Browsing Category

ନ୍ୟୁଜ୍ ବୁଲେଟିନ୍

୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର, : ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍‌ ସଞ୍ଜୟ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି । ଅପଡେଟ୍‌ କେସ ଡାଏରି ଓ ପୁରୁଣା କେସ୍‌ ରେକର୍ଡ…

ବେଦାନ୍ତ ଆଲୁମିନିୟମକୁ ବକ୍ସାଇଟ ବିଶୋଧନ ପ୍ରକ୍ରିୟାରେ ଅଭିନବ ସଫଳତା

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଆଲୁମିନିୟମ ନିର୍ମାତା ବକ୍ସାଇଟ ଅବଶିଷ୍ଟ ଉତ୍ପାଦକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ଏକ ପ୍ରକ୍ରିୟାର ଶୁଭାରମ୍ଭ କରିଛି, ଯାହା ଆଲୁମିନିୟମ ବିଶୋଧନ ପ୍ରକ୍ରିୟାରେ ବକ୍ସାଇଟ ଅବଶିଷ୍ଟାଂଶକୁ ୩୦% ହ୍ରାସ କରିବ । ଏହି ପ୍ରକ୍ରିୟା ଦକ୍ଷତା…

ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନର ବୈଠକ ବିଭିନ୍ନ ସମାସ୍ୟାର ସମାଧାନ ଦିଗରେ ଆଲୋଚନା

କେନ୍ଦୁଝର, : କେନ୍ଦୁଝର ଜିଲ୍ଲାର ଯୋଡ଼ା ଇଲେକ୍ଟ୍ରିକାଲ ଡିଭିଜନ ଅନ୍ତର୍ଗତ ପଳାଶପଙ୍ଗା ଠାରେ ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନର ଏକ ବୈଠକ ପଳାଶପଙ୍ଗା କଲ୍ୟାଣ ମଣ୍ଡପ ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୟୁନିୟନର ସଭାପତି ଆର୍ତ୍ତବନ୍ଧୁ ବିଶ୍ୱାଳ ଯୋଗଦେଇ…

ଦୂଷିତ ନଳକୂପ ପାଣି ପିଉଛନ୍ତି ଲୋକେ

ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଶ୍ୱର୍ରେ ରହିଛି ଏକ ନଳକୂପ । ଏହି ନଳକୂପର ଚତୁଃପାଶ୍ୱର୍ର ପ୍ଳାଷ୍ଟର ଛାଡି ଯାଇଥିବା ବେଳେ ନଳକୂପ ମୂଳରେ ପାଣି ଜମିବା ସହିତ ଅନାବନା ଗଛରେ ଭର୍ତି ହୋଇଛି । ଏହି ନଳକୂପର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଗ୍ରାମ୍ୟ…

ବିଜେଡ଼ି ତରଫରୁ ନୂଆଖାଇ ଭେଟ୍ ଘାଟ ଏବଂ କର୍ମୀ ସମ୍ମିଳନୀ

ବଲାଂଗୀର, : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ ବିଜେଡ଼ି ତରଫରୁ ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ନୂଆଖାଇ ଭେଟ୍ ଘାଟ ଏବଂ ବିଜେଡ଼ି କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟ କ୍ରମରେ ସମସ୍ତ ଅଞ୍ଚଳ ବାସୀଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇବା ସହ ବିଜେଡ଼ି…

ଅବକାରୀ ପୋଲିସ ଓ ରାଜସ୍ୱ ବିଭାଗର ମିଳିତ ଚଢ଼ାଉ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ପୋଡାଗଲା

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାର ଦୁର୍ଗମ ବନାଞ୍ଚଳର ଥଣ୍ଡା ଜଳବାୟୁ ଓ ଜଙ୍ଗଲ ଜମିର ମାଟି ଗଞ୍ଜେଇ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଜିଲ୍ଲାର କେତେକ ବନାଞ୍ଚଳରେ ଚୋରାରେ ଗଞ୍ଜେଇ ଚାଷ କରାଯାଉଛି । କେତେକ ଶକ୍‌ତିଶାଳୀ ମାଫିଆଙ୍କ ଦ୍ୱାରା ଏହି ଚୋରା ଗଞ୍ଜେଇ ଚାଷ କରାଯାଉଥିବାବେଳେ ନିରୀହ…

