Browsing Category

କ୍ରୀଡା

ଜାତୀୟ କ୍ରୀଡ଼ା: ପ୍ରଣତିଙ୍କୁ ଚତୁର୍ଥ ସ୍ୱଣ୍ଣ

ଭୁବନେଶ୍ୱର/କଟକ, ୨୯ା୧୦ (ଡିକେ ନୁ୍ୟଜ୍):ଚଳିତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାଶନିବାର ଗୋଟିଏ ସ୍ୱର୍ଣ୍ଣ ସହ ୬ ପଦକ ପାଇଛି । ଏହାମଧ୍ୟରେ ସ୍ୱର୍ଣ୍ଣ ବ୍ୟତୀତ ୪ ରୌପ୍ୟ ଓ ୧କାଂସ୍ୟ ପଦକ ସାମିଲ ଅଛି । ଫଳରେ ଓଡ଼ିଶାରମୋଟ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି । ଶନିବାର ମହିଳା ଜିମ୍ନାଷ୍ଟିକ୍ସରେ…

ବିନା ହାତରେ ଇତିହାସ ରଚିଲେ ଶୀତଲ

ହାଙ୍ଗଝୌ, ୨୮ା୧୦: ବିନା ହାତରେ ଜଣେତୀରନ୍ଦାଜ ଯେ ସଫଳତାର ଅପୂର୍ବ ଗୌରବ ଆଣିପାରେ ଏହାକୁ ପ୍ରମାଣିତ କରିଛନ୍ତି ଶୀତଲଦେବୀ । ଚଳିତ ଏସୀୟ ପାରା କ୍ରୀଡ଼ାରେ ଇତିହାସ ରଚିଛନ୍ତି ଶୀତଲ । ଜନ୍ମରୁ ହାତନଥିବା ଏହି ୧୬ ବର୍ଷୀୟା ଯୁବତୀ ଗୋଟିଏ ଏସୀୟ ପାରା କ୍ରୀଡ଼ା ସଂସ୍କରଣରେ ଦୁଇଟିସ୍ୱର୍ଣ୍ଣ…

ନୁ୍ୟଜିଲାଣ୍ଡକୁ ୫ରନରେ ହରାଇଲା ଅଷ୍ଟ୍ରେଲିଆ

ଧର୍ମଶାଳା, ୨୮ା୧୦: ଚଳିତ ବିଶ୍ୱକପରେଶନିବାର ଏକ ହାଇଭୋଲଟେଜ୍ ମ୍ୟାଚ୍ଦେଖିବାକୁ ମିଳିଛି । ଶେଷ ବଲ୍ ପର୍ଯ୍ୟନ୍ତ ·ଲିଥିବା ଛକାପଞ୍ଝା ମୁକାବିଲାରେ ବାଜି ମାରିଛି ୫ ଥରରବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ । ଆଉ ବିଶ୍ୱରେକର୍ଡ କରିବାରୁ ଅଳ୍ପକେରୁ ବର୍ତ୍ତିଛି ନ୍ୟୁଜିଲାଣ୍ଡ । ଧର୍ମଶାଳାରେ…

ବିଶ୍ୱକପରୁ ବାଦ୍ ପଡିବେ ହାର୍ଦ୍ଦିକ୍ ପାଣ୍ଡ୍ୟା!

ବେଙ୍ଗାଲୁରୁ, ୨୭ା୧୦: ବିଶ୍ୱକପରେହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେଇ ଟିମ୍ ଇଣ୍ଡିଆରମୁସ୍କିଲ୍ ବଢିଲା । ବିଶ୍ୱକପରେପରବର୍ତ୍ତୀ ମ୍ୟାଚ ଗୁଡ଼ିକ ସେ ଖେଳିବେନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ହେଲେ ଇଂଲଣ୍ଡ ବିପକ୍ଷରେ ଲକ୍ଷ୍ନୌଖେଳାଯିବାକୁ ଥିବା ମ୍ୟାଚରେ ହାର୍ଦ୍ଦିକ୍ପାଣ୍ଡ୍ୟା ଖେଳିବେ…

ଧୋନି ମୋ ଆଦର୍ଶ: ଜସ୍ ବଟଲର୍

ମୁମ୍ବାଇ, ୨୬ା୧୦: ଇଂଲଣ୍ଡ କ୍ରିକେଟରଙ୍କ ମୁହଁରେ ଧୋନିଙ୍କ ପ୍ରଂଶସା । ଇଂଲଣ୍ଡ ଦିନିକିଆ କ୍ରିକେଟ୍ଦଳର ଅଧିନାୟକ ଜସ୍ ବଟଲର ପୁଣିଥରେ କ୍ୟାପଟେନ୍ କୁଲ୍ଙ୍କୁ କରିଛନ୍ତିପ୍ରଂଶସା । ଭାରତୀୟ ଦଳର ପୂର୍ବତନଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କନେଇ ଅନେକ କଥା କହିଛନ୍ତିବଟଲର । ସେ କହିଛନ୍ତି ଯେ,…

