Browsing Category

ନ୍ୟୁଜ୍ ବୁଲେଟିନ୍

ସିଭିଲ କୋର୍ଟ ପଛପଟେ ଯୁବକକୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ

ବଲାଙ୍ଗିର, ୧୨ ଡିସେମ୍ବର - ବଲାଙ୍ଗିର ସହର ଭିତରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧି ମାନଙ୍କ ସଂଖ୍ୟା । କଥା କଥାରେ ବୁଲୁଛି ଖଣ୍ଡା ତଲୱାର । ଗତକାଲି ଅପରାହ୍ନ ୫ ଟାରେ ଜଣେ ଯୁବକକୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ପାଟଣାଗଡ ଥାନା ଘସିଏନ ଗାଁର ଅଶୋକ ଖୁଟଲା…

ଜୟପୁରରେ ପଥ ଉତ୍ସବ

ଜୟପୁର, ୧୧ ଡିସେମ୍ବର - ଜୟପୁର ମୁଖ୍ୟ ରାସ୍ତାରେ ପଥ ଉତ୍ସବ ଅନୁଷ୍ଠିତ ହୋଇଛିି । ଜିଲା ପ୍ରଶାସନ ତରଫରୁ ଜୟପୁର ପୌରପାଳିକା ଦ୍ଵାରା ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଛି। ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଉଦ୍ୟମରେ ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୌର କାଯ୍ୟନିର୍ବାହି ଅଧିକାରି…

ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗୋପାଳପୁରରେ ୩୧.୧ ଡ଼ିଗ୍ରୀ

ଭୁବନେଶ୍ଵର, ୨୯ ନଭେମ୍ବର :- ଆଜି ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗୋପାଳପୁରରେ ୩୧.୧ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡ଼ିଗ୍ରୀ ରହିଛି । ରାଜଧାନୀ ଭୁବନେଶ୍ଵରରେ ସର୍ବୋଚ୍ଚ ତାପମାତ୍ରା ୨୯.୬ ଡ଼ିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୬.୮ ଡ଼ିଗ୍ରୀ ରେକର୍ଡ଼…

ପବିତ୍ର ଓଢଣ ଷଷ୍ଠୀ, ଆଜି ଠାରୁ ଶ୍ରୀଜୀଉଙ୍କ ଘୋଡ଼ଲାଗି ନୀତି ଆରମ୍ଭ

ପୁରୀ, ୨୯ ନଭେମ୍ବର - ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବରଣ ଷଷ୍ଠୀ ଉତ୍ସବ ଅନ୍ୟତମ । ଯିଏ ପରମ ବ୍ରହ୍ମ ନିରାକାର ପରମାତ୍ମା ତାଙ୍କୁ ସାଧାରଣ ଜୀବ ମାନଙ୍କ ପରି ଶୀତ ଅନୁଭୂତ ହୁଏ । ମହାପ୍ରଭୁଙ୍କର ଏହି ଲୀଳା ‘ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ’ନାମରେ କଥିତ ।…

ମୁଁ ହେଲି ମାଟିର ଝିଅ …ମତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସୁଖ ଦୁଃଖର ସାଥି ହୋଇ ରହିବି

ମୁଁ ହେଲି ମାଟିର ଝିଅ । ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସୁଖଦୁଃଖର ସାଥୀ ହୋଇରହିବି । ପଦ୍ମପୁରରେ ଲୋକଙ୍କୁ ଏଭଳି ପ୍ରତିଶ୍ରୁତି ଦେଇ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ôଥନୀ ବର୍ଷା ସିଂ ବରିହା । ନିର୍ବାଚନ ମଣ୍ଡଳୀ ସାରା ତାଙ୍କୁ ମିଳୁଛି ବିପୁଳ ସମର୍ଥନ ଓ ସ୍ୱାଗତ । ଆଜି ସେ…

ବନ୍ଧୁଗାଁରେ ବାଘ ଆତଙ୍କ

ଜୟପୁର, ୨୭ ନଭେମ୍ବର :- କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଜଙ୍ଗଲରେ ବାଘର ପାଦଚିହ୍ନ ଠାବ ହେବା ପରେ ସ୍ଥାନୀୟ ଲୋକେ ଭୟଭିତ ହୋଇପଡିଛନ୍ତି । ଅନ୍ୟପକ୍ଷରେ ବାଘକୁ ଠାବ କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସେଠାରେ କ୍ୟାମେରା ଲଗାଯାଇଛି ।

ଅଭିନେତ୍ରୀ ରାଣୀ ପଣ୍ଡା କାର୍ ଦୁର୍ଘଟଣା

କଟକ ଜିଲ୍ଲା ଆଠଗଡ ବ୍ଲକ୍ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କାର୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏକ ବାଇକ୍ ସହ ତାଙ୍କ କାର୍ର ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ରାଣୀ ପଣ୍ଡା ବିବାହ…

୪୪ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର, ୨୫ ନଭେମ୍ବର :- ଏକ ଘରୋଇ ବସ୍ ଯୋଗେ ହାଇଦ୍ରାବାଦ ଚାଲାଣ ବେଳେ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ଟାଉନ୍ ଥାନା ପୋଲିସ । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ରହିଛନ୍ତି । ଉଦ୍ଧାର ଶ୍ରମିକ ମାନେ ବେଲପଡ଼ା ରେଙ୍ଗାଳୀ ଗ୍ରାମର ବୋଲି ଜଣାପଡିଛି ।…

ବଙ୍ଗୋମୁଣ୍ଡା ପୋଲିସ 25 ଦାଦନ ଶ୍ରମିକ ଚାଲାଣ ବେଳେ ଉଦ୍ଧାର କରି ସର୍ଦାର କୁ ଗିରଫ କଲା

ବଲାଙ୍ଗିର 25 ନଭେମ୍ବର : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ପୋଲିସ ନୂଆପଡ଼ା ଜିଲ୍ଲା ସିନାପାଲି ର ଦାଦନ ସର୍ଦାର ଚକ୍ର ବାଗ କୁ ଗିରଫ କରିଥିବା ବେଳେ ତା ବିରୁଦ୍ଧରେ ଏକ କେଶ୍ ରୁଜୁ କରିଛନ୍ତି I ବେଆଇନ ଚାଲାଣ ହେଉଥିବା 25 ଜଣ ଦାଦନ ଙ୍କୁ ଉଦ୍ଧାର କରିଛନ୍ତି I ବଲାଙ୍ଗିର ପୁଲିସ…

ଫ୍ୟାସନ ପାଲଟିଛି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଖୋର୍ଦ୍ଧା, ୨୪ ନଭେମ୍ବର :- ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବେ ଫ୍ୟାସନ ପାଲଟିଛି ଅଶ୍ଳୀଳ ନୃତ୍ୟ। ତେବେ ଅକ୍ଟୋବର ମାସରେ ହୋଇଥିବା କାଳୀ ପୂଜାରେ ଖୋର୍ଦ୍ଧା ଜିଲ୍ଲା ରାଜସୁନାଖଳା ନିକଟ ବିନୋଦପଡ଼ା ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ମଞ୍ଚ…