Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ମୁହଁ ଲୁଚାଇ କାନ୍ଦିଲେ ଶୁବମନ ଗିଲ
ଲର୍ଡସ, : ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିବା ପରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ବହୁତ ଖୁସି ଦେଖାଯାଉଥିଲେ । ସମାନ ଉତ୍ସାହ ସହିତ ସେ ପୁଣିଥରେ ଇଂଲଣ୍ଡକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଲର୍ଡସ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ । ତାଙ୍କ ଦଳ ଏଥିରେ ପ୍ରାୟ ସଫଳ ହୋଇଥିଲା,…
ବୁମ୍ରାଙ୍କ ଖେଳିବା ନେଇ ଭାରତ ଦ୍ୱନ୍ଦ୍ୱରେ
ନୂଆଦିଲ୍ଲୀ, : ଓଲ୍ଡ ଟ୍ରାଫୋର୍ଡରେ ଆଦୌ ଟେଷ୍ଟମ୍ୟାଚ୍ ଖେଳିନାହାନ୍ତି ଯଶପ୍ରୀତ ବୁମ୍ରା । ହେଲେ ଏଥର ଭାରତୀୟ ଦଳ ତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ କରୁଛି । ୧-୨ରେ ପଛୁଆ ରହି ଭାରତୀୟ ଦଳ ୪ର୍ଥ ଟେଷ୍ଟ ଖେଳିବା ପାଇଁ ଲଣ୍ଡନରୁ ମାଞ୍ଚେଷ୍ଟର ବାହାରିଛି । ତେବେ ଭାରତୀୟ ଦଳ ଅଦ୍ୟାବଧି…
ସେପ୍ଟେମ୍ବର ୧୦ ରୁ ଏସିଆ କପ୍ କ୍ରିକେଟ୍!
ନୂଆଦିଲ୍ଲୀ, : ଗତ ଏପ୍ରିଲରେ ଜମ୍ମୁ କାଶ୍ମୀରରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ନୀରିହ ଜୀବନ ଯାଇଥିଲା । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିଥିଲା । ଏହା ପରେ ଆସନ୍ତା ଏସିଆ କପ୍ରେ ଖେଳାଯିବାକୁ ନେଇ ଅନିଶ୍ଚିନ୍ତତା ଦେଖିବାକୁ ମିଳିଥିଲା । ବଡ଼ କଥା ହେଉଛି…
ଋଷଭ ପନ୍ତଙ୍କୁ ଦଣ୍ଡିତ କଲା ଆଇସିସ
ନୂଆଦିଲ୍ଲୀ, : ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ହାସଲ କରିଥିବା ଋଷଭ ପନ୍ତଙ୍କୁ ଦଣ୍ଡିତ କରିଛି ଆଇସିସି । ସେ ଅମ୍ପାୟାରଙ୍କ ଗୋଟିଏ ନିଷ୍ପତ୍ତିକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ଆଇସିସି ପକ୍ଷରୁ ଦଣ୍ଡିତ କରାଯାଇଛି । ଲିଡ୍ସରେ ଖେଳା ଯାଉଥିବା…
ନଭେମ୍ବରରେ କ୍ରିକେଟର ରିଙ୍କୁ ସିଂଙ୍କ ବଧୂ ସାଜିବେନି ପ୍ରିୟା ସରୋଜ
ନୂଆଦିଲ୍ଲୀ,: ଭାରତୀୟ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ଏମପି ପ୍ରିୟା ସରୋଜଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଆସିଛି । କୁହାଯାଉଛି ଯେ ବିବାହ ୧୮ ନଭେମ୍ବରରେ ବାରାଣସୀରେ ହେବାର ଥିଲା । କିନ୍ତୁ ଏବେ ଏହି ବିବାହ ଏହି ମାସରେ ହେବ ନାହିଁ । ଇଣ୍ଡିଆନ ପ୍ରିମିୟର…
ହକିରୁ ସନ୍ନ୍ୟାସ ନେଲେ ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଲଳିତ
ନୂଆଦିଲ୍ଲୀ, ୨୩ା୬ : ଭାରତୀୟ ହକି ଦଳର ଷ୍ଟାର ପ୍ଲେୟାର ଲଳିତ ଉପାଧ୍ୟାୟ ଅବସର ଘୋଷଣା କରିଛନ୍ତି । ଦୁଇଥର
ଅଲମ୍ପିକ୍ସ ପଦକ ବିଜେତା ଲଳିତ ରବିବାର ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଇଛନ୍ତି । ବର୍ତ୍ତମାନ ସେ କେବଳ ଘରୋଇ ଓ ଲିଗ୍ ମ୍ୟାଚ ଖେଳିବେ । ଏକ ଦଶକରୁ ଅଧିକ ହକିରେ ଲଳିତଙ୍କର…
ବ୍ରହ୍ମପୁର ହେବ କ୍ରୀଡ଼ା ହବ୍; ଆସିକାରେ ଯୁବ ଶକ୍ତି ସମାବେଶରେ କହିଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର କେବଳ ଭୁବନେଶ୍ଵର ନୁହେଁ ସମ୍ବଲପୁର ଓ ବ୍ରହ୍ମପୁରରେ ହେବ କ୍ରୀଡ଼ା ହବ୍। ଆସିକା ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନରେ କହିଛନ୍ତି। ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଞ୍ଜାମ ଜିଲ୍ଲା ପ୍ରମୁଖ ଭୂମିକା…
ଅକ୍ଟୋବର ୫ରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ
ନୂଆଦିଲ୍ଲୀ, : ମହିଳା ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଚୀର ପ୍ରତିଦ୍ୱ-ନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରୁଛନ୍ତି । ଭାରତୀୟ ମହିଳା ଦଳ ବିଶ୍ୱକପରେ ପାକିସ୍ତାନକୁ ଅକ୍ଟୋବର ୫ରେ ଭେଟିବ । ଏହି…
ଅନ୍ତର୍ଜାତୀୟ କ୍ରିକେଟରୁ ନିକୋଲସ ପୂରନଙ୍କ ଅବସର
ନୂଆଦିଲ୍ଲୀ, : ଟି-୨୦ କ୍ରିକେଟରେ ଅନ୍ୟତମ ବିସ୍ଫୋରକ ବ୍ୟାଟର ତଥା ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ନିକୋଲସ ପୂରନ ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି । ମାତ୍ର ୨୯ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଏହାର ଅର୍ଥ ୱେଷ୍ଟଇଣ୍ଡିଜ ପାଇଁ ପୂରନଙ୍କୁ…
ଆଇସିସି ହଲ୍ ଅଫ୍ ଫେମରେ ମହେନ୍ଦ୍ର ସିଂହ ଧୋନୀ
ନୂଆଦିଲ୍ଲୀ, ୧୦ା୬: କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଇସିସି ହଲ୍ ଅଫ୍ ଫେମରେ ସାମିଲ କରିଛି । ମହେନ୍ଦ୍ର ସିଂହ ଧୋନୀ ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହେବାରେ ୧୧ତମ ଭାରତୀୟ କ୍ରିକେଟର ।…