Browsing Category

ଭିଡ଼ିଓ

ବିଶ୍ଵକପ ହକି-୨୦୨୩ ପ୍ରସ୍ତୁତି କାର୍ଯ୍ୟର ତଦାରଖ କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା, ୧୭ ନଭେମ୍ବର - ବିଶ୍ଵକପ ହକି-୨୦୨୩ ର ପ୍ରସ୍ତୁତି କାର୍ଯ୍ୟ ରାଉରକେଲାରେ କିଭଳି ଚାଲିଛି ଏହାର ତଦାରଖ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ରାଉରକେଲାରେ ପହଂଚି ଥିଲେ । କୁହୁଡ଼ି ଯୋଗୁଁ ସେ…

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଂଜୀକରଣ ଜାରି , ଭାଗନେଇପାରିବେ ମହିଳା ପ୍ରାର୍ଥୀ

ଭୁବନେଶ୍ୱର, 17 ନଭେମ୍ବର  - ଅଗ୍ନିବୀରବାହୁ ନିଯୁକ୍ତି ପାଇଁ ଅନ୍ଲାଇନ୍ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍ଲାଇନ୍ ରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ…

ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ବର, 17 ନଭେମ୍ବର – ଦେଶର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ, ଲେଖକ ତଥା ସ୍ତମ୍ଭକାର ଅବସର ବେଉରିଆଙ୍କର ପରଲୋକ ହୋଇ ଯାଇଛି । ବୁଧବାର ବିଳମ୍ବିତ ରାତ୍ରୀରେ ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି।…

୩୦ ଲକ୍ଷ ଟଙ୍କାର ଚୋରା ମୋବାଇଲ ଜବତ, ଦୁଇ ଗିରଫ

ଗଞ୍ଜାମ , ୧୭ ନଭେମ୍ବର - ଗଞ୍ଜାମ ଜିଲା ଶେରଗଡର ପାଣିଗ୍ରାହି ଏସୋସିଏସନ ମୋବାଇଲ ଦୋକାନରୁ ଗତ ୫ ତାରିଖରେ ଚୋରୀ ହୋଇଥିବା ପ୍ରାୟ ୩୦ ଲକ୍ଷ ଟଙ୍କାର ୧୦୨ଟି ମୋବାଇଲକୁ ଜବତ କରିଛି ଶେରଗଡ ପୁଲିସ। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ ବିଶୋଇ ଓ ତାର ସହଯୋଗୀକୁ ଗିରଫ କରାଯାଇଛି। ଅନ୍ଯ…

ପ୍ରଦୂଷଣ ବଳୟରେ ଦେଶର ୧୩୨ ସହର

ବିଷ ବଳୟରେ ବିଶ୍ୱ ପ୍ରଦୂଷଣର ଧୂଳି ଧୂଆଁରେ ଅନେକ ସହର ପ୍ରଦୂଷଣର ବିଷାକ୍ତ ବଳୟ ଭିତରେ ଦେଶର ୧୩୨ ସହର । କେବଳ ଦିଲ୍ଲୀ ନୁହେଁ, ଦେଶର ବଡ଼ ବଡ଼ ସହରରେ ନିଃଶ୍ୱାସ ନେବା ଏବେ କଷ୍ଟକର ହୋଇପଡ଼ିଲାଣି । ବିଶୁଦ୍ଧ ବାୟୁ ଟିକେ ପାଇଁ ଲୋକେ ଛଟପଟ । ଯାନବାହନ ବୃଦ୍ଧି ସାଙ୍ଗକୁ ଅନବରତ…

ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ : ଅର୍ଜୁନ ରାମ ମେଘୱାଲ

ନୂଆଦିଲ୍ଲୀ, 16 ନଭେମ୍ବର : ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ । ଭୁବନେଶ୍ବର ଠାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋଶଲ ସାଇନ୍ସେସ (କିସ)…

କଟକ ବାଲିଯାତ୍ରାରେ ସିବିସି ପକ୍ଷରୁ ସ୍ବତନ୍ତ୍ର ପ୍ରଦର୍ଶନୀ

ନୂଆଦିଲ୍ଲୀ, 16 ନଭେମ୍ବର : କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି । ଏଥିରେ ଭାରତ ସରକାରଙ୍କ ସେବା, ସୁଶାସନ ଓ ଗରିବ…

କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା ଫସଲ ବୀମା : ସସ୍ମିତ ପାତ୍ର

ଭୁବନେଶ୍ୱର, 15 ନଭେମ୍ବର  – ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନୋରେନ୍ଦ୍ର ସିଂ ତୋମାର ଆଜି ଯେଉଁ ଟୁଇଟ୍ କରିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏଯାଏ…

୧୬ରେ ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୬ ତାରିଖ ଆଡକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିପାରିନାହିଁ ।…

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର, 14 ନଭେମ୍ବର - ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୁରଭଂଜ ଜିଲ୍ଲାର ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ଏକକାଳୀନ…