Browsing Category

ନ୍ୟୁଜ୍ ବୁଲେଟିନ୍

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବେସିକ୍‌ ଲାଇଫ୍‌ ସପୋର୍ଟ ପ୍ରଶିକ୍ଷଣର ଶୁଭାରମ୍ଭ

ବ୍ରାହ୍ମଣୀପାଳ, : ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଫ) ସ୍ଥାନୀୟ ବିକାଶ ଏବଂ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତାକୁ ସମର୍ଥନ କରି ବ୍ରାହ୍ମଣୀପାଳ ଠାରେ ଏକ ବେସିକ୍‌ ଲାଇଫ୍‌ ସପୋର୍ଟ (ବିଏଲଏସ) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପ୍ରଶିକ୍ଷଣର ପ୍ରାଥମିକ ଉଦ୍ଦେଶ୍ୟ…

କଠିନ ପରିଶ୍ରମ ସଫଳତାର ଚାବିକାଠି

ଅନୁଗୁଳ,୨୮ା୧୨ : ବାପା, ମାଆ ଓ ଗୁରୁଙ୍କୁ ସମ୍ମାନ ଜଣାଇଲେ ବଢିବ ଜ୍ଞାନ ଓ ଗାରିମା। ଯେତେ ସମ୍ମାନ ଦେବେ ସେତେ ଜ୍ଞାନ ପାଇବେ ବୋଲି ଖମାର କଲେଜରେ ପିଲାଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖମାରରେ ଛାତ୍ରଛାତ୍ରୀଙ୍କୁ ଭେଟିବା ଅବସରରେ ଉକ୍ରଳମଣି…

ଉତ୍ସର୍ଗୀକୃତ ସେବା ଯୋଗାଇବାକୁ ଆହ୍ୱାନ

ଭୁବନେଶ୍ୱର,୨୮ା୧୨ : ଓଡ଼ିଶା ରୂପାନ୍ତରଣରେ ସ୍ୱାସ୍ଥ୍ୟସେବା ଏକ ପ୍ରମୁଖ କ୍ଷେତ୍ର। ଓଡ଼ିଶା ଲୋକଙ୍କ ଟଙ୍କାକୁ ଦରମା ଆକାରରେ ଖର୍ଚ୍ଚ କରାଯାଉଛି। ଆପଣଙ୍କୁ ସେମାନଙ୍କ ସେବା କରିବାକୁ ପଡ଼ିବ। ପ୍ରତ୍ୟେକ ରୋଗୀଙ୍କୁ ସକରାତ୍ମକ ମନୋଭାବରେ ଚିକିତ୍ସା କରିବା ଆପଣଙ୍କ ଦାୟିତ୍ୱ। ଆଜି ଆଉ ୨୪୭୩…

୮ ଭାରତୀୟଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ

ନୂଆଦିଲ୍ଲୀ,୨୮ା୧୨ : କତାରରେ କଥିତ ଗୁଇନ୍ଦାଗିରି ଅଭିଯୋଗରେ ଫାଶୀ ଦଣ୍ଡ ପାଇଥିବା ନୌସେନାର ୮ ପୂର୍ବତନ କର୍ମ•ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କତାର କୋର୍ଟ ସମସ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଛନ୍ତି। ମୃତ୍ୟୁ ଦଣ୍ଡ ବିରୋଧରେ ଭାରତ ପକ୍ଷରୁ ଆବେଦନ କରାଯାଇଥିଲା। କତାର କୋର୍ଟ…

ତୁଳସୀ ର ମହତ୍ୱ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ତୁଳସୀ ବିଷୟରେ କିଛି ତଥ୍ୟ

ତୁଳସୀ ପତ୍ର ନିୟମିତ ସେବନ କରୁଛନ୍ତି କି ??ତୁଳସୀ ଗଛ ହେଉ ବା ପତ୍ରକୁ ଆମେ ସାଧାରଣତଃ ପୂଜା ପଦ୍ଧତିରେ ଦୈନଦିନ ବ୍ୟବହାର କରିଥାଉ |ତୁଳସୀ ପତ୍ର ନିୟମିତ ସେବନ ଦ୍ୱାରା ମନୁଷ୍ୟ ଶରୀରରେ କଣ ଲାଭ ହୋଇଥାଏ , ଆସନ୍ତୁ ଜାଣିବା | ତୁଳସି ପତ୍ରକୁ ଇଂରାଜୀରେ ହୋଲିବେଜିଲ ବା ଡାକ୍ତରୀ ଭାଷାରେ…

କୁସ୍ତି ସଂଘର ପରିଚାଳନା ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଆସୋସିଏସନର ବଡ଼ ନିଷ୍ପତ୍ତି। ଭାରତୀୟ କୁସ୍ତି ସଂଘର ପରିଚାଳନା ପାଇଁ, ଅଲିମ୍ପିକ୍‌ ଆସୋସିଏସନ ଏକ ଆଡହକ୍‌ କମିଟି ଗଠନ କରିଛନ୍ତି। ଏହି କମିଟି ଭାରତୀୟ କୁସ୍ତି ସଂଘକୁ ନିଲମ୍ବିତ କରାଯିବା ପରେ ଗଠନ କରାଯାଇଛି। ସୂଚନାଥାଉକି, ଜରୁରୀ ପ୍ରକ୍ରିୟା ବିନା ପ୍ରତିଯୋଗିତା…

ଜାତୀୟ ହକି କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ

ବେଙ୍ଗାଲୁରୁ: ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଓ ଫାଇଭ୍‌ ଏ ସାଇଡ୍‌ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଜାତୀୟ କ୍ୟାମ୍ପ ପାଇଁ ୩୪ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କରି ନ ଥିବା ବେଳେ ରାଞ୍ଚରେ ଅଲିମ୍ପିକ୍ସ…

କିଟ୍‌ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,  : କିଟ୍‌ ରେ ଭାରତୀୟ ଅର୍ଥନୀତି ସଂଘର ୧୦୬ତମ ସମ୍ମିଳନୀ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। କିଟ୍‌ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଯୋଜନା ଆୟୋଗର ପ୍ରାକ୍ତନ ଉପାଧ୍ୟକ୍ଷ ଡ. ମଣ୍ଟେକ ସିଂହ ଆଲୁୱାଲିଆ କହିଲେ, ସରକାର…

ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକରେ ଗଡ଼ିବ ଲକ୍ଷ୍ମୀବସ

ଭଦ୍ରକ, : ବୁଧବାର ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା "ଲକ୍ଷ୍ମୀ' ବସ୍‌…

ଟ୍ଵିନ୍‌ ସିଟିକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, : ନୂଆ ବର୍ଷ ପାଇଁ ଆକ୍ଟିଭ୍‌ ମୋଡ଼ରେ କମିଶନରେଟ୍‌ ପୋଲିସ। ନୂଅବର୍ଷ ପାଳନ ସମୟରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ୍‌ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।…