Browsing Category

ନ୍ୟୁଜ୍ ବୁଲେଟିନ୍

ଅକ୍ଟୋବର ୫ରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ

ନୂଆଦିଲ୍ଲୀ, : ମହିଳା ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଚୀର ପ୍ରତିଦ୍ୱ-ନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରୁଛନ୍ତି । ଭାରତୀୟ ମହିଳା ଦଳ ବିଶ୍ୱକପରେ ପାକିସ୍ତାନକୁ ଅକ୍ଟୋବର ୫ରେ ଭେଟିବ । ଏହି…

ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସୁନିତା

ମୁମ୍ବାଇ, : ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନିତା ଆହୁଜା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନିତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା କରୁଛନ୍ତି ବୋଲି ଖବର ଆସିଥିଲା ।…

ସୁଶାନ୍ତ-ରିୟାଙ୍କ ପ୍ରେମ କାହାଣୀକୁ ନେଇ ତିଆରି ହେବ ଫିଲ୍ମ!

ମୁମ୍ବାଇ, : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ୍ ୨୦୨୦ରେ ଏ ଦୁନିଆ ଛାଡି ଚାଲିଯାଇଥିଲେ । ତାଙ୍କ ଶୋଇବା ଘରୁ ତାଙ୍କର ମୃତଦେହ ମିଳିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ତାଙ୍କ ଦେହାନ୍ତଙ୍କୁ ୫ବର୍ଷ ବିତିଥିବା ବେଳେ ପ୍ରଶଂସକମାନେ ଏବେ ବି ତାଙ୍କୁ ବହୁତ ମନେ ପକାଉଛନ୍ତି…

ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ: ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ: ସରକାର

ଭୁବନେଶ୍ୱର, : ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେନ୍ଦ୍ରୀୟ ଟିମ୍ ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ଥିବାବେଳେ ଏବେ ରାଜ୍ୟ ସରକାର ନିଜର ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ…

କାନାଡ଼ାରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, : ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ୍ ପରେ ମଙ୍ଗଳବାର କାନାଡ଼ାରେ ପହଞ୍ଚିଛନ୍ତି । ଦୁଇଦିନିଆ ୫୧ତମ ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ କାନାଡ଼ାରେ ପହଞ୍ଚିଛନ୍ତି ମୋଦି । କାଲଗେରୀ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଜେପି ପକ୍ଷରୁ ମଣ୍ଡଳ ସ୍ଥରୀୟ କର୍ମୀ ସମ୍ମିଳନୀ

ପୁରୁଷୋତ୍ତମପୁର ବିଜେପି ସରକାରକେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ସରକାର କୁ ପୁରିଲା ଏକ ବର୍ଷ l ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲବ୍ଧି କୁ ଲୋକ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳ ପକ୍ଷରୁ ମଣ୍ଡଳ ସ୍ତରୀୟ କର୍ମୀ ସମ୍ମିଳନି ଆୟୋଜନ କରାଯାଇ ଦଳୀୟ ସଂଗଠନକୁ ମଜବୁତ କରିବା ଲାଗି ପ୍ରୟାସ ଜାରି…

ପୁରୁଷବନ୍ଧୁଙ୍କ ଆଗରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ପର୍ଯ୍ୟଟନସ୍ଥଳରେ ରବିବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି। ବେଳାଭୂମି…

ଏମସିଏଲ ବାର୍ଷିକ ଖଣି ସୁରକ୍ଷା ପକ୍ଷ ୨୦୨୪- ୨୫ ତଥା ପୁରସ୍କାର ବିତରଣ ଉତ୍ସବ

ତାଳଚେର, : ଜିଲ୍ଲାର ତାଳଚେର ସ୍ଥିତ ମହାନଦୀ କୋଇଲା କ୍ଷେତ୍ର ଲିମିଟେଡ଼ ଓ ଭୁବନେଶ୍ୱର ଆଞ୍ଚଳିକ ଖଣି ସୁରକ୍ଷା ନିର୍ଦେଶାଳୟର ମିଳିତ ସହଯୋଗରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ ୨୦୨୪-୨୫ର ପୁରସ୍କାର ବିତରଣ ଉତ୍ସବ ତାଳଚେର ସ୍ଥିତ ଲିଙ୍ଗରାଜ କ୍ଷେତ୍ର ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ…

ସରି ଆସୁଛି ଖରାଛୁଟି: ୨୦ରେ ଖୋଲିବ ସ୍କୁଲ

ଭୁବନେଶ୍ୱର, : ସରି ଆସୁଛି ଖରାଛୁଟି । ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ôଚବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ…

ପିଏମ୍ ମୋଦିଙ୍କୁ ମିଳିଲା ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ, : ତିନି ଦେଶର ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସାଇପ୍ରସରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କୁ ସାଇପ୍ରସ୍ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛନ୍ତି । ସାଇପ୍ରସର ରାଷ୍ଟ୍ରପତି ନିକୋସ୍‌ ଫ୍ରିଷ୍ଟୋଡୋଲିଡେସ୍ ମୋଦିଙ୍କୁ \"ଗ୍ରାଣ୍ଡ କ୍ରସ୍ ଅଫ୍‌ ଦ…