Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ସଡ଼କ ଦୁର୍ଘଟଣାରେ ୩୫ ଜଣଙ୍କ ମୃତୁ୍ୟ
ନୂଆଦିଲ୍ଲୀ: ଇଜିପ୍ଟର ବେହେରା ରୋଡ୍ରେ ଭୟଙ୍କର ସଡ଼କ ଦୁର୍ଘଟଣା ।
ରିପୋର୍ଟ ଅନୁଯାୟୀ, ବେହେରା ରୋଡ୍ରେ ଏକାସାଙ୍ଗରେ ଅନେକ ଗାଡି
ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩୫ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ
୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଅନେକ ବସ୍ ଓ
ର୍କା…
ଆମେରିକାରେ ବଢ଼ିଛି ଭାରତୀୟ ଆମ୍ବର ଚାହିଦା
ଭାରତୀୟ ଆମ୍ବର ଚାହିଦା । ଆମ୍ବରପ୍ତାନିକାରୀମାନଙ୍କ ମଧ୍ୟରେଭାରତର ସ୍ଥାନ ଅନ୍ୟତମ । ଭାରତରମୁକେଶ ଅମ୍ବାନୀ ଏସିଆର
ସର୍ବବୃହତ ଆମ୍ବ ରପ୍ତାନିକାରୀମଧ୍ୟରୁ ଜଣେ । ତାଙ୍କର ୬୦୦ଏକରରୁ ଅଧିକ ଆମ୍ବ ବଗିଚା ଅଛି ।ତେବେ ଭାରତୀୟ ଆମ୍ବର ଫିଭର
ଘାରିଛି ଆମେରିକୀୟଙ୍କୁ । ମାତ୍ର୫ମାସ ମଧ୍ୟରେ,…
ସଫଳତାର ଚାବିକାଠି ସଂଘର୍ଷ : ଡ. ଅଚୁ୍ୟତ ସାମନ୍ତ
ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):ଜୟଦେବ ଭବନ ପରିସରଗୀତଗୋବିନ୍ଦ ସଦନରେ ବିଶ୍ୱମୁକ୍ତିପକ୍ଷରୁ ଶାରଦୀୟ ବନ୍ଧୁମିଳନ ଓ ପୁସ୍ତକଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍,ସମାଜସେବୀ ତଥା କନ୍ଧମାଳ ସାଂସଦଡ. ଅଚୁ୍ୟତ ସାମନ୍ତଙ୍କ ଜୀବନୀ ଉପରେମୀନତିବାଳା…
ଦାୟିତ୍ୱ ନେବା ପରେ ଶ୍ରୀକ୍ଷେତ୍ରରେ ୫-ଟି ସଚିବ ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରକଳ୍ପ କାମ ସାରିବାକୁ…
ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ।୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଶନିବାର ବଡ଼ି ଭୋରରୁ ପୁରୀଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ…
କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଗଡ଼ିବ ଲକ୍ଷ୍ମୀ ବସ୍
ଭୁବନେଶ୍ୱର,୨୮ା୧୦(ଡିକେ ନୁ୍ୟଜ):କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ·ଲିବ ଲକ୍ଷ୍ମୀବସ । ପରିବହନ କ୍ଷେତ୍ରର ଉନ୍ନତି ସହତ୍ୱରାନ୍ୱିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତହୋଇଛି କଳାହାଣ୍ଡି । ଏହାର ଆଉ ଏକଉଦାହରଣ…
ଓଡ଼ିଶା ରୂପାନ୍ତରଣ ସାରଥୀଙ୍କୁ ଶୁଭେଚ୍ଛାର ସୁଅ
ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ):୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାରସୁଅ । ନବୀନ ନିବାସରେ ଭି.କେ.
ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି୧୪ରୁ ଅଧିକ ସଙ୍ଗଠନ । ରାଜ୍ୟସରକାରଙ୍କ ଅଧିନରେ କାର୍ଯ୍ୟରତ ବିଭିନ୍ନଆଉଟ୍ ସୋର୍ସିଂ ସଂଘ,…
ଆଜିର ଭାରତ ପୂଜ୍ୟ ଶହୀଦ ଓ ସଂଗ୍ରାମୀଙ୍କ ଅବଦାନ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୧୦(ଡିକେ ନୁ୍ୟଜ): ଘଣ୍ଟ,ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦରପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ଶୁକ୍ରବାର ରାଜ୍ୟସ୍ତରୀୟ ‘ମେରିମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି ।
ଦେଶ ତଥା ରାଜ୍ୟର ସବୁ…
ଜୀବେ ଦୟା । ଯୁଗ ଯୁଗ ଧରି ଏହି ଦର୍ଶନ ମଣିଷ ସମାଜକୁ ଅନୁପ୍ରାଣିତ କରଆସିଛି । ଗାଈ ଗୋରୁମାନଙ୍କୁ ପୂଜା କରିବା,
ଜୀବେ ଦୟା । ଯୁଗ ଯୁଗ ଧରି ଏହି ଦର୍ଶନ ମଣିଷ ସମାଜକୁ ଅନୁପ୍ରାଣିତ କରଆସିଛି । ଗାଈ ଗୋରୁମାନଙ୍କୁ ପୂଜା କରିବା, ସେମାନଙ୍କ
ଲାଳନ ପାଳନ ଓ ସେବା ଶୁଶ୍ରୁଷାକୁ ଏକ ମହତ୍ କାର୍ଯ୍ୟ ବୋଲି ହିନ୍ଦୁ ସମାଜରେ ବିବେଚନା କରାଯାଇ ଆସିଛି । ଆନୁଷ୍ଠାନିକ ଭାବେ
ହେଉ କି ବ୍ୟକ୍ତିଗତ ଭାବେ ହେଉ,…
ପିଆଜ ଦର ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡିଲା କେନ୍ଦ
ନୂଆଦିଲ୍ଲୀ: ଦେଶରେ ଖୁଚୁରା ପିଆଜଦର ସପ୍ତାହକରେ କେଜି ପିଛା୭ଟଙ୍କା ବଢିବା ସରକାରଙ୍କୁ ସତର୍କକରିଦେଇଛି । ପିଆଜ ଯୋଗୁଦେଶରେ ଟମାଟୋ ପରିସ୍ଥିତି ସୃଷ୍ଟିନ ହେଉ ସେଥି ପାଇଁ ସରକାର ଅଣ୍ଟାଭିଡିଛନ୍ତି । ପାର୍ବଣ ଋତୁରେ ଦରନିୟନ୍ତ୍ରଣ କରିବା ପାଇଁ ସରକାରଏବେ ଖୁଚୁରା ବଜାରରେ ପିଆଜରବିକ୍ରି…
ଆମେରିକାରେ ଦୁଇ ଭାରତୀୟଙ୍କୁ “ସର୍ବୋଚ୍ଚ ବୈଜ୍ଞାନିକ ସମ୍ମାନ’
ୱାଶିଂଟନ୍: ଆମେରିକାରେ ଦୁଇଭାରତୀୟଙ୍କୁ ସମ୍ମାନିତକରାଯାଇଛି । ବିଜ୍ଞାନ ଏବଂପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କରଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ
ପ୍ରଦାନ କରାଯାଇଛି ।ଆମେରିକାର ରାଷ୍ଟ୍ରପତି ଜୋବାଇଡେନ ତାଙ୍କୁ ସମ୍ମାନିତକରିଛନ୍ତି । ଏହି ଦୁଇ ବୈଜ୍ଞାନିକହେଲେ ଅଶୋକ ଗଡଗିଲ ଏବଂ…