Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ମ୍ୟାଚ୍ ବେଳେ ପଡ଼ିଆକୁ ପଶିଲେ ପାଲେଷ୍ଟାଇନ ସମର୍ଥକ
ଅହମଦାବାଦ, ୧୯ା୧୧: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ସୁରକ୍ଷାକୁ ନେଇ ବଡ଼ ବିଫଳତା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଜଣେ ବ୍ୟାକ୍ତି ପଡିଆ ଭିତରକୁ ପଶିଯାଇଥିଲେ । କେବଳ ପଡିଆ…
ଅଷ୍ଟ୍ରେଲିଆ ବିଶ୍ୱକପ୍ ଚାମ୍ପିଅନ
ଅହମଦାବାଦ,୧୯ା୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ·ଲିଥିବା ଆଇସିସି ବିଶ୍ୱକପ ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରି ବିଶ୍ୱକପ୍ ·ମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ୱକପ ହାତେଇଛି…
ବିଶ୍ୱକପ୍ ଫାଇନାଲ୍ ମହାସଂଗ୍ରାମ : ଅଷ୍ଟ୍ରେଲିଆଠୁ ନେବ ପୁରୁଣା ବଦ୍ଲା
ଅହମ୍ମଦାବାଦ,୧୮ା୧୧ : ସୁପର ସଣ୍ଡେରେ ସୁପର ଫାଇଟ । ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ଦୁଇ ଶ୍ରେଷ୍ଠ ଦଳ । ଅପରାହ୍ନ ୨ଟାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢେଇ । ତେବେ ଫାଇନାଲ ପୂର୍ବରୁ ସାମ୍ନାକୁ ଆସିଛି ରବିବାର ହେବାକୁ ଥିବା କାର୍ଯ୍ୟକ୍ରମର ତାଲିକା…
୩ର ବଦ୍ଲା ୨୩ରେ!
ଭୁବନେଶ୍ୱର,୧୮ା୧୧ : କିଏ ଜିତିବ ବିଶ୍ୱକପ । କାଲି ସୁପର ସଣ୍ଡେରେ ଟାଇଟଲ ପାଇଁ ଲଢେ଼ଇ କରିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ୨୦୦୩ ବିଶ୍ୱକପ୍ର ପରାଜୟର ବଦଲା ନେଇପାରେ ଟିମ୍ ଇଣ୍ଡିଆ । ୨୦ ବର୍ଷ ପରେ ପୁଣି ଭାରତ- ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ୨୦୨୩ରେ ହେବ ୨୦୦୩ ୱାଲ୍ଡ କପ୍…
ଭାରତକୁ ଅଟକାଇବା କଷ୍ଟକର: ଗାଙ୍ଗୁଲି
ନୂଆଦିଲ୍ଲୀ, ୧୭ା୧୧: ବିଶ୍ୱକପ୍ କ୍ରିକେଟର ଫାଇନାଲ ମ୍ୟାଚ୍ ରବିବାର ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି । ଭାରତୀୟ ଦଳ ଯେମିତି…
ଜାତୀୟ କ୍ରୀଡ଼ାରେ କିଟ୍ ଓ କିସ୍କୁ ୨୪ ପଦକ
ଭୁବନେଶ୍ୱର, ୧୭ । ୧୧: ଚଳିତବର୍ଷ ଜାତୀୟ କ୍ରୀଡ଼ା ୨୦୨୩ରେ ଅତି ଉନ୍ନତ ପ୍ରଦର୍ଶନ କରି କିଟ୍ ଓ କିସ୍ର ଖେଳାଳିମାନେ ବିଭିନ୍ନ ବିଭାଗରେ ୨୪ଟି ପଦକ ହାସଲ କରି କିଟ୍, କିସ୍, ଓଡ଼ିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ବିଭିନ୍ନ ବର୍ଗରେ ଏହି ଖେଳାଳିମାନେ ୮ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ…
ସାମିଙ୍କ ନାଁରେ ଯୋଡ଼ି ହେଲା ୯ ରେକର୍ଡ
ମୁମ୍ବାଇ, ୧୬ା୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ବିଶ୍ୱକପ କ୍ରିକେଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଫାଇନାଲରେ ପହଞ୍ଚିଛି ଦଳ । ତେବେ ଏହି ମ୍ୟାଚ୍ ମନେ ରହିବ ଆହୁରି ଅନେକ କାରଣ ପାଇଁ । ଏହି ମ୍ୟାଚରେ ଭାଙ୍ଗିଛି…
୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ଭୁବନେଶ୍ୱର,୧୬ା୧୧ : ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ ୫-ଟି ନୀତିର ରହିଛି ଗୁରୁତ୍ୱ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ୱାସ୍ଥ୍ୟ ଭଳି ଯୋଜନା କିମ୍ବା ରାସ୍ତା, ସେତୁ ହେଉ କି କ୍ରୀଡ଼ା, ପର୍ଯ୍ୟଟନର ଭିତ୍ତିଭୂମି ଆଦି ଚାଲିଛି ୫-ଟି ଅଧିନରେ । ଏବେ…
ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ଫୁଟବଲ ଟ୍ୟାଲେଣ୍ଟ ଏକାଡେମୀ
ଭୁବନେଶ୍ୱର,୧୫ା୧୧ : ବିଗତ ଦଶନ୍ଧି ମଧ୍ୟରେ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସଫଳତା ପାଇଛି ଓଡ଼ିଶା । ପରିଣାମ ସ୍ୱରୂପ ଓଡ଼ିଶା ଆଜି…
ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ଟକ୍କର
ମୁମ୍ବଇ, ୧୪ା୧୧: ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ଖେଳାଯିବ । ଏହି ମୁକାବିଲା ଲାଗି ନ୍ୟୁଜିଲାଣ୍ଡ ଦଳ ସୋମବାର ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛି । ଅନ୍ୟପକ୍ଷରେ…