Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ବିଜୁ ମହିଳା କାର୍ଯ୍ୟକାରିଣୀରେ ନବୀନଙ୍କ ଗୁରୁମନ୍ତ୍ର ଗାଁରୁ ସଂସଦ ଲଢେ଼ଇ ଜାରି ରଖ
ଭୁବନେଶ୍ୱର : ମହିଳା ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ । ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…
ଭାଙ୍ଗିଲେ ଜ୍ୟୋତିବସୁଙ୍କ ରେକର୍ଡ ନବୀନ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନବୀନଙ୍କ ନାଁରେ ନୂଆ ରେକର୍ଡ । କ୍ରିକେଟ୍ରେ ସଚିନଙ୍କ ଭଳି ନିଜ ରାଜନୈତିକ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡର ସେ ଆଜି ସମକକ୍ଷ ହୋଇଛନ୍ତି ।…
୧୭ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ର ୬୨ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୭ଟି ପ୍ରସ୍ତାବ ଗୁଡିକ ସ୍ୱୀକୃତିଲାଭ କରିଛି । ରାଜ୍ୟ କ୍ୟାବିନେଟ ବୈଠକରେ…
ମଣିପୁର ଘଟଣାରେ ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ
ଇମ୍ଫାଲ: ମଣିପୁର ଭିଡିଓ ଭାଇରାଲକୁ ନେଇ ଦେଶ ସ୍ତବ୍ଧ । ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ । ସୋସିଆଲ ମିଡିଆରେ ଘଟଣାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ସରକାରଙ୍କ ବିଫଳତା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।…
ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି । ମମତାଙ୍କ ବାସଭବନରେ ପ୍ରବେଶ ଉଦ୍ୟମ କରୁଥିବା ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ନିଶସକ୍ତ ଅବସ୍ଥାରେ ଥିବା ପୋଲିସ କହିଛି । ତାଙ୍କ ନିକଟରୁ ଏକ ବନ୍ଧୁକ, ଛୁରି ଓ ଅନ୍ୟ କିଛି…
୨୪ରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର: ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଜୁଲାଇ ଶେଷ ପର୍ଯ୍ୟନ୍ତ…
ମହିଳା ପୋଷ୍ଟ ମାଷ୍ଟର ହତ୍ୟା ମାମଲାର ପର୍ଦ୍ଦାଫାସ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ପର୍ଦ୍ଧାଫାସ୍ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପ୍ରେମିକ ନୟନ ସେଠ୍ ଛୁରିରେ ସ୍ନିଗ୍ଧାଙ୍କୁ ବାରମ୍ବାର ଭୁସି ହତ୍ୟା କରିଥିଲା । ସ୍ନିଗ୍ଧାଙ୍କ ପରିବାର ଲୋକ ଉଭୟଙ୍କୁ ଅଲଗା…
ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟିତ ଓଡ଼ିଶାରୁ ବାହାରିବେ ସ୍ପୋର୍ଟ୍ସ ଷ୍ଟାର
ଭୁବନେଶ୍ୱର : ଉଦ୍ଘାଟିତ ହେଲା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ହକି ଷ୍ଟାଡିୟମ ପାଖରେ ଗୋଟିଏ ହକି ଅଭ୍ୟାସ ଗ୍ରାଉଣ୍ଡ ଥିଲା । ଯେଉଁଠି ଖେଳାଳି…
କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ଆସନ୍ତାକାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ…
କଟକରେ ଡ୍ରେନରେ ପଡ଼ି ଗଲା ଜୀବନ
କଟକ: କଟକରେ ଡ୍ରେନରେ ପଡ଼ି ଗଲା ଜୀବନ। ବର୍ଷା ପାଣିରେ ଭର୍ତ୍ତି ଥିବା ଡ୍ରେନରେ ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାହୁଲ ଖଟିକ । ରାଜସ୍ଥାନରୁ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ ରାହୁଲ । ଆସନ୍ତା ୨୧ ତାରିଖ ରାହୁଲ ପୁଣି ରାଜସ୍ଥାନ ଫେରିଯାଇଥାନ୍ତେ ।…