“ଅପୂର୍ବା’ ସୁଟିଂ ସେଟରେ କାନ୍ଦିଲେ ତାରା

ମୁମ୍ବାଇ, ୫ା୧୧: ଖୁବ୍ଶୀଘ୍ର ଫିଲ୍ମ "ଅପୂର୍ବା'ରେ ନଜର ଆସିବେ ଅଭିନେତ୍ରୀ ତାରା ସୁତାରିଆ । ଏହା ଜରିଆରେ ନିଜ ଅଭିନୟର ଅସଲ ପ୍ରତିଭା ଦର୍ଶକଙ୍କ ସାମ୍ନାକୁ ଆଣିପାରିବେ ବୋଲି ସେ କହିଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଫିଲ୍ମର ଏକ ସିନ୍ ବିଷୟରେ ତାରା କହିଛନ୍ତି, ଗୋଟିଏ ସିନ୍…

ଗୋଆରେ ଅନୁଷ୍ଟିତ ନ୍ୟାସନାଲ ଗେମ୍ ଲାଗି ଅନୁଗୁଳ ଝିଅ ମନୋନୀତ

ଅନୁଗୁଳ, ୫ା୧୧ (ଡିକେ ନୁ୍ୟଜ୍):ତାଳଚେରଡେରା ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀଦିବ୍ୟାଶା ପ୍ରିୟଦର୍ଶିନୀ ଚୋପଦାର ନ୍ୟାସନାଲଗେମ୍ ପାଇଁ ମନୋନୀତ ହୋଇ ଗୋଆ ଯାତ୍ରା କରିଛନ୍ତି । ଯାହା କି ସମଗ୍ର ଅନୁଗୁଳ ଜିଲ୍ଲା ପାଇଁଗୌରବର ବିଷୟ ଅଟେ । ମର୍ଯ୍ୟାଦା ସମ୍ପନ୍ନନ୍ୟାସନାଲ ଗେମ ପିସ୍ତଲ…

ଛତିଶଗଡ଼ ନିର୍ବାଚନ : ସରିଲା ପ୍ରଚାର ନିର୍ଣ୍ଣାୟକ ଭୂମିକାରେ ଓଡ଼ିଶା ଭୋଟର

ନୂଆଦିଲ୍ଲୀ,୫ା୧୧: ଚଳିତ ମାସ ୭ ଓ୧୭ ତାରିଖରେ ଛତିଶଗଡ଼ରେ ଦୁଇଟିପର୍ଯ୍ୟାୟରେ ୯୦ଟି ବିଧାନସଭା ଆସନପାଇଁ ନିର୍ବାଚନ ହେବ । ଏଥିରେ ୧୧୮୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୭ ତାରିଖଦିନ ୨୦ଟି ଆସନ ପାଇଁ ୨୨୩ ପ୍ରାର୍ଥୀଙ୍କଭାଗ୍ୟ ନିର୍ଦ୍ଧାରଣ କରିବେ…

ବିନା ଓଟିପିରେ ବି ଉଡ଼ିଯାଉଛି ଟଙ୍କା

କଟକ, (ଡିକେ ନୁ୍ୟଜ୍): ବ୍ୟାଙ୍କ କ୍ରେଡିଟ୍କା ର୍ଡ କିମ୍ବା ଡେବିଟ୍ କାର୍ଡର କଣ୍ଟାକ୍ଟଲେସ୍ବ୍ୟ ବସ୍ଥା ଏବେ ଗ୍ରାହକଙ୍କ ପାଇଁ କାଳହୋଇଛି । ସାଇବର ଅପରାଧୀ ଏହାକୁଅସ୍ତ୍ର କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କାଗାଏବ କରି ଦେଉଥିବା ବେଳେ ପୁଲିସପାଇଁ ତାହା ଚିନ୍ତାର କାରଣ ହୋଇଛି ।ଏଭଳି ସୁବିଧା…