Browsing Category

ଭିଡ଼ିଓ

ଆଦିବାସୀଙ୍କ ଜୀବନଶୈଳୀ ଦେଖିବେ ରାଜଧାନୀବାସୀ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ । ଷ୍ଟଲ୍‌ ବୁଲି ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ…

ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ୍‌, ଅନ୍ତର୍ଜାତୀୟ କ୍ରିକେଟରେ ୨୫ହଜାର ରନ୍‌ ପୂରଣ କଲେ

ନୂଆଦିଲ୍ଲୀ : ରେକର୍ଡ କଲେ ବିରାଟ କୋହଲି । ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍‌ ପୂରଣ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍‌ ସ୍କୋର କରିଥିବା କୋହଲି ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି ।…

ଓଡିଶାର ୪୧ ଖଣିଜ ପ୍ରକଳ୍ପକୁ ସବୁଜ ସଂକେତ

ଭୁବନେଶ୍ୱର : ଖଣିଜ ସମ୍ପଦ ଭରା ରାଜ୍ୟ ଓଡିଶାକୁ ଗତ ୫ବର୍ଷ ମଧ୍ୟରେ ଏକାଧିକ ଖଣିଜ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି । ଅତିକମ୍‌ରେ ୪୧ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ଜଣାଯାଇଛି । ୨୦୧୭-୧୮ ରେ ୨ଟି ଖଣିଜ ବ୍ଲକ ଘରୋଇ କ୍ଷେତ୍ରକୁ ମିଳିଥିବାବେଳେ ରାଷ୍ଟ୍ରାୟତ…

ଏଲ୍‌ଏସିରେ ଚୀନର ରେଳଲାଇନ ନିର୍ମାଣ: ଭାରତ ପ୍ରତି ସତର୍କଘଣ୍ଟି

ନୂଆଦିଲ୍ଲୀ : ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ଏବଂ ଅକ୍ସାଇ ଚୀନ୍‌ ଅଞ୍ଚଳରେ ଚୀନ୍‌ ନୂଆ ରେଳଲାଇନ ନିର୍ମାଣ କରିବାକୁ ଯାଉଛି । ଯାହାକି ଭାରତ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି । ତିକ୍ରତ ଅଟୋନୋମସ ରିଜିଅନ (ଟିଏଆର) ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ସେଥିରେ କୁହାଯାଇଛି…

ପ୍ରତିଷ୍ଠା ହେବ ବିଜୁ ପଟ୍ଟନାୟକ ଏରୋସ୍ପେଶ୍‌ ଏକାଡେମୀ, ବର୍ଷକୁ ବାହାରିବେ ୫୦୦ ଦକ୍ଷ ପାଇଲଟ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାର ଗୁରୁତ୍ୱ ବୃଦ୍ଧି ପାଇଛି । ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବିମାନ ଚଳାଚଳ ସହ ସମ୍ଭାବ୍ୟ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବା ନେଇ ସରକାରୀ ସ୍ତରରେ କାର୍ଯ୍ୟ ·ଲିଛି । ଉଡ଼ାଣ ଯୋଜନାରୁ ଓଡ଼ିଶା…

ପ୍ରତି ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା

ଭୁବନେଶ୍ୱର : ରାଜ୍ୟର ୬୭୯୪ ଗ୍ରାମ ପଞ୍ଚାୟତ ମଧ୍ୟରୁ ଅଦ୍ୟାବଧି ୪୧୬୦ ଗ୍ରାମ ପଞ୍ଚାୟତରେ କୌଣସି ସ୍ଥାୟୀ ବ୍ୟାଙ୍କ ସେବା ନାହିଁ ଆଉ ୪ଟି ଗ୍ରାମ ପଞ୍ଚାୟତରେ ଆର୍ଥିକ ସେବାରେ କୌଣସି ପ୍ରାବଧାନ ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା…

ମୋଦିଙ୍କୁ ଭେଟିବେ ୩ ଦେଶର ମୁଖ୍ୟ

ନୂଆଦିଲ୍ଲୀ : ଆସନ୍ତା କିଛିଦିନ ମଧ୍ୟରେ ବିଶ୍ୱର ୩ ଜଣ ବଡ଼ ନେତା ଭାରତ ଗସ୍ତରେ ଆସିବେ । ଏଥିମଧ୍ୟରୁ ଜର୍ମାନ ·ନ୍ସେଲର ଓଲାଫ ସ୍କୋଲଜ ଫେବୃୟାରୀ ୨୫-୨୬ରେ ଭାରତ ଗସ୍ତ କରିବେ । ତା'ପରେ ମାର୍ଚ୍ଚ ୨ରେ ଇଟାଲୀର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ପରେ ଅଷ୍ଟ୍ରେଲୀୟ…

କଥା ଦେଇ କଥା ରଖିଲେ ନବୀନ, ବର୍ଷକ ଭିତରେ ପଦ୍ମପୁର ଜିଲ୍ଲା

ଝାରବନ୍ଧ : ବର୍ଷକ ମଧ୍ୟରେ ପଦ୍ମପୁର ହେବ ଜିଲ୍ଲା । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଡିସେମ୍ବରରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି । ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ସମାବେଶରେ…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ, ଦଳର ସମ୍ମାନ ରଖିଲେ ଅକ୍ଷର ଓ ଅଶ୍ୱିନ

ନୂଆଦିଲ୍ଲୀ : ବଡ଼ ବିପର୍ଯ୍ୟୟରୁ ଭାରତକୁ କିଛି ମାତ୍ରାରେ ବଞ୍ଚାଇ ଦେଇଛନ୍ତି ଦୁଇ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ । ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ·ଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।…

ଦ୍ୱିତୀୟ ଟେଷ୍ଟ ଅଧାରୁ ଦଳରୁ ବାଦ୍‌ ପଡିଲେ ୱାର୍ଣ୍ଣର

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ·ଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍‌ ଡେଭିଡ ୱାର୍ଣ୍ଣର ଟେଷ୍ଟରୁ ବାଦ୍‌ ପଡିଛନ୍ତି । ୱାର୍ଣ୍ଣରଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା, ଯେଉଁଥିପାଇଁ ଟିମରୁ ବାଦ୍‌ ପଡିଛନ୍ତି ।…