Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ଡେଭିଡ୍ ୱାର୍ଣ୍ଣର ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ, ଅକ୍ଷର ପଟେଲ ଉପ-ଅଧିନାୟକ
ମୁମ୍ବାଇ : ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ନୂତନ ଅଧିନାୟକ । ରିଷଭ ପନ୍ଥଙ୍କ ଅନୁପସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଦଳର ବରିଷ୍ଠ ଖେଳାଳି ଡେଭିଡ ୱାର୍ଣ୍ଣରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହାସହିତ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ…
ଦୁଃଖ ଶୁଣିଲେ ୫-ଟି ସଚିବ, ଦିବ୍ୟାଙ୍ଗ କ୍ରିକେଟର୍ ଝିଲ୍ଲୀଙ୍କୁ ମିଳିଲା ୩୦ ହଜାର ଟଙ୍କା: ମିଳିବ ପାସପୋଟ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଦିବ୍ୟାଙ୍ଗ ମହିଳା କ୍ରିକେଟଙ୍ର୍କ ଦୁଃଖ ବୁଝିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ତୁରନ୍ତ ପ୍ରଦାନ କରାଗଲା ସହାୟତା । ଦିବ୍ୟାଙ୍ଗ ମହିଳା କ୍ରିକେଟର୍ ଝିଲ୍ଲୀ ବିରୁଆଙ୍କୁ ନେପାଳଠାରେ ହେବାକୁ ଥିବା ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍ କାଉନସିିଲ୍…
ବଦଳିଲେ ଅଷ୍ଟ୍ରେଲିଆ ଟିମ୍ ଅଧିନାୟକ
ନୂଆଦିଲ୍ଲୀ : ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଭାରତ ଜିତିବା ପରେ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ଦଳ । ୧୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ୟାଟ୍ କମିନ୍ସଙ୍କ ମା'ଙ୍କ ଦେହାନ୍ତ ଯୋଗୁଁ ସେ ଦିନିକିଆ ସିରିଜରୁ ମଧ୍ୟ ବାଦ୍ ପଡିଛନ୍ତି । ଆଉ…
ଆଇସିସି ଟେଷ୍ଟ ରାଙ୍କିଙ୍ଗ, ଅଷ୍ଟମ ସ୍ଥାନରେ ବିରାଟ କୋହଲ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ୱାରା ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ବେଶ ଉପକୃତ ହୋଇଛନ୍ତି । କେବେ ଶୀର୍ଷରେ ରହୁଥିବା ଏବଂ ଟପ୍-୩ରେ ରାଜ କରୁଥିବା କୋହଲି ଖରାପ ଫର୍ମ ଯୋଗୁଁ ସମୟକ୍ରମେ ଟପ୍-୨୦ରୁ ବାଦ୍ ପଡିଥିଲେ । ଟେଷ୍ଟ କ୍ରିକେଟରେ ସେ…
ମହିଳା ଆଇପିଏଲ: ୬ ୱିକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ : ମହିଳା ପ୍ରିମିୟର ଲିଗରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଲଗାତାର ପରାଜୟ । ସ୍ମୃତି ମନ୍ଧନାଙ୍କ ନେତୃ•ତ୍ୱାଧୀନ ଦଳ କ୍ରମାନ୍ୱୟରେ ପଞ୍ଚମ ମ୍ୟାଚ୍ ପରାସ୍ତ ହୋଇଛି । ଅନୁଷ୍ଠିତ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ୬ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜିତ ହୋଇଛି ।…
ଇତିହାସ ରଚିଲା ଭାରତୀୟ ଦଳ
ଅହମ୍ମଦାବାଦ : ଭାରତୀୟ ଦଳ ପ୍ରଥମ ଥର ଟେଷ୍ଟ କ୍ରିକେଟରେ ବଡ ଉପଲବ୍ଧି ହାସଲ କରିଛି । ଏ ପର୍ଯ୍ୟନ୍ତ ଯେଉଁ କାରନାମା ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ କରିଥିଲେ, ସେହି ରେକର୍ଡ ଏବେ ଭାରତୀୟ କ୍ରିକେଟ୍ ଦଳ ନିଜ ନାମରେ କରିଛି । ଭାରତୀୟ ଦଳ ଗୋଟିଏ ଟେଷ୍ଟ ଇନିଂସରେ ପ୍ରଥମ ଥର ପ୍ରଥମ ୱିକେଟରୁ…
ତିନି ବର୍ଷର ଅପେକ୍ଷା ଶେଷ, ଅହମ୍ମଦାବାଦ୍ ଟେଷ୍ଟରେ ଶତକ ମାରିଲେ ବିରାଟ କୋହଲି
ତିନି ବର୍ଷର ଅପେକ୍ଷା ଶେଷ, ଅହମ୍ମଦାବାଦ୍ ଟେଷ୍ଟରେ ଶତକ ମାରିଲେ ବିରାଟ କୋହଲି
୧୭,୦୦୦ ଆନ୍ତର୍ଜାତିକ ରନ୍ ପୂରଣ କଲେ ରୋହିତ ଶର୍ମା
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍ ଖେଳରେ ୧୭,୦୦୦ ରନ୍ ପୂରଣ କରି ନୂତନ କୃôବିତ୍ୱର ଅଧିକାରୀ ହୋଇଛନ୍ତି । ଆଜି ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ·ଲିଥିବା ୪ର୍ଥ ବଡର୍ର୍ଗାଭାସ୍କର୍…
ଏଫ୍ଆଇଏଚ୍ ପ୍ରୋ ଲିଗ୍ ୩-୨ରେ ଜର୍ମାନୀକୁ ହରାଇଲା ଭାରତ
ରାଉରକେଲା : ବିଶ୍ୱ ଚମ୍ପିୟନ ଜର୍ମାନୀକୁ ହରାଇ ହକି ପ୍ରୋ ଲିଗରେ ନିଜ ଯାତ୍ରା ଆରମ୍ଭ କରିଛି ଭାରତ । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ପ୍ରୋ ଲିଗର ପ୍ରଥମ ମ୍ୟାଚ୍ ଆୟୋଜକ ଭାରତ ଏବଂ ବିଶ୍ୱ ଚମ୍ପିୟନ ଜର୍ମାନୀ ମଧ୍ୟରେ ଖେଳାଯାଇଥିଲା । ନୂଆ କୋଚ୍ କ୍ରିଗ୍ ଫୁଲଟନ ଏବଂ…
ପ୍ରଥମଥର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ ଜୋ ରୁଟ୍
ମୁମ୍ବାଇ : ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଚଳିତ ଥର ସିଜିନରେ ନଜର ଆସିବେ ଜଣେ ଏପରି ଖେଳାଳି, ଯିଏକି ବିଗତ ୧୫ ବର୍ଷ ହେଲାଣି ଖେଳି ନାହାନ୍ତି ଆଇପିଏଲ୍ । ଯଦି ଏପରି ହୁଏ ତେବେ ଏହି ଖେଳାଳି ଆଇପିଏଲ ୨୦୨୩ର ଏହି ଟୁର୍ଣ୍ଣାମେଣ୍ଟରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବେ ।…