Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ଜୁନ୍ ୯ରୁ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର: ଜୁନ ୯ରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଟର କଣ୍ଟିନେଣ୍ଟାଲ କପ୍-୨୦୨୩ । ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ଫୁଟବଲ ଟିମ୍ କୋଚ୍ ଡ. ସଜି ପ୍ରଭାକରନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି କ୍ୟାପଟେନ ସୁନିଲ ଛେତ୍ରୀ ।…
୫ଥର ପାଇଁ ଟାଇଟଲ୍ ହାତେଇଲେ ଚେନ୍ନାଇ
ଅହମ୍ମଦାବାଦ: ଆଇପିଏଲ୍ ୨୦୨୩ ଟାଇଟଲ ଜିତିଲା ଧୋନୀ ବାହିନୀ। ବର୍ଷା ଓ ଗୁଜରାଟକୁ ମାତ୍ ଦେଇ ଚାମ୍ପିଅନର ଖିତାବ୍ ଜିତିଲା ଚେନ୍ନାଇ ସୁପରକିଙ୍ଗସ। ଗତକାଲି ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି…
ଆଜି IPLର ଗ୍ରାଣ୍ଡ ଫିନାଲେ
ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜରାଟ ଟାଇଟନ୍ସ । କିଏ ରଚିବ ଇତିହାସ । କିଏ ହେବ IPL ସିଜିନ୍-୧୬ର ଚାମ୍ପିଅନ୍ । ଆଇପିଏଲ ଟ୍ରଫି ପାଇଁ ଆଜି ହେବ ମହାଲଢ଼େଇ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ମଞ୍ଚ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମହାମୁକାବିଲା । ୪ ଥରର…
ଆଜି ଇଡେନ ଗାର୍ଡେନରେ କୋଲକାତାକୁ ଭେଟିବ ବାଙ୍ଗାଲୋର
କୋଲକାତା: ଆଜି ଆଇପିଏଲର ନବମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ । ଘରୋଇ ସମର୍ଥକଙ୍କ ଗହଣରେ ପ୍ରଥମ ବିଜୟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ କେକେଆର ।
ଚଳିତ ଆଇପିଏଲରେ…
ରାଜସ୍ଥାନକୁ ଭେଟିବ ପଞ୍ଜାବ, ନର୍ଥ ଇଷ୍ଟରେ ଖେଳାଯିବ ପ୍ରଥମ ମ୍ୟାଚ୍
ଗୌହାଟୀ: ଆଜି ଆଇପିଏଲର ଅଷ୍ଟମ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ ଆଜି ଗୌହାଟୀସ୍ଥିତ ବର୍ଷାପଡ଼ା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ ଜିତିଛନ୍ତି । ଆଜିର ମ୍ୟାଚରେ ଉଭୟ ଦଳରେ ବହୁ ଦମଦାର…
ଆଜିଠୁ ଆଇପିଏଲ ମହାସମର : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ- ଚେନ୍ନାଇ
ଅହମ୍ମଦାବାଦ : ଆଜିଠାରୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟ । ସ୍ଲାମବାଙ୍ଗ୍ କ୍ରିକେଟର ସବୁଠାରୁ ଗ୍ଲାମରସ୍ ଇଭେଂଟ୍ ଆଇପିଏଲର ୧୬ ତମ ସଂସ୍କରଣ । ୧୦ଟି ଟିମ ଭିତରେ ଲାଗିବ ଟକ୍କର । ଦେଶର ୧୨ଟି ଷ୍ଟାଡିୟମରେ ୫୨ ଦିନ ପର୍ଯ୍ୟନ୍ତ ୭୦ ଲିଗ ସହିତ ମୋଟ ୭୪ଟି ମ୍ୟାଚ ହେବ । ୧୮ଟି ଡବଲ ହେଡର ଅର୍ଥାତ…
ୱିମେନ୍ସ ପ୍ରିମିୟର ଲିଗ୍ ଫାଇନାଲ୍: ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଚମ୍ପିଆନ୍
ମୁମ୍ବାଇ: ୱିମେନ୍ସ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ସଂସ୍କରଣର ପ୍ରଥମ ଟାଇଟଲ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଇତିହାସ ରଚିଛି । ଭାରତୀୟ ଟିମର ଅଧିନାୟକ ହରମନପ୍ରୀତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଡବ୍ଲୁପିଏଲର ପ୍ରଥମ ଟ୍ରଫି ନିଜ…
କିଏ ଜିତିବ WPLର ପ୍ରଥମ ଟାଇଟଲ, ଆଜି ବ୍ରାବର୍ଣ୍ଣ ଷ୍ଟାଡିୟମରେ ଦିଲ୍ଲୀ ଓ ମୁମ୍ବାଇ ଟକ୍କର
ମୁମ୍ବାଇ: କିଏ ଜିତିବ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ଆଜି WPL ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ । ଆଜି ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ସନ୍ଧ୍ୟା ସାଢେ ୭ଟାରେ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।…
ଭଲ ଫସଲ ପାଇଁ ଧରଣୀ ପୂଜା: ଆଦିବାସୀଙ୍କ ନିଆରା ପର୍ବ ‘ବିହନ ଯାତ୍ରା’
କୋକସରା: ଆଦିବାସୀ ସମ୍ପ୍ରଦାୟଙ୍କ ଭିନ୍ନ ଏକ ପରମ୍ପରା ବିହନ ଯାତ୍ରା । ଏଥିରେ ମାଆ ଧରଣୀଙ୍କ କରାଯାଇଥାଏ ପୂଜା । ପ୍ରକୃତିରାଣୀଙ୍କୁ ପୂଜାର୍ଚ୍ଚନା କରି ଭଲ ଫସଲ ଅମଳ ପାଇଁ ଆଦିବାସୀ ସମ୍ପ୍ରଦାୟର ଲୋକେ କରୁଛନ୍ତି ଗୁହାରୀ । ବଳି ଦେବା ସହ ଚାଷ ଆରମ୍ଭ ପୂର୍ବରୁ ଧାନକୁ ଧରଣୀ ରାଣୀଙ୍କ…
ଏସିଆ କପ୍ : ଗୋଟିଏ ଗ୍ରୁପ୍ରେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ : ଚଳିତ ବର୍ଷର ଏସିଆ କପ୍ ଦୁଇଟି ସ୍ଥାନରେ ଆୟୋଜନ ହେବ । ପାକିସ୍ତାନରେ ଅଧିକାଂଶ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଭାରତର ମ୍ୟାଚ୍ଗୁଡ଼ିକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ନିରପେକ୍ଷ ସ୍ଥାନରେ ଭାରତ ଓ ପାକିସ୍ତାନର ଦୁଇଟି ମ୍ୟାଚ୍ ସହିତ ମୋଟ୍ ୫ ମ୍ୟାଚ୍ ଆୟୋଜନ ହେବ ।…