Sign in
Sign in
Recover your password.
A password will be e-mailed to you.
Browsing Category
କ୍ରୀଡା
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରିବେ ରୋହିତ ଶର୍ମା
ନୂଆଦିଲ୍ଲୀ, : ଜୁନ ୨୦ରୁ ଭାରତର ୪୫ ଦିନିଆ ଇଂଲଣ୍ଡ ଟୁର ଆରମ୍ଭ ହେବ । ଏହି ସମୟରେ ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ । କିନ୍ତୁ ଏହି ଟେଷ୍ଟ ସିରିଜରେ ରୋହିତ ଶର୍ମା ନଜର ନ ଆସି ପାରନ୍ତି । ସେ ନିଜ ଆଡ଼ୁ ନିଜ ନାଁକୁ ପ୍ରତ୍ୟାହାର କରି ନେବେ ବୋଲି ଜଣାପଡ଼ିଛି ।…
ଆଇପିଏଲ ୨୦୨୫ରେ ଲଜ୍ଜାଜନକ ରେକର୍ଡ ହାସଲ କଲେ ଗ୍ଲେନ ମ୍ୟାକ୍ସୱେଲ
ନୂଆଦିଲ୍ଲୀ, : ପଞ୍ଜାବ କିଙ୍ଗସ ୧୧ ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା । କିନ୍ତୁ ଏହା ପୂର୍ବରୁ ପଞ୍ଜାବ କିଙ୍ଗସ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ରେକର୍ଡ ହୋଇଥିଲା । ମ୍ୟାକ୍ସୱେଲ ଆଇପିଏଲ ଇତିହାସରେ ସର୍ବାଧିକ ଥର ଶୂନରେ ଆଉଟ ହୋଇଥିବା ଖେଳାଳି…
ଭାରତ ଆସିବେ ବିଶ୍ୱ ବିଜେତା ଲିଓନେଲ ମେସ
ନୂଆଦିଲ୍ଲୀ,: ଭାରତର ଫୁଟବଲ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଅକ୍ଟୋବରରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚରେ କିମ୍ବଦନ୍ତୀ ଲିଓନେଲ୍ ମେସି ଏବଂ ଆର୍ଜେଣ୍ଟିନା ଦଳକୁ ଦେଖିବାର ସୁଯୋଗ ପାଇବେ । ୧୪ ବର୍ଷ ପରେ ବିଶ୍ୱକପ୍ ବିଜେତା ଅଧିନାୟକ ୨୦୧୧ ପରେ ଭାରତ ଗସ୍ତରେ ଆସିବେ । ଗତ ବର୍ଷ…
ଖୁସି ଖବର ଦେଲେ କେଏଲ ରାହୁଲ, ଘରକୁ ଆସିଲା କୁନି ପରୀ
ନୂଆଦିଲ୍ଲୀ, : ଭାରତର ୱିକେଟକିପର-ବ୍ୟାଟର କେଏଲ ରାହୁଲ ବାପା ହୋଇଛନ୍ତି । ଆଇପିଏଲ ୨୦୨୫ର ମଧ୍ୟରେ ରାହୁଲଙ୍କ ଘରେ କୁଆଁ କୁଆଁ ଗୁଞ୍ଜରିତ ହୋଇଛି । ସୋମବାର ରାହୁଲଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରାହୁଲ ସୋସିଆଲ ମିଡ଼ିଆରେ ପୋଷ୍ଟ…
ଏପ୍ରିଲରେ ଶ୍ରୀଲଙ୍କା ଯିବ ଓଡ଼ିଶା ଟିମ୍: ଶୁଭ୍ରାଂଶୁଙ୍କ ହୋଇପାରେ ଘର ବାହୁଡ଼ା
କଟକ,: ପୁଣି ଥରେ ଓଡ଼ିଶା ଫେରିଆସିବାକୁ ଚିନ୍ତା କରୁଛନ୍ତି ଓଡ଼ିଶାର ଅଭିଜ୍ଞ କ୍ରିକେଟର ଶୁଭ୍ରାଂଶୁ ସେନାପତି । ଓଡ଼ିଶା କ୍ରିକେଟରୁ ବର୍ଷେ ଦୂରେଇ ରହିବା ପରେ ସେ ଘର ବାହୁଡିବା ପାଇଁ ମନସ୍ତ କରିଛନ୍ତି । ଏ ବାବଦରେ ମଧ୍ୟପ୍ରଦେଶ କ୍ରିକେଟ ସଂଘର ଏନ୍ଓସିକୁ ଅପେକ୍ଷା କରିଥିବା ଜଣାପଡିଛି । ଯଦି…
ଆଜିଠୁ ଆଇପିଏଲ୍, ବଢୁଛି ଉତ୍କଣ୍ଠା
କୋଲକାତା, : ଆଇପିଏଲର ଅଷ୍ଟାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ । ଏହାକୁ ନେଇ କ୍ରିକେଟ୍ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ତେବେ ରାମନବମୀ ଅବସରରେ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ସ୍ଥାନୀୟ ପୋଲିସ ମନା କରିବା ପରେ ଏପ୍ରିଲ ୬ରେ ଏଠାରେ ଖେଳାଯିବାକୁ ଥିବା କୋଲକାତା ନାଇଟ୍…
ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେନି ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ, : ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି । ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ
କୋଲକାତା ନାଇଟ ରାଇଡର୍ସ (କେକେଆର) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯିବ । ଏହି ସିଜିନରେ, ମୁମ୍ବାଇ ଇଣ୍ଡିଆନ୍ସ ଦଳ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର…
ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଟଙ୍କା ବର୍ଷ
ମୁମ୍ବାଇ,: ମହିଳା ପ୍ରିମିୟର ଲିଗ ବିଜେତା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ରନରେ ହରାଇ ଚାମ୍ପିଅନ ହୋଇଛି ହର୍ମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ । ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଟାଇଟଲ ନିଜ ନାମରେ କରି ନେଇଛି ଦଳ । ମହିଳା ପ୍ରିମିୟର ଲିଗର ଛୋଟ…
ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନର ଲଜ୍ଜାଜନକ ପରାଜୟ
ନୂଆଦିଲ୍ଲୀ, : ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି -୨୦ ମ୍ୟାଚରେ ପାକିସ୍ତାନକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦଳ ମାତ୍ର ୯୧ ରନରେ ଅଟକି ଯାଇଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୧୦.୧ ଓଭରରେ ୧ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା…
ଭାରତ ଜିତିବାରୁ ରୋହିତଙ୍କୁ ପ୍ରଶଂସା କଲେ ଶମା ମହମ୍ମଦ
ନୂଆଦିଲ୍ଲୀ, : ଦୁବାଇରେ ଲିଭିଛି ମୋଟେରା ଓ ଲର୍ଡସର ଦୁଃଖ । ଅଷ୍ଟ୍ରେଲିଆଠାରୁ ୨୦୨୩ ମସିହାର ଡବଲ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ବୋଲରଙ୍କ ମିଳିତ ପ୍ରୟାସ ସହ ରୋହିତ ଶର୍ମାଙ୍କ ନେତୃତ୍ୱ ଏବଂ ବିରାଟ କୋହଲିଙ୍କ ବ୍ୟାଟିଂ ବଳରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି…