Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ଜୋରିମାନା ଦେବେ ଈଶାନ୍ତ ଶର୍ମା
ନୂଆଦିଲ୍ଲୀ, : ଆଇପିଏଲରେ ରବିବାର ସନରାଇଜର୍ସ ହାଇଦ୍ରବାଦ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଟିମ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହାଇଦ୍ରାବାଦ…
ଯଶପ୍ରୀତ ବୁମରାଙ୍କ କମବ୍ୟାକ୍, ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ
ମୁମ୍ବାଇ, : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଅପେକ୍ଷାର ହେଲା ଅନ୍ତ । ବଢ଼ିଲା ମୁମ୍ବାଇ ଇଣ୍ଡିଆନ୍ସର ବଳ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ପାଇଁ ଭଲ ଖବର ଆସିଛି । ଦୁନିଆର ଆକ୍ରାତ୍ମକ ବୋଲର ଯଶପ୍ରୀତ ବୁମରା ଫେରିଛନ୍ତି । ଦୀର୍ଘ ଦିନ ପରେ ଫିଟ୍ ହୋଇ ମୁମ୍ବାଇ…
ଡିସେମ୍ବର ୯ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି-ଟ୍ୱେଣ୍ଟ
ଭୁବନେଶ୍ୱର/କଟକ, : ପୁଣି ୧୦ ମାସ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ଏଥର ଦିନିକିଆ ନୁହେଁ, ଦର୍ଶକ ଦେଖିବେ ଟି-ଟ୍ୱେଣ୍ଟି । ଭାରତ ଓ ଦକ୍ଷିଣ ଆଫ୍ରିକା ହେବେ ମୁହାଁମୁହିଁ । ଡିସେମ୍ବର ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍ । ବିସିସିଆଇ ତା'ର ଘରୋଇ…
୨୦୨୭ ବିଶ୍ୱକପ ଖେଳିବେ କିଙ୍ଗ୍ କୋହଲ
ବେଙ୍ଗାଲୁରୁ,: ଆଉ ଏକ ବିଶ୍ୱକପ ଜିତିବ ଭାରତ । ପଡ଼ିଆରେ କମାଲ କରିବେ କଙ୍ଗ୍ କୋହଲି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେଉଥିବା ବିରାଟ କୋହଲି ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଲକ୍ଷ୍ୟ ରଖିଥିବା ସଂକେତ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୩୬ ବର୍ଷ । ୨୦୨୭…
ଇତିହାସ ରଚିଲେ ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ, : ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ଭାବେ ଟିଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୮,୦୦୦ ରନ୍ ପୂରଣ କରିଛନ୍ତି । ଗତ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଲିଗ୍ ମ୍ୟାଚରେ ସେ ୯ଟି ବଲରୁ ଅପରାଜିତ ୨୭ରନ୍ କରିବା ସହ ଏହି ମାଇଲଖୁଣ୍ଟ ଛୁଁଇଥିଲେ ।…
ହକିରୁ ବନ୍ଦନା କଟାରିୟାଙ୍କ ଅବସର ଘୋଷଣା
ନୂଆଦିଲ୍ଲୀ, : ଭାରତୀୟ ମହିଳା ହକି ଦଳର ଦମ୍ଦାର ଲିଜେଣ୍ଡ ପ୍ଲେୟାର ବନ୍ଦନା କଟାରିୟା ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର କ୍ୟାରିୟର, ୩୨୦ରୁ ଅଧିକ ମ୍ୟାଚ ୧୫୮ଟି ଗୋଲ କରି ହକି ଟିମ୍ ପାଇଁ ସୁନାମ ଆଣିଥିବା ବନ୍ଦନା ହକିକୁ ବାଏ ବାଏ କହିଛନ୍ତି । ଭାରତୀୟ ହକି ଇତିହାସରେ ୩୨ ବର୍ଷୀୟ ବନ୍ଦନା…
ପ୍ରେମରେ ଉବୁଟୁବୁ ହାର୍ଦ୍ଦିକ ପାଣ୍ଡ୍ୟା: ଷ୍ଟାଡିୟମରେ ବସି ଚିୟର୍ କରୁଛନ୍ତି ଗର୍ଲଫ୍ରେଣ୍ଡ
ମୁମ୍ବାଇ, : କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ମାରିଛି । ଦଳ ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି । ଅଶ୍ୱିନୀ କୁମାର ତାଙ୍କର ଆଇପିଏଲ ଡେବୁ୍ୟ ମ୍ୟାଚ ଖେଳୁଥିବା ବେଳେ ୪ଟି ଉଇକେଟ ନେଇ ଇତିହାସ ରଚିଥିଲେ ଏବଂ…
ପାଣ୍ଡ୍ୟାଙ୍କ ଉପରେ ବିସିସିଆଇର ବଡ଼ ଆକ୍ସନ
ନୂଆଦିଲ୍ଲୀ, : ଆଇପିଏଲ୍ ୨୦୨୫ର ୯ମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ମୁମ୍ବାଇ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ସିଜିନର…
ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଇତିହାସ ରଚିଲେ ଶୁଭମନ ଗିଲ
ଅହମ୍ମଦାବାଦ, : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ନବମ ମ୍ୟାଚରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମ୍ୟାଚରେ ଶୁଭମନ ଗିଲ ୨୭ ବଲରେ ୩୮ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସ ସହିତ ଶୁଭମନ ଗିଲ ମଧ୍ୟ ତାଙ୍କ ନାମରେ…
ଏ+ ଗ୍ରେଡ୍ ହରାଇ ପାରନ୍ତି କୋହଲି, ରୋହିତ, ଜାଡ଼େଜା
ମୁମ୍ବାଇ, ୨୮ା୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚଳିତ ବର୍ଷ ଲାଗି ପୁରୁଷ ଦଳର କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିନି । ନିକଟରେ ମହିଳା ଦଳର ଘୋଷଣା କରିଥିବାରୁ ପୁରୁଷ ଦଳର ମଧ୍ୟ ଶୀଘ୍ର ହେବାର ସମ୍ଭାବନା ରହିଛି । ମାର୍ଚ୍ଚ ୨୯ ତାରିଖରେ ଗୁଆହାଟୀରେ ହେବାକୁ ଥିବା ବିସିସିଆଇ…