Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
IA ଏବଂ AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଅନୁଷ୍ଠିତ |
ଭୁବନେଶ୍ୱର: ରେଲୱେ ଇନଡୋର ଷ୍ଟାଡିୟମରେ IA&AD ଇଷ୍ଟ ଜୋନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ 2024 ଆୟୋଜିତ ହୋଇଥିଲା, ଯେଉଁଠାରେ ବିଭିନ୍ନ ଅଞ୍ଚଳର ଟପ୍ ବ୍ୟାଡମିଣ୍ଟନ୍ ପ୍ରତିଭାମାନେ ଏକ ଉତ୍ସାହଜନକ ପ୍ରତିଯୋଗିତାରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ | ପୁରୁଷ ସିଙ୍ଗଲ୍ସ ବର୍ଗରେ,…
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଯୁବ ଦିବସ
ଭୁବନେଶ୍ୱର, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍ ୩ ନମ୍ବର ଗେଟ୍ ସମ୍ମୁଖ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାମକୃଷ୍ଣ ମିଶନ ଓ…
ସ୍ୱାମୀଙ୍କ କବାଡ଼ି ଟିମକୁ “ଚିୟର୍’ କଲେ ଐଶ୍ୱର୍ଯ୍ୟା
ମୁମ୍ବାଇ, ସଂପର୍କରେ ଫାଟ ଖବର ଭିତରେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଶଶୁର ଅମିତାଭ ବଚ୍ଚନଙ୍କ ସହ ମିଶି ସ୍ୱାମୀ ଅଭିଷେକ ବଚ୍ଚନଙ୍କ କବାଡ଼ି ଟିମ୍ ପାଇଁ "ଚିୟର୍' କରୁଥିବାର ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କ ସହ ତାଙ୍କ ଝିଅ ଆରାଧ୍ୟା ଓ ଅଭିଷେକଙ୍କୁ ବି ଦେଖିବାକୁ…
ଓଏମ୍ସିକୁ ଜାତୀୟ ପୁରସ୍କାର
ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ନୂଆଦିଲ୍ଲୀରେ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ ଉତ୍ସବରେ ଓଡ଼ିଶା ଖଣନିନିଗମ ପୁରସ୍କୃତ ହୋଇଛି। ରାଷ୍ଟ୍ରତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଲାଭ କରିଛି…
ଦିନିକିଆରୁ ଡାଭିଡ୍ ୱାର୍ଣ୍ଣରଙ୍କ ଅବସର ଘୋଷଣା
ମେଲବୋର୍ଣ୍ଣ,୧ା୧: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଓପନର୍ ଡେଭିଡ ୱାର୍ଣ୍ଣର ନୂଆବର୍ଷ ଅବସରରେ ପ୍ରଶଂସକଙ୍କୁ ଦୁଃଖିତ କରିଛନ୍ତି। ଟେଷ୍ଟ ପରେ ସେ ଏକଦିବସୀୟରୁ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁଥିବା ·ମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ଣ୍ଣର କହିଛନ୍ତି।…
କୁସ୍ତି ସଂଘର ପରିଚାଳନା ପାଇଁ ଗଠନ ହେଲା କମିଟି
ନୂଆଦିଲ୍ଲୀ: ଅଲିମ୍ପିକ୍ ଆସୋସିଏସନର ବଡ଼ ନିଷ୍ପତ୍ତି। ଭାରତୀୟ କୁସ୍ତି ସଂଘର ପରିଚାଳନା ପାଇଁ, ଅଲିମ୍ପିକ୍ ଆସୋସିଏସନ ଏକ ଆଡହକ୍ କମିଟି ଗଠନ କରିଛନ୍ତି। ଏହି କମିଟି ଭାରତୀୟ କୁସ୍ତି ସଂଘକୁ ନିଲମ୍ବିତ କରାଯିବା ପରେ ଗଠନ କରାଯାଇଛି। ସୂଚନାଥାଉକି, ଜରୁରୀ ପ୍ରକ୍ରିୟା ବିନା ପ୍ରତିଯୋଗିତା…
ଜାତୀୟ ହକି କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ
ବେଙ୍ଗାଲୁରୁ: ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଓ ଫାଇଭ୍ ଏ ସାଇଡ୍ ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳ ପ୍ୟାରିସ୍ ୨୦୨୪ ପାଇଁ ଯୋଗ୍ୟତା ହାସଲ କରି ନ ଥିବା ବେଳେ ରାଞ୍ଚରେ ଅଲିମ୍ପିକ୍ସ…
୨୦୨୫ ଚାମ୍ପିଆନ୍ସ ଟ୍ରଫି ଲାଗି ପଠାଇବନି ଖେଳାଳି!
ମୁମ୍ବାଇ, ୨୬ା୧୨: ଏସିଆ କପ୍ ପରେ ପୁଣି ଥରେ ପାକିସ୍ତାନକୁ ଲାଗିବ ଝଟକା। ହାତରୁ ଖସିପାରେ ୨୦୨୫ ଚମ୍ପିଆନ୍ସ ଟ୍ରଫିର ଆୟୋଜନ। ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତୀୟ ଟିମ୍। ଯାହାକୁ ନେଇ ଏବେଠୁ ଚିନ୍ତାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ। ଆଗାମୀ ୨୦୨୫ ଚମ୍ପିଆନ୍ସ…
ଭାରତର ଐତିହାସିକ ବିଜୟ: ପ୍ରଥମଥର ଅଷ୍ଟ୍ରେଲିଆକୁ ହରାଇଲା
ମୁମ୍ବାଇ, ୨୪ା୧୨: ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍। ଟେଷ୍ଟରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଦଳ। ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତୀୟ ମହିଳା ଟିମ୍ ୮ ୱିକେଟରେ ପରାସ୍ତ କରିଛି। ୧୯୭୭ରୁ ୧୧ଟି ପ୍ରୟାସ ପରେ…
ନାଥନ୍ ଲାୟନ୍ ୫୦୦ ୱିକେଟ୍ କ୍ଲବରେ ସାମିଲ
ପର୍ଥ, ୧୮ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ର ଉଭୟ ପାଳିରୁ ୫ ୱିକେଟ୍ ଦଖଲ କରିବା ସହିତ ଅଷ୍ଟ୍ରେଲୀୟ କିଂବଦନ୍ତି ନାଥନ୍ ଲାୟନ୍ ୫୦୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ମୋଟ ଟେଷ୍ଟ୍ ୱିକେଟ୍ ଏବେ ୫୦୧ରେ ପହଞ୍ଚିଛି। ଏହି ବିରଳ କ୍ଲବରେ ସାମିଲ ହେବାରେ ଲାୟନ୍ ବିଶ୍ୱର…