Browsing Category

ନ୍ୟୁଜ୍ ବୁଲେଟିନ୍

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

ନୂଆଦିଲ୍ଲୀ, : ଚୀନ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ଏବଂ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ୱାଙ୍ଗ ୟି ତିଆନଜିନରେ ଅନୁଷ୍ଠିତ ହେବାକୁଥିବା ଏସସିଓ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚୀନ ରାଷ୍ଟ୍ରପତି ସି…

ଛଅ ଲେନ୍ ବିଶିଷ୍ଟ ଭୁବନେଶ୍ୱର ବାଇପାସକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ/ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ମଙ୍ଗଳବାର ୬ ଲେନ୍ ବିଶିଷ୍ଟ ଭୁବନେଶ୍ୱର ବାଇପାସ୍ ସଡ଼କ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ୮୩୦୭.୭୪ କୋଟି ଟଙ୍କା ବ୍ୟୟରେ ୧୧୦.୮୭୫…

ଏସପିଙ୍କ ନିକଟରେ ଦାବି କରିଛନ୍ତି ବିଜେଡ଼ି ଟିମ୍

ଗଞ୍ଜାମ ପୋଲିସ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହେବାକୁ ବିରୋଧ କରି ଆଜି ଗଞ୍ଜାମ ଏସପି ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି ବିଜେଡ଼ିର ଏକ ପ୍ରତିନିଧି ଦଳ । ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ…

ଭାରତୀୟ ଜନତା ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବେଲଗୁଣ୍ଠା, : ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଏବଂ ଜାତୀୟ ଏକତାକୁ ବଜାୟ ରଖିବା ପାଇଁ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ ଆଠ ଘଣ୍ଟ ସମୟରେ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବଡ଼ଗଡ଼ ଠାରୁ ବାହାରି ସୋରଡା ବ୍ଲକ୍ ର…

ସେଲ୍ଫି ନେବାରୁ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଧକ୍କା ଦେଲେ

ନୂଆଦିଲ୍ଲୀ,: ରାଗରେ ତମ ତମ ହୋଇଗଲେ । ଖାଲି ସେତିକି ନୁହେଁ ଜଣେ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଧକ୍କା ମାରିଲେ । ପ୍ରଶଂସକ ଜଣକ କେବଳ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କ ସହ ଫୋଟଟିଏ ଉଠାଇବାକୁ ଚାହିଁଥିଲେ । ଏତିକି କଥାରେ ରାଗି ଗଲେ ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ।…

ବଜ୍ରପାତରେ ୩ଟି ଗାଈ,୧ ବାଛୁରୀ,୪ ଛେଳି ଓ ଗୋଟିଏ ମେଣ୍ଢାର ମୃତ୍ୟୁ

ଲାଞ୍ଜିଗଡ଼,: ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଲିଟିବୁଣ୍ଡେଲ ଗ୍ରାମ ନିକଟରେ ରବିବାର ବଜ୍ରପାତରେ ଗାଇ ବଳଦ, ବାଛୁରୀ,ଛେଳି, ମେଣ୍ଢାର ମୃତ୍ୟୁ ଘଟିଛି । ପ୍ରକାଶ ଦିନ ୩ଟା ସମୟରେ ବର୍ଷା ଶହ ବଜ୍ରପାତ ହୋଇଥିଲା । ଏହି ସମୟରେ ଲିଟିବୁଣ୍ଡେଲ ଗ୍ରାମର କାଖନୁ ମାଝୀର…

ପୂର୍ବତଟ ରେଳପଥର ରେକର୍ଡ ସମୟରେ ୧୦୦ ଏମଟି ମାଲ ପରିବହନ

ଭୁବନେଶ୍ୱର, : ପୂର୍ବତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ଭାବରେ ଇତିହାସରେ ନିଜର ନାମ ଲିପିବଦ୍ଧ କରିଛି, ମାତ୍ର ୧୩୪ ଦିନରେ ୧୦୦ ନିୟୁତ ଟନ୍‌ (ଏମଟି) ମାଲ ପରିବହନ ରେକର୍ଡ ହାସଲ କରିଛି, ଯାହା ଚଳିତ ୨୦୨୫-୨୬ ଆର୍ôଥକ ବର୍ଷରେ ଗତ ବର୍ଷ ତୁଳନାରେ ୧୦.୭% ବୃଦ୍ଧି ଅଟେ । ଏହି ମାଇଲଖୁଂଟ ୨୦୨୪-…

ଶୀତଳ ଭଣ୍ଡାର ଯଥାଶୀଘ୍ର କାର୍ଯ୍ୟକ୍ଷମ ନେଇ ବୈଠକ

ଭୁବନେଶ୍ୱର, : ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣ ଓ ଏହାର କାର୍ଯ୍ୟକ୍ଷମ ନିମନ୍ତେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କୃଷି ଭିତିଭୂମି ସୁଦୃଢ଼ ହେଲେ ହିଁ କୃଷକମାନେ ସଶକ୍ତ ହେବେ, ଏହାକୁ ଦୃଷ୍ଟିରେ…

ରକ୍ତ ଦାନର ଗୁରୁତ୍ୱ ସଂପର୍କରେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର, : ରକ୍ତ ଦାନର ଗୁରୁତ୍ୱ ସଂପର୍କରେ ଯୁବ ଗୋଷ୍ଠୀ ବିଶେଷ କରି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ରାଜ୍ୟପାଳ-ତଥା-ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର ଅଧ୍ୟକ୍ଷ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ଅଗଷ୍ଟ ୧୩…

ଆସନ୍ତା ସପ୍ତାହରେ ରୁଷ ଗସ୍ତରେ ଯିବେ ଏସ ଜୟଶଙ୍କର

ନୂଆଦିଲ୍ଲୀ,: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଆସନ୍ତା ଅଗଷ୍ଟ ୨୦ ଓ ୨୧ ତାରିଖରେ ରୁଷକୁ ଦୁଇ ଦିନିଆ ଗସ୍ତରେ ଯିବେ । ଏହି ଗସ୍ତରେ ସେ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭଙ୍କ ସହ ଆଲୋଚନା କରିବେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କାରଣ ଏହା ଆମେରିକାର ରାଷ୍ଟ୍ରପତି…