Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଅନୁଗୁଳରେ ପ୍ରାକୃତିକ କୃଷି ଓ ମିଲେଟ୍ ଚାଷର ପ୍ରୋତ୍ସାହନ ପାଇଁ ‘ଜିନ୍ଦଲ କୃଷି ସେବା\’ ଆରମ୍ଭ
ହେଡ ପ୍ରଶାନ୍ତ କୁମାର ହୋତାଙ୍କ ସହ ୩ ଶହରୁ ଅଧକ ଚାଷୀ, ସରକାରୀ ଅଧିକାରୀ ଏବଂ କୃଷି ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଶାଲୁ ଜିନ୍ଦଲ କହିଥିଲେ, ଜିନ୍ଦଲ କୃଷି ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାକୃତିକ କୃଷି ପଦ୍ଧତିକୁ ଆପଣାଇବା ପାଇଁ କୃଷକଙ୍କୁ ତାଲିମ…
ଏସବିଆଇ ରିପୋର୍ଟ: ଦାରିଦ୍ର୍ୟ ହାର ୪.୬%କୁ କମିବ
ନୂଆଦିଲ୍ଲୀ, : ୨୦୨୪ରେ ଭାରତର ଦାରିଦ୍ର୍ୟ ହାର ୪.୬ ପ୍ରତିଶତକୁ କମିଯିବୟ ୨୦୨୩ରେ ଭାରତର ଦାରିଦ୍ର୍ୟ ହାର ୫.୩ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ନିକଟରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହି ନୂଆ ଆକଳନ କରାଯାଇଛି । ଷ୍ଟେଟ…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହେବ କିଆ ଫୁଲ ଚାଷ ଉପରେ ଗବେଷଣା, ଅର୍ଥ ମଞ୍ଜୁର କଲେ ରାଜ୍ୟ ସରକାର
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ କିଆ ଫୁଲ ଚାଷ ଉପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗବେଷଣା ହେବ । ଏ ନେଇ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ସୁଗନ୍ଧ କିଆ ଫୁଲ ଚାଷ ଓ ଏଥିରୁ ଅତର ସମେତ ଆନୁସଙ୍ଗିକ ସାମଗ୍ରୀ ଉତ୍ପାଦିତ ହେଉଥିବା ବେଳେ ଜିଲ୍ଲାରେ ଥିବା…
ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ
ଛତ୍ରପୁର ତା.୧୧ .୦୬.୨୦୨୫ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବୈଠକ ବୁଧବାର ଦିନ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳିନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି…
୮ ଦିନ ହେଲା ପୁରୁଷୋତ୍ତମପୁରରେ ମୋବାଇଲ ସେବା ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଉପଭୋକ୍ତା
ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦିନକୁ ଦିନ ବିଏସ୍ଏସ୍ଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିୁଦ୍ୟତ୍ ଚାଲିଗଲେ ମୋବାଇଲ ନେଟ୍ଓ୍ବର୍କ ମଧ୍ୟ ଚାଲିଯାଉଛି। ଏ ପରିସ୍ଥିତି ଏଠାରେ ଦୀର୍ଘଦିନ ହେଲା ଲାଗି ରହିଥିବା ବେଳେ ଗତ ୪ରୁ ସମ୍ପୂର୍ଣ୍ଣ ରୂପେ ମୋବାଇଲ ସେବା ସହର ସାରା…
ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ…
ଭୁବନେଶ୍ୱର,: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ଖୋର୍ଦ୍ଧା ରୋଡ୍ବଲାଙ୍ଗିର ନୂତନ ଲାଇନର ନିର୍ମାଣାଧୀନ ସୋନପୁର-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କରିଛନ୍ତି । ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ…
ନୂଆ ଫିଚର ଫୋନ ୟୁଜରଙ୍କ ପାଇଁ ଫୋନପେ ଚାଲୁ କରିବ ୟୁପିଆଇ ପେମେଣ୍ଟ
ଭୁବନେଶ୍ୱର,: ଫୋନପେ ଲିମିଟେଡ (“ଫୋନପେ”), ଫିଚର ଫୋନଗୁଡ଼ିକ ପାଇଁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଚାଲୁ କରିବାକୁ ବାର୍ତାଳାପଭିତିକ ଯୋଗାଯୋଗର ପ୍ଲାଟଫର୍ମ ଗପସପର ମାଲିକାନାରେ ଥିବା ‘ଜିଏସପପେ’ ଟେକ୍ନୋଲୋଜି ଷ୍ଟାକରୁ ଏକ ଆଇପି କିଣିବା ବିଷୟରେ ଘୋଷଣା କରିଛି । ଜିଏସପେ ହେଉଛି ଫିଚର ଫୋନଗୁଡ଼ିକ…
ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ’କୁ ଫେରିଲେ ସିଦ୍ଧୁ
ମୁମ୍ବାଇ, : ବଲିଉଡର ଜଣାଶୁଣା କମେଡିଆନ୍ କପିଲ ଶର୍ମାଙ୍କ ଲୋକପ୍ରିୟ ଶୋ' ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ଏହାର ତୃତୀୟ ସିଜିନ୍ ସହିତ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛି । ଏହି ସମୟରେ, ଶୋ'ର ନିର୍ମାତାମାନେ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରକୃତରେ, ନବଜୋତ ସିଂହ ସିଦ୍ଧୁ ଏହି ନୂତନ…
ଅନ୍ତର୍ଜାତୀୟ କ୍ରିକେଟରୁ ନିକୋଲସ ପୂରନଙ୍କ ଅବସର
ନୂଆଦିଲ୍ଲୀ, : ଟି-୨୦ କ୍ରିକେଟରେ ଅନ୍ୟତମ ବିସ୍ଫୋରକ ବ୍ୟାଟର ତଥା ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ନିକୋଲସ ପୂରନ ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି । ମାତ୍ର ୨୯ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଏହାର ଅର୍ଥ ୱେଷ୍ଟଇଣ୍ଡିଜ ପାଇଁ ପୂରନଙ୍କୁ…
ଆଇସିସି ହଲ୍ ଅଫ୍ ଫେମରେ ମହେନ୍ଦ୍ର ସିଂହ ଧୋନୀ
ନୂଆଦିଲ୍ଲୀ, ୧୦ା୬: କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଇସିସି ହଲ୍ ଅଫ୍ ଫେମରେ ସାମିଲ କରିଛି । ମହେନ୍ଦ୍ର ସିଂହ ଧୋନୀ ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହେବାରେ ୧୧ତମ ଭାରତୀୟ କ୍ରିକେଟର ।…