Sign in
Sign in
Recover your password.
A password will be e-mailed to you.
Browsing Category
ଭିଡ଼ିଓ
ତୁର୍କୀରୁ ଫେରିଲେ ‘ଅପରେସନ ଦୋସ୍ତ’ ହିରୋ
ଅଙ୍କାରା : ଭୂକମ୍ପ ପ୍ରପୀଡ଼ିତ ତୁର୍କୀରେ ୧୦ ଦିନ ଧରି ଉଦ୍ଧାର କାର୍ଯ୍ୟ ପରେ ଭାରତୀୟ ଉଦ୍ଧାରକାରୀ ଦଳ ସ୍ୱଦେଶ ଫେରିଆସିଛନ୍ତି । ସେମାନଙ୍କୁ ଉସିତ ସ୍ୱାଗତ କରାଯାଇଛି । ତୁର୍କୀ ସରକାର ଭାରତକୁ ପୁଣି ଭୂୟସୀ ପ୍ରଶଂସା କରିଛନ୍ତି । ଉଦ୍ଧାର ଅଭିଯାନରେ ଏନ୍ଡିଆରଏଫ୍ ଏବଂ ଡଗ୍ ସ୍କ୍ୱାଡ୍…
ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ ପରେ ଛନକା ସମୁଦ୍ରରେ ବୁଡ଼ିଯିବ ଉପକୂଳ ଓଡ଼ିଶା !, ଗୋପାଳପୁର-ପାରାଦୀପ-ଭଦ୍ରକ ଓ…
ଭୁବନେଶ୍ୱର: ଓଡ଼ିଶା ଉପକୂଳ ପାଇଁ ବଢ଼ୁଛି ବିପଦ । ବଙ୍ଗୋପସାଗର ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି । ଅଧିକାଂଶ ଉପକୂଳିଆ ଜିଲ୍ଲା ଆଗକୁ ଜଳମଗ୍ନ ହେବାକୁ ଯାଉଛି । ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟର ଅନେକ ଉପକୂଳିଆ ଜିଲ୍ଲା ପାଇଁ ଆସନ୍ନ ବିପଦ ଚିନ୍ତା ବଢ଼ାଇଛି । ମୁଖ୍ୟତଃ…
ପେନ୍ସିଲ କଟର-ପାଣିଗୁଡ଼ ଓ ଟ୍ରାକିଂ ଡିଭାଇସ୍ ଉପରେ ଜିଏସ୍ଟି ହ୍ରାସ, ୬ ରାଜ୍ୟ ପାଇଁ ୧୬ହଜାର ୯୮୨ କୋଟି ଟଙ୍କା…
ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି କାଉନସିଲର ୪୯ ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପେନସିଲ୍ କଟର ବା ପେନସିଲ କଳ ଓ ପାଣିଗୁଡ଼ ଉପରେ ଜିଏସଟି ହ୍ରାସ କରିବା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପେନସିଲ୍…
ପଦ୍ମପୁରରୁ ମିଶନ ପଶ୍ଚିମ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିନିକିଆ ବରଗଡ଼ ଗସ୍ତରେ ଯିବେ । ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେହିପରି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଚେକ୍…
ଓଡ଼ିଶା କ୍ରାଇମ୍ ରେକର୍ଡସ୍ ବ୍ୟୁରୋକୁ ତିନୋଟି ଜାତୀୟ ପୁରସ୍କାର
ଭୁବନେଶ୍ୱର : ଭୋପାଳଠାରେ ଅନୁଷ୍ଠିତ ୬୬ତମ ସର୍ବଭାରତୀୟ ପୋଲିସ୍ ଡ୍ୟୁଟି ମିଟ୍୨୦୨୩ରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋକୁ ତିନୋଟି ଜାତୀୟ ପୁରସ୍କାର ମିଳିଛି । ଆଇସିଜେଏସ୍ ରେ ଏଫ୍ଏସ୍ଏଲ୍ ର ସଂଯୋଗୀକରଣ ପାଇଁ ଦ୍ୱିତୀୟ ପୁରସ୍କାର,କ୍ରାଇମ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ରେ ଉତମ…
ଗାଁ-ଗାଁରେ ପହଞ୍ଚିବ ଏଫଏମ ରେଡିଓ
ନୂଆଦିଲ୍ଲୀ: ଆଜିର ସମୟକୁ ଓଟିଟିର ଯୁଗ ବୋଲି କୁହାଯାଉଛି । ନେଟଫ୍ଲିକ୍ସ, ଡିଜନୀ ହଟ୍ଷ୍ଟାର ସହ ଡର୍ଜନରୁ ଅଧିକ ଓଟିଟି ପ୍ଲାଟଫର୍ମ ରହିