Browsing Category

ଭିଡ଼ିଓ

ବ୍ରହ୍ମପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ଗଞ୍ଜାମ, ୨୩ ଡିସେମ୍ବର : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ତୃପ୍ତିନଗର ତୃତୀୟ ଲାଇନରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ରଞ୍ଜିତ ପାତ୍ର । ରଞ୍ଜିତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ବଡ଼ବଜାର ଥାନାରେ ଅଭିଯୋଗ…

ଅମ୍ରିତ ଅପହରଣ ଘଟଣା ର ପର୍ଦାଫାଶ ,ମାଷ୍ଟରମାଇଣ୍ତ ଦୁଇଭାଇ ସମେତ ,୩ ଗିରଫ

୧୨ ବର୍ଷ ର ନାବାଳକ ଅମ୍ରିତ ନିଖୋଜ ଘଟଣାର ପର୍ଦ୍ଦା ଫାସ୍ । ସେହିଗ୍ରାମର  ସନ୍ତୋଷ ପଣ୍ତା ଙ୍କ  ବଡ଼ପୁଅ ଭକ୍ତଦର୍ଶନ ପଣ୍ତା ଓ ସାନପୁଅ ସ୍ବପ୍ନପ୍ରସାଦ ପଣ୍ତା ଅମ୍ରିତ ଅପହରଣ ଘଟଣାର ମାଷ୍ଟରମାଇଣ୍ତ ଥିବାବେଳେ ସୁରେନ୍ଦ୍ର ପାଣିଗ୍ରାହୀଙ୍କ କଲେଜ ପଢୁଆ ପୁଅ ସୁନୀଲ ପାଣିଗ୍ରାହୀ ତାଙ୍କୁ…

ପ୍ରଥମେ ସ୍ୱାମୀ ପରେ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ସୁକାନ୍ତଙ୍କ ପତ୍ନୀ

ମୋ ସୁନାର ସଂସାର ଉପରେ କାହାର  ନଜର ଲାଗିଗଲା। ପ୍ରଥମେ ଭଗବାନ ମୋ ସ୍ୱାମୀକୁ ନେଇଗଲେ, ଏବେ ପୁଅକୁ ନେଇଗଲେ। ଭଗବାନ ବହୁତ ନିଷ୍ଠୁର। ଯେପରି ସବୁ ଦୁଃଖ ମୋ ଭାଗ୍ୟରେ ଲେଖି ଦେଇଛନ୍ତି। ମୁଁ କିପରି ବଞ୍ଚିବ? ଏ ଦୁନିଆରେ ମୋର  ଆଉ କିଏ ଅଛି? ଏଇ କଥା କହୁଛନ୍ତି କାନ୍ଦିକାନ୍ଦି ଗଡ଼ିଯାଉଛି …

ପ୍ରାଚୀନ କଟାସରାଜ ମନ୍ଦିରର ଦର୍ଶନ ପାଇଁ ହିନ୍ଦୁ ମାନଙ୍କର 200 ଜଣିଆ ଦଳ ଆଜି ପାକିସ୍ତାନ ଯିବ

ନୂଆଦିଲ୍ଲୀ, 20 ଡିସେମ୍ବର : ହିନ୍ଦୁ ମାନଙ୍କର 200 ଜଣିଆ ଦଳ ଆଜି ପାକିସ୍ତାନର ପ୍ରାଚୀନ କଟାସରାଜ ମନ୍ଦିରର ଦର୍ଶନ ପାଇଁ ଅଟାରୀ -ୱାଘା ସୀମା ଦେଇ ପାକିସ୍ତାନକୁ ପ୍ରବେଶ କରିବେ ଓ 25 ତାରିଖ ଦିନ ପ୍ରତ୍ୟାବର୍ତନ କରିବେ ।

ଯବାନଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ : ଏକେ-୪୭ ରାଇଫଲ୍ ଓ ୨ ପିସ୍ତଲ ଜବତ

କାଶ୍ମୀର, ୨୦ ଡିସେମ୍ବର - ଜମ୍ମୁ-କାଶ୍ମୀରର ଶୋପିୟାଂ ଜିଲ୍ଲାରେ ଆଜି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ବେଳେ ଯବାନଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାଣ ହରାଇଥିବା ତିନି ଆତଙ୍କବାଦୀ ଆତଙ୍କୀ ସଂଗଠନ ଲସ୍କର- ଏ - ତୈୟବା ସଂଗଠନର ବୋଲି ଜଣାପଡିଛି । ସେମାନଙ୍କ…

ସାନ୍ତାଳି ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ଦାବିରେ ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା-ରାଇରଙ୍ଗପୁର, ୨୦ ଡିସେମ୍ବର - ସାନ୍ତାଳି ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ଓ ସାନ୍ତାଳି ଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଆଦି ବିଭିନ୍ନ ଦାବି ନେଇ ମାସା ଆର୍ମି ପକ୍ଷରୁ ଆଜି ୧୨ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ ହେଉଛି । ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି…

‘ପଠାନ’ ଫିଲ୍ମ କୁ ନେଇ ଆରମ୍ଭ ହୋଇଛି ରାଜନୀତି

'ପଠାନ' ଫିଲ୍ମ କୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି I ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ 'ପଠାନ' କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ହିନ୍ଦୁ ସଂଗଠନ ଫିଲ୍ମର ବେଶରମ ରଙ୍ଗ ଗୀତକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଥିବାବେଳେ ମଧ୍ୟପ୍ରଦେଶରେ…

ଚିଲିକା ଓ ମା କାଳିଜାଈ

ପୁରୀ, ୧୮ ଡିସେମ୍ବର - ଉତ୍କଳ କମଳ ବିଳାସ ଦୀର୍ଘିକା -ମରାଳ ମାଳିନୀ ନିଳାମ୍ବୁ ଚିଲିକା । ଏସିଆ ମହାଦେଶର ବୃହତମ ହ୍ରଦ ଭାବେ ଚିଲିକା ପରିଚିତ । ଚିଲିକା ମଧ୍ୟରେ ମକର ପର୍ବତରେ ବିଜେ କରିଛନ୍ତି ମା କାଳିଜାଈ । ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ମା’ଙ୍କ ମହିମା ଅପରୂପ ଚିଲିକା…

ରାସ୍ତା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

ପୁରୀ, ୧୬ ଡ଼ିସେମ୍ବର - ଏକ ରାସ୍ତା ଦୁର୍ଘଟଣାରେ ଅବକାରୀ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ପର୍ଶୁରାମ ମହାନ୍ତିଙ୍କ ବିଧବା ପତ୍ନୀ ସନ୍ଜୁକ୍ତା ମହାନ୍ତିଙ୍କୁ ୨୧ ଲକ୍ଷ ୯୮ ହଜାର ୨୦ ଟଙ୍କା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ…

ମହିଳା ଭିକ୍ଷୁକଙ୍କ ବଦାନ୍ୟତା , ମନ୍ଦିର ପାଣ୍ଠିକୁ ଦାନ କଲେ ଏକ ଲକ୍ଷ ଟଙ୍କା

କନ୍ଧମାଳ, ୧୬ ଡିସେମ୍ବର - କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷୀୟା ମହିଳା ଭିକ୍ଷୁକ ମନ୍ଦିରକୁ ଦାନ କରିଛନ୍ତି ଏକ ଲକ୍ଷ ଟଙ୍କା । ଏ ଦୁନିଆରେ ସମସ୍ତେ ଧନ ସମ୍ପତ୍ତି ଅର୍ଜନ ପାଇଁ ନ ଖାଇ ନ ପିଇ…