ପ୍ରଥମଥର ବିଶ୍ୱକପରେ ଭାରତଠାରୁ ହାରିଲା ନୁ୍ୟଜିଲାଣ୍ଡ

ଧର୍ମଶାଳା, ୨୨ା୧୦ :ଧର୍ମଶାଳାରେ ଅନୁଷ୍ଠିତ ଆଇସିସିବିଶ୍ୱକପର ଏକ ମ୍ୟାଚରେନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଦେଇଛି ଭାରତ । ୨୦୦୩ ପରେ ପ୍ରଥମଥର ପାଇଁ ବିଶ୍ୱକପରେଭାରତଠାରୁ ପରାଜୟ ବରଣ କରିଛିନ୍ୟୁଜିଲାଣ୍ଡ । ଏହି ବିଜୟ ସହ ପଏଣ୍ଟଟେବୁଲର ଶୀର୍ଷରେ ପହଞ୍ଚିଯାଇଛିଭାରତ । ବିଜୟ ପାଇଁ…

କିଶୋର ରଥ ଏସୀୟ କ୍ରୀଡା ପାଇଁ ମନୋନୀତ

ପାରଳାଖେମୁଣ୍ଡି,୨୨ା୧୦(ଡିକେ ନୁ୍ୟଜ୍):ଅବକାରୀ ବିଭାଗର ଅବସରପ୍ରାପ୍ତ ସବ୍ଇନିସପେକ୍ଟର କିଶୋର ଚନ୍ଦ୍ର ରଥ ଆଗାମୀଏସୀୟ କ୍ରୀଡ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖରେଫିଲିପାଇନସରେ ହେବାକୁ ଥିବା ଏସୀୟକ୍ରୀଡା ପ୍ରତିଯୋଗିତାରେ ୧ÿ୦୦…

ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ୍ ମୁକାବିଲା

ନୂଆଦିଲ୍ଲୀ, ୨୧ା୧୦: ଚଳିତ ବିଶ୍ୱକପରେରବିବାର ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହେବ ।ବିଗତ ୧୨ ସଂସ୍କରଣରେ ଏହି ଦୁଇ ଦେଶ ୯ ଥର ମୁହାଁମୁହିଁ ହେବାର ସୁଯୋଗ ପାଇଛନ୍ତି ।ସେଥି ମଧ୍ୟରୁ ଭାରତ ମାତ୍ର ୩ ଥର ଜିତିଥିବାବେଳେ ନ୍ୟୁଜିଲାଣ୍ଡ୍ ୫ ଥର ବାଜି ମାରି ନେଇଛି । ଗୋଟିଏ ମ୍ୟାଚ୍ ବାତିଲ…

ବ୍ୟାଟରେ ଓମ୍ ଲେଖି ଚର୍ଚ୍ଚାରେ କେଶବ

ମୁମ୍ବାଇ, ୨୦ା୧୦: ସୋସିଆଲ ମିଡିଆରେ ଭାଇରାଲ ସାଉଥ ଆଫ୍ରିକାକ୍ରିକେଟର । ବିଶେଷକରି ତାଙ୍କର ଭକ୍ତିର ତାରିଫ୍ ଏବେ ପ୍ରତିଟି ମୁହଁରେ ।କିଏ କହୁଛି ସେ ଇଶ୍ୱର ବିଶ୍ୱାସୀ, କିଏ କହୁଛି ଭଗବାନ ପ୍ରେମୀ । ଯାହାରଉଦାହରଣ ଦେଖିବାକୁ ମିଳିଛି ମୈଦାନରେ । କାରଣ ତାଙ୍କ ବ୍ୟାଟରେ"ଓମ୍' ଚିହ୍ନ ବୟାନ…

ଲଙ୍ଗ ଜମ୍ପ୍ ମାରିଲେ ଡିକକ୍: ତଳକୁ ଖସିଲେ କୋହଲି

ନୂଆଦିଲ୍ଲୀ, ୧୮ା୧୦: ଆଇସିସି ଦିନିକିଆରାଙ୍କିଙ୍ଗରେ ଭାରତୀୟ ଅଧିନାୟକ ରୋହିତଶର୍ମା ତାଲିକାର ୬ନମ୍ବରକୁ ଉନ୍ନୀତ ହୋଇଛନ୍ତି ।ବିରାଟ କୋହଲି ଅଷ୍ଟମ ସ୍ଥାନ ଥିବାବେଳେଶୁଭମନ ଗିଲ କ୍ରମାଗତ ଦ୍ୱିତୀୟ ସ୍ଥାନରେଅଛନ୍ତି । ବିଶ୍ୱକପର ତିନୋଟି ମ୍ୟାଚରେ ରୋହିତଶର୍ମା ୧୩୧ ଓ ୮୬ ରନର ଇନିଂସ…