Browsing Category

କ୍ରୀଡା

ଖେଲୋ ଇଣ୍ଡିଆ ‘ଦଶ୍‌ କା ଦମ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀର ଜେଏଲ୍‌ଏନ୍‌ ଷ୍ଟାଡିୟମରେ ଏକ ମେଗା ଉଦଘାଟନୀ ସମାରୋହରେ ଖେଲୋ ଇଣ୍ଡିଆ ଦଶ୍‌ କା ଦମ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଉତ୍ସବର ଏକ ଅଂଶ…

କ୍ରୀଡ଼ା ବିକାଶରେ ନୂଆ ଅଧ୍ୟାୟ, ସୁନ୍ଦରଗଡ଼ବାସୀଙ୍କୁ ୯୬୪ କୋଟିର ପ୍ରକଳ୍ପ ଭେଟ

ରାଉରକେଲା : ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍‌ ସମେତ…

ଆଇସିସି ଟେଷ୍ଟ ରାଙ୍କିଙ୍ଗ ୬ ପଏଣ୍ଟ ହରାଇ ବି ଅଶ୍ୱିନ ନଂ-୧ ଟେଷ୍ଟ ବୋଲର

ନୂଆଦିଲ୍ଲୀ : ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ୬ ରେଟିଂ ପଏଣ୍ଟ ହରାଇଛନ୍ତି । ତଥାପି ସେ ଇଂଲିଶ ଟିମର ଜେମ୍ସ ଆଣ୍ଡରସନଙ୍କ ସହ ଯୁଗ୍ମ ଭାବେ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି । ଉଭୟଙ୍କ ପଏଣ୍ଟ ସଂଖ୍ୟା ୮୫୯ ରହିଛି ।…

ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମ୍‌ର ମାନ୍ୟତା ପାଇଛି ବିର୍ସା ମୁଣ୍ଡା ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ ଗିନିଜ୍‌ ରେକର୍ଡ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଯିବେ । ଅପରାହ୍ନ ୫ଟା ୨୦ରେ ମୁଖ୍ୟମନ୍ତ୍ରୀ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ ୫ଟା ୩୦ ମିନିଟରେ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହାସହ ଷ୍ଟାଡିୟମ ପରିସରରେ ନିର୍ମିତ ମଲଟି ଲେବୁଲ କାର୍‌…

ଇନ୍‌ଷ୍ଟାଗ୍ରାମରେ ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ନୂଆ ରେକର୍ଡ କରିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ନିୟୁତ ପାର କରିଛି । ସେ ବିଶ୍ୱର ଯୁବ କ୍ରିକେଟର ଭାବେ ଏପରି କୀର୍ତ୍ତିମାନ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ଏହାର ଅର୍ଥ…

ଭାରତୀୟ ପୁରୁଷ ହକି ଟିମ୍‌, କ୍ରେଗ୍‌ ଫୁଲଟନ୍‌ ନୂଆ କୋଚ୍‌

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଟିମ ପାଇଁ ନୂଆ କୋଚଙ୍କ ନାଁ ଘୋଷଣା କରିଛି ହକି ଇଣ୍ଡିଆ । ଶୁକ୍ରବାର ଦକ୍ଷିଣ ଆଫ୍ରିକାର କ୍ରେଗ ଫୁଲଟନଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତି ଦିଆଯାଇଥିବା ହକି ଇଣ୍ଡିଆ କହିଛି । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧୦ରୁ ଭାରତ ଏଫଆଇଏଚ ହକି ପ୍ରୋ ଲିଗରେ ଭାଗ ନେବ । ଏହା…

ଆର ଅଶ୍ୱିନ୍‌ ନମ୍ବର ୱାନ୍‌ ବୋଲର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଦ୍ୱାରା ବୁଧବାର ସଦ୍ୟତମ ଟେଷ୍ଟ ରାଙ୍କିଙ୍ଗ ଜାରି କରାଯାଇଛି । ବୋଲିଂ ମାନ୍ୟତାରେ ପୁଣି ଥରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ । ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ…

ଏଣିକି ୧୦ ଟଙ୍କା ଦେଇ ବୁଲନ୍ତୁ ମ୍ୟୁଜିଅମ, ଛାତ୍ରଛାତ୍ରୀ-କାରିଗର ଓ ବୁଣାକାରଙ୍କ ପାଇଁ ମାଗଣା

ଭୁବନେଶ୍ବର: ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ,…

ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୦୯ରେ ଅଲ ଆଉଟ୍‌

ପୂର୍ବ ୨ଟି ଟେଷ୍ଟରେ କଙ୍ଗାରୁ ଦଳ ଅଷ୍ଟ୍ରେଲିଆକୁ ନାକରେ ପାଣି ପିଆଇଥିବା ଟିମ ଇଣ୍ଡିଆ ଆଜି ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଦୁର୍ବଳ ପ୍ରଦର୍ଶନ କରିଛି। ମ୍ୟାଚ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆର ଯାଦୁକରୀ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍‌ମ୍ୟାନ୍‌ ମାନେ…

ତୃତୀୟ ଟେଷ୍ଟ ବିରାଟଙ୍କ ପାଇଁ ସ୍ପେଶାଲ, କ୍ୟାଚ ଧରି ତ୍ରିଶତକ ମାରିବେ କିଙ୍ଗ କୋହଲି

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ରହିଥିବା ବେଳେ ଏଥିରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଆଉ ମାତ୍ର ଗୋଟିଏ କ୍ୟାଚ୍‌ ଧରିଲେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡଙ୍କ…