଜୀ ଟ୍ରଫି: ଫାଇନାଲରେ ବିଦର୍ଭ-କେରଳ

ଅହମ୍ମଦାବାଦ,: ଚଳିତ ଶୁକ୍ରବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଫାଇନାଲରେ ବିଦର୍ଭ ଓ କେରଳ ପରସ୍ପରକୁ ଭେଟିବେ । ଗତ ଥରର ଫାଇନାଲିଷ୍ଟ ବିଦର୍ଭ ୮୦ ରନରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ପରାସ୍ତ କରିଥିବା ବେଳେ କେରଳ ପ୍ରଥମ ଇନିଂସ…

ଆଇପିଏଲ୍କୁ ଫେରିବା ଲକ୍ଷ୍ୟରେ କୁମିନ

ସିଡ୍ନୀ,: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପ୍ୟାଟ୍ କୁମିନ୍ସ ଲଡର୍ସରେ ଜୁନ୍ ୧୧ରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇଯାଇଥିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିପାଇଁ ସେ ଆସନ୍ତା ଇଣ୍ଡିଆନ…

ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା

ମୁମ୍ବାଇ, : ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ରେ ମୁମ୍ବାଇର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ମୁମ୍ବାଇ ଦଳ ଆଇପିଏଲ ୨୦୨୪ରେ ଭଲ ପ୍ରଦର୍ଶନ କରିପାରି ନଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଥିବା ଆଗାମୀ ସିଜିନରେ ହାର୍ଦ୍ଦିକ ପୁଣି ଥରେ ଟାଇଟଲ ଜିତିବାକୁ…

ସ୍ତ୍ରୀଙ୍କଠାରୁ ଅଲଗା ହେଲେ କ୍ରିକେଟର୍ ଜେପି ଡୁମିନି

ନୂଆଦିଲ୍ଲୀ, : ଦକ୍ଷିଣ ଆଫ୍ରିକାର ଅଭିଜ୍ଞ କ୍ରିକେଟର ଜେପି ଡୁମିନିଙ୍କ ଛାଡପତ୍ର ହୋଇଯାଇଛି । ଡୁମିନି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି । ଡୁମିନି ଏବଂ ତାଙ୍କ ସ୍ତ୍ରୀ ସୁଙ୍କ ମଧ୍ୟରେ ସମ୍ପର୍କ ବହୁତ ଦିନ ଧରି ଭଲ ଚାଲି ନ ଥିଲା । ପ୍ରାୟ ୧୪ ବର୍ଷର ବିବାହ ପରେ…

ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍ କ୍ଲାସିକ୍‌: ଆଶୀର୍ବାଦଙ୍କୁ ଅନ୍ତର୍ଜାତୀୟ ସୁଯୋଗ

ଭୁବନେଶ୍ୱର, : ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍‌ କ୍ଲାସିକ୍ ପକ୍ଷରୁ ପୁରୀ ବେଳାଭୂମିରେ ଦୁଇ ଦିନିଆ ଜାତୀୟସ୍ତରର ବରମୁଡ଼ା ବିଚ୍ ମଡେଲ୍‌-୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଟଲ୍‌ କାଟେଗୋରୀରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି ପୁରୁଣା ଭୁବନେଶ୍ୱର ଯୁବକ ଆଶୀର୍ବାଦ…