Browsing Category

ନ୍ୟୁଜ୍ ବୁଲେଟିନ୍

ଭାରତରେ ତିଆରି ହେବ ରାଫେଲ୍‌: ଟାଟା-ଡାସଲଟ୍ ସହ ବୁଝାମଣା

ନୂଆଦିଲ୍ଲୀ,: ଫ୍ରାନ୍ସର ଅଗ୍ରଣୀ ପ୍ରତିରକ୍ଷା କମ୍ପାନୀ ଡାସଲଟ ଆଭିଏସନ୍ ଏବଂ ଭାରତର ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍‌ (ଟିଏଏସଏଲ୍‌) ରାଫେଲ୍ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଚାରୋଟି ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହା ଅଧୀନରେ, ରାଫେଲ୍ ଜେଟ୍‌ର…

ସ୍ନାନ ପୂର୍ଣ୍ଣିମା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ନିୟୋଜିତ ହେବ ୭୦ ପ୍ଲାଟୁନ ଫୋର୍ସ

ପୁରୀ, ୫ା୬: ଆସନ୍ତା ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନ ବେଦୀକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନଯାତ୍ରାକୁ ଶୃଙ୍ଖଳିତ ପରି·ଳନା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି । କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର ଗୁରୁବାର…

ଜୟପାଟଣା ଅଞ୍ଚଳ ରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ୪ ଗିରଫ ।

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଲାଖବାହାଳି କ୍ରସର ୟୁନିଟ ନିକଟରୁ ବିସ୍ଫୋରକ ଭର୍ତ୍ତି ଥିବା ଦୁଇ ଗାଡି ଜବତ କରାଯାଇଛି।ଏହି ଗାଡି ରେ ୬୫୦୦ କେଜି ବିସ୍ଫୋରକ ସହ ୧୧୫ ଟି ଡ଼ିଟୋନେଟର ଜବତ, ୪ ଗିରଫ l କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଲାଖବାହାଳୀ କ୍ରସର ରେ ଗୋଟିଏ ଟ୍ରକ…

ଟ୍ରକ କୁ ପଛ ପଟୁ ପିଟି ଯାତ୍ରୀବାହୀ ବସ ଦୁର୍ଘଟଣା, ଜଣେ ମୃତ,୫ ଗୁରୁତର ,ପୁଲିସ ର ତଦନ୍ତ ଜାରି।

ଧର୍ମଗଡ଼ : ଭୁବନେଶ୍ୱର ରୁ ଉମର କୋଟ ଯାଉଥିବା ରଘୁନାଥ ନାମକ ବସ ନମ୍ବର (ଓଡ଼ି ୨୫ ଜେ ୦୯୬୬) କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଆଜି ଭୋର ସମୟରେ ରାସ୍ତା କଡ଼ ରେ ପୂର୍ବରୁ ଛିଡା ହୋଇଥିବା ମାଲ ବୋଝେଇ ଏକ ଟ୍ରକ ନମ୍ବର (ୱବୁ ବି ୩୩ ଇ ୯୪୫୫) କୁ…

ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ କଳାହାଣ୍ଡି ଜିଲ୍ଲାର ୯ ଜଣ ପ୍ରକୃତି ପ୍ରେମୀ।

ଧର୍ମଗଡ଼, ଚଳିତ ବର୍ଷର କଳାହାଣ୍ଡି ଜିଲ୍ଲାର ୯ ଜଣ ପ୍ରକୃତି ପ୍ରେମୀ ଯୁବକ ଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଭବାନୀପାଟଣା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରୁ ଯଶୋବନ୍ତ ରଣା,ଧର୍ମଗଡ଼…

ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ଏକଲ ଅଭିଯାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଧର୍ମଗଡ଼, କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡାମୁଣ୍ଡା ଗ୍ରାମ ରେ ଏକଳ ଅଭିଯାନ ତରଫରୁ ବିଶ୍ବ ପର୍ଯ୍ୟାବରଣ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।ଏହି କାର୍ଯ୍ୟକ୍ରମ କୁ ଭବାନୀପାଟଣା ଗତିବିଧି ପ୍ରମୁଖ ଘନଶ୍ୟାମ ଭାଟି,କୋକସରା ବ୍ଲକ ସଞ୍ଚ ପ୍ରମୁଖ ସୁରେନ୍ଦ୍ର…

ଗୁପ୍ତଚର ସନ୍ଦେହରେ ପୁଣି ଜଣେ ୟୁଟ୍ୟୁବର୍ ଗିରଫ: ଜ୍ୟୋତିଙ୍କ ସହିତ ଥିଲା ବଡ଼ ଲିଙ୍କ

ନୂଆଦିଲ୍ଲୀ,: ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ । ପଞ୍ଜାବର ଜଣେ ୟୁଟ୍ୟୁବରଙ୍କୁ ଗୁପ୍ତଚର ସନ୍ଦେହରେ ଗିରଫ କରିଛି ପୁଲିସ୍ । ଭାରତରେ ରହି ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅନେକ ଜଣଙ୍କୁ ପୂର୍ବରୁ ପୁଲିସ୍ ଗିରଫ କରିଛି । ସେମାନଙ୍କ ମଧ୍ୟରେ କିଛି ୟୁଟ୍ୟୁବର୍ ବି ଅଛନ୍ତି ।…

ଜୁନ୍ ୫ ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବା : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,: ‘ଏକ୍‌ ପେଡ୍ ମା\' କେ ନାମ୍‌’ ଅର୍ଥାତ୍ ମା\'ଙ୍କ ନାମରେ ଗୋଟିଏ ଗଛ ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା । ଚଳିତବର୍ଷ ଏହି ବୃହତ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ ମା’ଙ୍କ ନାମରେ ଗୋଟିଏ ଗଛ ୨.୦ର ଶୁଭାରମ୍ଭ ହେଉଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ଜୁନ…

ବ୍ଲକରେ ମ୍ୟାଲେରିଆ ସ୍ଥିତି ଚିନ୍ତାଜନ: ଗାଁରେ ୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ଲାଞ୍ଜିଗଡ, : କିଛିଦିନ ହେଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ମଝିରେ ମଝିରେ କାଳବୈଶାଖ ଯୋଗୁଁ ବର୍ଷା ଓ ବଜ୍ରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତେବେ ଗ୍ରୀଷ୍ମପ୍ରବାହ ଓ ବର୍ଷା ବିତ୍ପାତ ଦେଖା ଦେଇଥିବା ବେଳେ ବର୍ତ୍ତମାନ ଏବେ ବ୍ଲକର…

ଏକବର୍ଷ ସରକାରର ପୂର୍ତ୍ତି ପାଇଁ ପ୍ରସ୍ତୁତ

ଅନୁଗୁଳ, : କେନ୍ଦ୍ରରେ ମୋଦି ସରକାରର ୧୧ ବର୍ଷ ଓ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ୧ ବର୍ଷ ସରକାରର ବର୍ଷ ପୂର୍ତ୍ତିକୁ ଧୂମଧାମରେ ପାଳିବ । ବିଜେପି ସେବା ସୁଶାସନ ଓ ଗରିବ କଲ୍ୟାଣର କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟର ୧ ବର୍ଷ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଇଁ ବୁଧବାର ବିଜେପି ଜିଲ୍ଲା…