Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଲୋକଙ୍କୁ ଯୋଗା ଯାଉଛି ନକଲି ମିଶ୍ରି
ବ୍ରହ୍ମପୁର ଲୋକଙ୍କୁ ଯୋଗା ଯାଉଛି ନକଲି ମିଶ୍ରି. ବ୍ୟବସାୟ ନାଁ ରେ ବିକ୍ରି କରାଯାଉଛି ଧଳା ଜହର. ରୋଜଗାର କରୁଛନ୍ତି ବେଶ ଦୁଇ ପଇସା. ଏଭଳି ଗୋଲକ ଧନ୍ଦା କରୁଥିବା ବ୍ୟବସାୟୀଙ୍କ ଉପରେ ଗତକାଲି ପୁଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଥିଲା. ବ୍ରହ୍ମପୁର ବଡବଜାର ଥାନା…
ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ,, ପୁଅ ନିଖୋଜ ନେଇ ଥାନାରେ ଏତଲା ଦେଲେ ବାପା
ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ଏକ ଫାଇନାନ୍ସ କମ୍ପାନୀ ରେ କାର୍ଯ୍ୟରତ କର୍ମଚାରୀ ଘନଶ୍ୟାମ ମାଝୀ (୨୮) ନିଖୋଜ ହୋଇଯାଇଥିବା ପୁଅର ବାପା ପ୍ରସାଦ ମାଝୀ ଧର୍ମଗଡ ଥାନା ରେ ଏତଲା ଦେଇଛନ୍ତି। ଉଲ୍ଲେଖ ଥାଉ କି କଳମପୁର ଥାନା ବଲାଗାଁ ର ପ୍ରସାଦ ମାଝୀ ଙ୍କ ପୁଅ ଘନଶ୍ୟାମ ମାଝୀ…
ବାରବଖରା ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବାକୁ ବିଆରସିସି ଙ୍କୁ ଦାବିପତ୍ର
ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରବଖରା ପ୍ରାଥମିକ ବିଦ୍ୟାଳୟକୁ ୨୦ ରୁ କମ୍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ୨୦୨୧ ମସିହାରେ ସ୍କୁଲ ବନ୍ଦ କରାଯାଇଛି। ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନିକଟସ୍ଥ ଧରୁଆପଡ଼ା…
୨୦୨୪-୨୫ରେ ରେକର୍ଡ ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,: ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ସଂଗ୍ରହ ଦୁଇ ଗୁଣ ହୋଇ ୨୨.୦୮ ଲକ୍ଷ କୋଟି ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ପୂର୍ବରୁ ୨୦୨୦-୨୧ ଆର୍ଥିକବର୍ଷରେ ଜିଏସଟି ସଂଗ୍ରହ ୧୧.୩୭ ଲକ୍ଷ କୋଟି ଟଙ୍କା ଥିଲା । ବିଶେଷ କଥା ହେଉଛି ଯେ ଏହି ଜିଏସଟି…
କମିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ, : ଜୁଲାଇ ମାସର ପ୍ରଥମ ଦିନରେ ଏଲ୍ପିଜି ସିଲିଣ୍ଡର ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି । ଏହା ଏଲ୍ପିଜି ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛ । ମଙ୍ଗଳବାର ୧ ଜୁଲାଇ ଠାରୁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରତି ମାସର…
ବାହୁଡ଼ାଯାତ୍ରା ଓ ସୁନାବେଶ ସହ ନୀଳାଦ୍ରି ବିଜେରେ ତ୍ରୁଟି ନହେବାକୁ ଗୁରୁତ୍ୱ ଦିଆଯାଉଛି’
ପୁରୀ, ୧ା୭: ମହାପ୍ରଭୁଙ୍କ ଶୃଙ୍ଖଳିତ ଯାତ୍ରା ଓ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ପୁରୀରେ ପ୍ରଶାସନିକ ଅଧିକାରୀ, ସେବାୟତ ଓ ବିଭିନ୍ନ ନିଯୋଗ ସହିତ ସମୀକ୍ଷା ବୈଠକ କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ…
ଆଇସିଆଇସିଆଇ, ଆକ୍ସିସ୍ ଓ ଏଚଡିଏଫସି ବ୍ୟାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ଆଇସିଆଇସିଆଇ, ଆକ୍ସିସ୍ ଓ ଏଚଡିଏଫସି ବ୍ୟାଙ୍କର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ଋଣ ଦେବାପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।…
ବ୍ରହ୍ମପୁର ପ୍ରେମିକାକୁ ଛୁରି ଭୂଷି ହତ୍ୟା କଲା ପ୍ରେମିକ
ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ପୁଷ୍ପାଞ୍ଜଳି ଗେଷ୍ଟ ହାଉସ ଜଣେ ଯୁବତୀଙ୍କୁ ହତ୍ୟା ହୋଇଛି । ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ପୁଲିସ କବଜାରେ ଅଭିଯୁକ୍ତ ରହିଥିବା ଜଣାପଡିଛି ।…
ମଝିବଜାର ସ୍ଥିତ ଆଡପ ମଣ୍ଡପରେ ପହଂଚି ଚୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କଲେ ହାସ୍ୟ ଅଭିନେତା ହରିହର
ଛତ୍ରପୁର : ଚାଲିଛି ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା । ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଉସୀ ମା ମନ୍ଦିରରେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମଙ୍ଗଳବାର ହେରା ପଂଚମୀ ଥିବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ଏହା…
କାଲୋପଲା ଛକରେ ଭାରତ ବନ୍ଦ, ଜାତୀୟ ରାଜପଥ ୨୬ ଅବରୋଧ,ଯାତାୟାତ ପ୍ରଭାବିତ
ଧର୍ମଗଡ : ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ୍ଵାମନ ମେଶ୍ରାମଙ୍କ ନେତୃତ୍ଵରେ ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଅବସରରେ କଳାହାଣ୍ଡି ଜିଲ୍ଲା କାଲୋପଲା ଛକରେ ଜାତୀୟ ରାଜପଥ ୨୬କୁ ଅବରୋଧ କରାଯାଇଛି। ମୂଳନିବାସି ବହୁଜନ ସମାଜର ଲୋକମାନେ ଏହି ଆନ୍ଦୋଳନ…