Browsing Category

କ୍ରୀଡା

ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନ

ମୁମ୍ବାଇ,: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି । ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ ଖରାପ । ଦଳଟି ପଏଣ୍ଟ ଟେବୁଲର ସବୁଠାରୁ ତଳେ ଅଛି । ଏପର୍ଯ୍ୟନ୍ତ ୮ଟି ମ୍ୟାଚ ମଧ୍ୟରୁ ଚେନ୍ନାଇ ସୁପର କିଙ୍ଗ୍ସ କେବଳ ଦୁଇଟି ମ୍ୟାଚ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ ଯାତ୍ରାର ୧୦ ବଷ

ନୂଆଦିଲ୍ଲୀ,: ଦିନେ ଅନସୋଲ୍ଡ ଥିଲେ । ଆଜି ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ଏମିତି କି ତାଙ୍କ ଅଧିନାୟକର ଆଇପିଏଲ ଟିମ୍ ଗୁଜରାଟ ଟାଇଟାନ୍ସ ପ୍ରଥମ ଟ୍ରଫି ବି ଜିତିଛି । ସେ ହେଉଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଆଇପିଏଲ…

କାଶଭୀଙ୍କୁ ହାର୍ଦ୍ଦିକଙ୍କ ବ୍ୟାଟ୍ ଉପହାର

ନୂଆଦିଲ୍ଲୀ, : କିଛି ମାସ ତଳେ ଭାରତୀୟ ମହିଳା କ୍ରିକେଟର୍ କାଶଭୀ ଗୌତମଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂରଣ କରିଛନ୍ତି । ମହିଳା ପ୍ରିମିୟର୍‌ ଲିଗ୍ ବେଳେ ହାର୍ଦ୍ଦିକଙ୍କୁ ଗୁଜରାଟ ଜାଏଣ୍ଟସରୁ ଖେଳୁଥିବା ୨୧ ବର୍ଷୀୟା କାଶଭୀ ଭେଟିଥିଲେ…

ଜାତୀୟ ୧୯ ବର୍ଷରୁ କମ ଯୁକ୍ତ ଦୁଇ ଫୁଟବଲ ପ୍ରତିଯୋଗିତାରେ ସରସ୍ବତୀ ବିଦ୍ୟାମନ୍ଦିର, ଦାମନଯୋଡ଼ିର ଦୁଇ ଜଣ ଛାତ୍ର

କୋରାପୁଟ : ସ୍କୁଲ ଗେମସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ୬୮ତମ ଜାତୀୟ ଫୁଟବଲ ପ୍ରତିଯୋଗିତା ମଣିପୁରର ଇମ୍ଫାଲ ଠାରେ ଚଳିତ ମାସ ୧୫ରୁ ୨୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶାଙ୍କ ଦ୍ୱାରା ଚୟନ ହୋଇ ୧୮ଜଣ ପ୍ରତିଯୋଗି…

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, : ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ କରିପାରେ । ଦିନିକିଆ ଫର୍ମାଟରେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ହେଲା ଦୁଇ ନୂଆ ବଲ ବ୍ୟବହାର କରାଯାଉଛି ।…

ପୁଣି ଥରେ ଅଧିନାୟକ ହେବା ପରେ ଧୋନିଙ୍କ ପ୍ରଥମ ପ୍ରତିକ୍ରିୟା

ଚେନ୍ନାଇ, : ପାଞ୍ଚଟି ମ୍ୟାଚରୁ ମାତ୍ର ଗୋଟିକରେ ବିଜୟୀ ହୋଇ ନବମ ସ୍ଥାନରେ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ଗୁରୁବାର ଆଉ ଏକ ଶକ୍ତ ଝଟ୍କା ଲାଗିଥିଲା । କହୁଣୀ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିବା ପରେ ନିୟମିତ ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ଚଳିତ ଆଇପିଏଲର ଅବଶିଷ୍ଟ…

ଅଧିନାୟକ ଭାବେ ସେହୱାଗଙ୍କୁ ପଛରେ ପକାଇଲେ ଅକ୍ଷର

ନୂଆଦିଲ୍ଲୀ,: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ଏକ ନୂଆ ରେକର୍ଡ କରିଛନ୍ତି । ଆଇପିଏଲ ଇତିହାସରେ ପଟେଲ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଅଧିନାୟକ ହୋଇଛନ୍ତି, ଯାହାଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ସିଜିନର ପ୍ରଥମ ଚାରୋଟି ମ୍ୟାଚ୍ ଜିତିଛି । ଏହି ମାମଲାରେ ସେ ଭାରତର କିମ୍ବଦନ୍ତୀ…

ସର୍ବଭାରତୀୟ ପୁଲିସ ହକି

ଭୁବନେଶ୍ୱର, : କଳିଙ୍ଗ ଷ୍ଟାଡିୟମ୍ ହକି ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତାରେ ମଙ୍ଗଳବାର ମୋଟ ୭ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରେ ରହିଛି ପୁରୁଷ ବର୍ଗର ୬ ଏବଂ ମହିଳା ବର୍ଗର ଗୋଟିଏ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଉତ୍ତରପ୍ରଦେଶ ପୁଲିସ ୯-୦ ଗୋଲରେ…

·ମ୍ପିଅନ୍ସ ଟ୍ରଫି ୨୦୨୫ ଅଭ୍ୟାସ ସେସନ୍ ପରେ କାନ୍ଦିଥିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ୨୦୨୫ ·ମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରଥମ ଅଭ୍ୟାସ ସେସନ୍ ପରେ କାନ୍ଦିଥିଲେ । ନିକଟରେ ଏକ ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତିୟ ଏହି ଟୁର୍ନାମେଣ୍ଟରେ ସେ ଭାରତର ସର୍ବାଧିକ ସ୍କୋରର ଭାବରେ ୨୦୨୫ ·ମ୍ପିଅନ୍ସ ଟ୍ରଫି…

ଇତିହାସ ରଚିଲା ଆରସିବି: ମୁମ୍ବାଇ ୧୨ ରନ୍ରେ ହାରିଲା

ମୁମ୍ବାଇ, : ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉକ୍ରଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନରେ ପରାସ୍ତ କରିଛି ରୟାଲ ·ଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ୨୨୨ ରନର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ଦୁଇ ଓପନର୍ ରୋହିତ ଶର୍ମା (୧୭) ଓ…