Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ଇତିହାସ ରଚିଲେ ସୂର୍ଯ୍ୟକୁମାର ଯାଦବ
ମୁମ୍ବାଇ, : ଆଇପିଏଲ ୨୦୨୫ର ୫୬ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହୋଇଛି । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କ ପୂର୍ବରୁ, ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି ମୁମ୍ବାଇ ପାଇଁ ଏହା କରିପାରି ନଥିଲେ । ସୂର୍ଯ୍ୟକୁମାର…
ପିଲାଦିନେ “ମୁଁ ସଚିନ ତେନ୍ଦୁଲକର ହେବି’ ବୋଲି କହୁଥିଲେ କୋହଲ
ନୂଆଦିଲ୍ଲୀ, : ପିଲାଟି ଦିନରୁ ସଚିନ ତେନ୍ଦୁଲକରଙ୍କ ପରି କ୍ରିକେଟର୍ ହେବାକୁ ·ହୁଁଥିଲେ ଷ୍ଟାର ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଏନେଇ ତାଙ୍କ ସ୍କୁଲ୍ ଶିକ୍ଷୟିତ୍ରୀ ବିଭା ସଚଦେବ ସ୍ପଷ୍ଟ କରିଛନ୍ତି । ବିରାଟଙ୍କର ପିଲାଦିନରୁ ଭାରତର ପରବର୍ତ୍ତୀ ସଚିନ ତେନ୍ଦୁଲକର ହେବାର ଆକାଂକ୍ଷା…
ଦୁଷ୍କର୍ମ ମାମଲାରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଗିରଫ
ଫନୂଆଦିଲ୍ଲୀ, : ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ୍ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତାସନି ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି । ଏହି ପୂର୍ବତନ ଆଇପିଏଲ କ୍ରିକେଟରଙ୍କ ଉପରେ ତାଙ୍କର ଜଣେ ବନ୍ଧୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ…
ମହମ୍ମଦ ଶାମିଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ ଦିଆଯାଇଛି । ୧ କୋଟି ଟଙ୍କା ନ ଦେବାରୁ ଶାମିଙ୍କୁ ଏହି ଧମକ ମିଳିଛି । ଏହି ଭାରତୀୟ କ୍ରିକେଟରଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ଏହା ଜଣାପଡ଼ିବା ମାତ୍ରେ, ଅମରୋହା କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି…
ପାକିସ୍ତାନୀ କ୍ରିକେଟର ଜୁନୈଦ ଖାନ ଦେଲେ ଉତ୍ତେଜନାପୂର୍ଣ୍ଣ ବୟାନ
ନୂଆଦିଲ୍ଲୀ, : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ପାକିସ୍ତାନୀ କ୍ରିକେଟରମାନେ ଲଜ୍ଜାଜନକ ବୟାନ ଦେଇ ଆସୁଛନ୍ତି । ଶାହିଦ ଆଫ୍ରିଦି ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତୀୟ ସେନାକୁ ଦାୟୀ କରିଥିଲେ । ତଥାପି, ଏବେ ଆଉ ଜଣେ ପାକିସ୍ତାନୀ କ୍ରିକେଟର ଆଉ ଗୋଟିଏ ପାଦ ଆଗକୁ ଯାଇ ଏକ…
ପୁଣି ପିଏସ୍ଏଲ ଛାଡ଼ି ଆଇପିଏଲରେ ଯୋଗଦେଲେ ଖେଳାଳ
ନୂଆଦିଲ୍ଲୀ, : ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଦଳକୁ ବଡ଼ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ତେବେ ଏହି ସ୍ଥାନ ପୂରଣ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନେଇଛି ଏକ ବଡ଼ ନିଷ୍ପତ୍ତି । ଦଳ…
ଚେନ୍ନାଇର ନବମ ପରାଜୟ: ପ୍ଲେ ଅଫରେ ଆରସିବ
ବେଙ୍ଗାଲୁରୁ, : ନାଟକୀୟ ତଥା ଶେଷ ବଲ୍ ପର୍ଯ୍ୟନ୍ତ ଉତ୍କଣ୍ଠା ଭରି ରହିଥିବା ଆଇପିଏଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସକୁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୨ ରନରେ ପରାସ୍ତ କରିଛି । ତା\'ସହିତ ଏକାଦଶ ମ୍ୟାଚରୁ ଅଷ୍ଟମ ବିଜୟ ପାଇ ପ୍ଲେ ଅଫରେ ସ୍ଥାନ ପକ୍କା କରି ନେଇଛି ।…
ପାକିସ୍ତାନ ସହ ଆଉ ଖେଳିବନି ଭାରତ, ଆଇସିସିକୁ ବିସିସିଆଇର ଚିଠ
ନୂଆଦିଲ୍ଲୀ, : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ ସହିତ ଏବେ କୌଣସି ମ୍ୟାଚ ଖେଳିବ ନାହିଁ । ଦୁଇ ଦଳ କେବେଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟିଥାନ୍ତି । ପାକ୍ ସହ ଭାରତ କୌଣସି ଦ୍ୱିପାକ୍ଷିକ ସିରଜ ଖେଳେ ନାହିଁ । ପହଲଗାମ ଆତଙ୍କୀ ଆକ୍ରମଣ…
ୱିସଡେନ୍ ପୁରସ୍କାର, ବୁମରା-ମନ୍ଧନା ବିଶ୍ୱରେ ଶ୍ରେଷ୍ଠ ଖେଳାଳ
ନୂଆଦିଲ୍ଲୀ,: କ୍ରିକେଟର ବାଇବେଲ ଭାବେ ପରିଚିତ "ୱିସଡେନ୍ କ୍ରିକେଟର୍ସ ଆଲମ୍ନାକ' ପତ୍ରିକାର ୨୦୨୪ ସଂସ୍କରଣ ପ୍ରକାଶିତ ହୋଇଛି । ପୁରୁଷରେ ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଏବଂ ମହିଳାରେ ଓପନିଂ ବ୍ୟାଟର ସ୍ମୃତି ମନ୍ଧନା ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।…
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଇପିଏଲରେ ପରିବର୍ତ୍ତନ
ନୂଆଦିଲ୍ଲୀ, : ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ଆଇପିଏଲରେ
ଦୁଇଟି ଜିନିଷରେ ବ୍ୟାନ ଲଗାଇବା ସହିତ ୪ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନେଇଥିବା ପଦକ୍ଷେପ ବୁଧବାର ହେବାକୁଥିବା ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିବ ।…