Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ପାକିସ୍ତାନ ଖେଳାଳିଙ୍କ ଉପରେ ଲାଗିଲା ଜୋରିମନା
ନୂଆଦିଲ୍ଲୀ, : ଆଇସିସି ତିନି ଜଣ ପାକିସ୍ତାନୀ ଖେଳାଳିଙ୍କ ଉପରେ ଜୋରିମନା ଲଗାଇଛି । ପାକିସ୍ତାନ ଶାହିନ ଆଫ୍ରିଦି, ସୌଦ ଶକିଲ ଏବଂ କମରାନ ଗୁଲାମଙ୍କୁ ଆଇସିସି ଦଣ୍ଡ ଦେଇଛନ୍ତି । ଗୁରୁବାର ଆଇସିସି ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛି । ତ୍ରିକୋଣୀୟ ସିରିଜର ତୃତୀୟ ମ୍ୟାଚରେ ପାକିସ୍ତାନ…
ଇଂଲଣ୍ଡ ବିପକ୍ଷରେ ଜିତିଲା ଭାରତ, ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର
କଟକ, : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ଘରୋଇ ଦଳ ୪ ୱିକେଟରେ ବିଜୟୀ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ…
ବାରବାଟୀ ଲଢ଼େଇ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ
ଭୁବନେଶ୍ୱର,: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ୍ କମିଶନର ଡ.ଏସ୍ ଦେବଦତ୍ତ ସିଂହ କହିଛନ୍ତି । ଶ୍ରୀ ସିଂହ…
ଟି-୨୦ରେ ସର୍ବାଧିକ ରେର୍କଡ କରି ଇତିହାସ ରଚିଲେ ରଶିଦ ଖାନ
କାବୁଲ,: ଆଫଗାନିସ୍ତାନର ଷ୍ଟାର ସ୍ପିନର ରଶିଦ ଖାନ ଟି-୨୦ କ୍ରିକେଟରେ ସର୍ବାଧିକ ୱିକେଟ ନେବାର ବିଶ୍ୱ ରେକର୍ଡ କରିଛନ୍ତି । ସେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡ୍ୱେନ ବ୍ରାଭୋଙ୍କୁ ପଛରେ ପକାଇ ସର୍ବାଧିକ ୱିକେଟ ନେବାର ରେକର୍ଡ କରିଛନ୍ତି । ରଶିଦ ବର୍ତ୍ତମାନ ଏସଏ୨୦ରେ ଖେଳୁଛନ୍ତି,…
ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ବଲିଉଡ ନାୟିକା ସାରା ଅଲୀ ଖାନ
ରାଉରକେଲା, : ଶନିବାର ହକି ଇଣ୍ଡିଆ ଲିଗର ଫାଇନାଲ ମ୍ୟାଚ୍ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ । ଉକ୍ତଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷିତ ହେବ । ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ନାୟିକା ସାରା ଅଲୀ ଖାନ ଯୋଗଦେବେ । ସାରା ନିଜର ବିଭିନ୍ନ ହିଟ୍…
ବଡ଼ ରେକର୍ଡ ହାସଲ କଲେ ଷ୍ଟିଭ ସ୍ମିଥ
ଗାଲେ,: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ ଷ୍ଟିଭ ସ୍ମିଥ ୧୦ ହଜାର ଟେଷ୍ଟ ରନ ଅତିକ୍ରମ କରିଛନ୍ତି । ଆଜିକାଲି ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ଗସ୍ତରେ ଅଛି । ପ୍ରଥମ…
ଆଇସିସି ଟେଷ୍ଟରେ ବୁମ୍ରା ଓ ଦିନିକିଆରେ ସ୍ମୃତି ମନ୍ଧାନାଙ୍କୁ କ୍ରିକେଟରେ ଅଫ ଦି ଇୟର ପୁରସ୍କାର
ନୂଆଦିଲ୍ଲୀ, : ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମ୍ରା । ଟେଷ୍ଟ, ଟି-୨୦ ଓ ଦିନିକିଆ କ୍ରିକେଟରେ ବୁମ୍ରା କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ନିଜର ଘାତକ ବୋଲିଂ ବଳରେ ସେ ଭାରତକୁ ଅନେକ ମ୍ୟାଚରେ ବିଜୟ କରାଇଛନ୍ତି । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର…
ବାରବାଟୀ ଦିନିକିଆ: ଫେବ୍ରୁଆରୀ ୨ରେ ଅନଲାଇନ୍, ୫-୬ରେ କାଉଣ୍ଟର ଟିକେଟ୍
କଟକ,: ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଭାରତଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚର ଟିକେଟ୍ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି । ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶକଙ୍କ ଟିକେଟ୍ କିଣି ସାରିଥିବା ବେଳେ…
ଇଡେନ ଗାର୍ଡେନରେ ସମସ୍ତଙ୍କ ହୃଦୟ ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା
କୋଲକାତା,: ଆଜିକାଲି ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ । ଏହି ସିରିଜ ଜାନୁଆରୀ ୨୨ରୁ ଆରମ୍ଭ ହେବ । ଏଥିରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ ଖେଳାଯିବ । ଇଂଲଣ୍ଡ ଦଳ ଭାରତରେ ପହଞ୍ଚି ସାରିଛି ଏବଂ ଉଭୟ ଦଳ ସେମାନଙ୍କର…
ତିନିଦିନିଆ ନୂଆ- ଓ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ
ରାୟଗଡ଼ା ଜିଲ୍ଲାସ୍ତରୀୟ ନୂଆ -ଓ କ୍ରୀଡା କାର୍ଯ୍ୟକ୍ରମ ଗତ ୧୯ ତାରିଖ ଗତ ୨୧ ତାରିଖ ଯାଏଁ ତିନିଦିନ ଧରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଓ ରେଲୱେ ପଡିଆ ଠାରେ ଚାଲିଥିବା ଥିବା ନୂଆ-ଓ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ପଡ଼ିଆରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ…