Browsing Category

କ୍ରୀଡା

ଅକ୍ଟୋବର ୫ରୁ ଦିନିକିଆ ବିଶ୍ୱକପ୍‌ କ୍ରିକେଟ୍‌

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ଏନେଇ ଚୂଡ଼ାନ୍ତ ନିଷ୍ପଞ୍ଚି ନିଆଯାଇନଥିଲେ ମଧ୍ୟ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଅ ।ଇ) ୧୨ ଭେନ୍ୟୁର କାଣ୍ଟଛାଣ୍ଟ ତାଲିକା ପ୍ରକାଶ କରିଛି ।…

ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ

ଚେନ୍ନାଇ: ଆଜି ଭାରତ- ଅଷ୍ଟ୍ରେଲିଆ ଶେଷ ଦିନିକିଆ । ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି । ୩ ଟିକିଆ ସିରିଜ ୧-୧ରେ ବରାବର ରହିଥିବାବେଳେ ଆଜି ମ୍ୟାଚ ଜିତି ଉଭୟ ଦଳ ସିରିଜ ବିଜୟ ଲାଭ କରିବାକୁ ଚେଷ୍ଟା କରିବେ । ଆଜି ଶେଷ ଦିନିକି   ଚେନ୍ନାଇରେ ଦିନ ସାଢେ ଗୋଟାଏରେ ଖେଳାଯିବ । ଏହି ତିନି…

ରୋହିତ-ଦ୍ରାବିଡଙ୍କୁ ଦିନେଶ କାର୍ତ୍ତିକଙ୍କ ଉପଦେଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଦିନିକିଅ । ଅନ୍ତର୍ଜାତୀୟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଏ ପର୍ଯ୍ୟନ୍ତ ତାଙ୍କୁ ୨୨ ଦିନିକିଆ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲେ ହେଁ ତାଙ୍କର ଖରାପ ଫର୍ମ ଦଳ ପାଇଁ ବର୍ତ୍ତମାନ ମୁଣ୍ଡ ବିନ୍ଧାର…

ଜୁଲାଇରୁ ଆରମ୍ଭ ହେବ ମେଜର ଲିଗ୍‌ କ୍ରିକେଟ୍‌

ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହେବ କିକ୍ରେଟ୍‌ । ଜୁଲାଇରେ ମେଜର ଲିଗ୍‌ କ୍ରିକେଟରନ ପ୍ରଥମ ସିଜିନ ୨୦୨୩ରେ ଖେଳାଯିବ । ପ୍ରଥମ ସିଜିନ ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୬ଟି ଟିମ୍‌ ଭାଗ ନେବେ । ଏଥିମଧ୍ୟରୁ ୪ଟି ଟିମ୍‌ ଆଇପିଏଲ ଫ୍ରାଞ୍ଚାଇଜର ରହିବ । ଲିଗର ଆରମ୍ଭ ୨୦୨୩ରେ ହେବ । ଆଇପିଏଲ୍‌…

ସୁସ୍ଥ ହୋଇନାହାନ୍ତି ଶ୍ରେୟସ ଆୟର, କିଏ ହେବ କୋଲକାତା ଟିମର ଅଧିନାୟକ?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଅହମଦାବାଦ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଖେଳ ସମୟରେ ପିଠିରେ ଯନ୍ତ୍ରଣା ଯୋଗୁଁ ମ୍ୟାଚରୁ ବାଦ୍‌ ପଡିଥିଲେ । ଏହା ପରେ ସେ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ । ତେବେ ଅ ।ଗାମୀ ଆଇପିଏଲ୍‌ ସିଜନ ପାଇଁ ଶ୍ରେୟସ ଫିଟ୍‌ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ…

ଇତିହାସ ରଚିଲେ ଭାରତୀୟ ଟେନିସ୍‌ ଷ୍ଟାର ରୋହନ ବୋପନ୍ନା

ନୂଅ।ଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପନ୍ନା ବିଏମପି ପରିବାସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ନିଜ ଅଷ୍ଟ୍ରେଲିଅ। ସହଯୋଗୀଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟଲ୍‌ ବିଜୟୀ ହୋଇଛନ୍ତି । ଏହାସହ ଏଟିପି ମାଷ୍ଟର୍ସ ୧୦୦୦ ଟୁର୍ଣ୍ଣାମେଣ୍ଟ ବିଜୟୀ ହେବାରେ ସବୁଠୁ ବୟସ୍କ ଖେଳାଳି…

ଦ୍ୱିତୀୟ ଦିନିକିଆରେ ଭାରତ ହାରିଲା : ୧୧ ଓଭରରେ ଖେଳ ଖତମ

ବିଶାଖାପାଟଣାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୧୧ ଓଭର ମଧ୍ୟରେ ହିଁ ଏହି ମ୍ୟାଚ୍‌କୁ ୧୦ ୱିକେଟ୍‌ରେ ହରାଇ ଦେଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୧୧୭ ରନ୍‌ ସଂଗ୍ରହ କରିଥିଲା, ଯାହାର ଜବାବରେ ଅଷ୍ଟ୍ରେଲିଆ ଏହି…

ରିଷଭଙ୍କ ଅନୁପସ୍ଥିତି: ଦିଲ୍ଲୀ ଫ୍ୟାନ୍ସ ନିରାଶ

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଘଟଣାରେ ଆହତ ହେବା ପରେ ଆଇପିଏଲରୁ ବାଦ୍‌ ପଡିସାରିଛନ୍ତି ରିଷଭ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍‌ ଥିବା ଏହି ଖେଳାଳି, ଏଥର ଆଇପିଏଲରୁ ବାଦ୍‌ ପଡିବା ଦିଲ୍ଲୀ ଫ୍ୟାନ୍ସକୁ ନିରାଶ କରିଛି । ତେବେ ଏହାରି ଭିତରେ ଆଗାମୀ ଆଇପିଏଲ୍‌ ସିଜିନ୍‌ ପାଇଁ ନୂଆ…

ପଣ୍ଟିଂଙ୍କ କୀର୍ତ୍ତିମାନ ଭାଙ୍ଗିବେ କୋହଲି !

ମୁମ୍ବ।ଇ : ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିଛି ଘରୋଇ ଭାରତ । ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ କୀର୍ତ୍ତିମାନ ଦ୍ୱାରରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ବିରାଟ କୋହଲି । ଆଉ ୫୯ ରନ୍‌ କଲେ ଘରୋଇ ମାଟିରେ ସର୍ବାଧିକ…

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର-୨୦୨୨ ଓଡ଼ିଶାର ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନ

ନୂଆଦିଲ୍ଲୀ/ଭୁବନେଶ୍ୱର : କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ପ୍ରଥମେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମାଇଲଷ୍ଟୋନ…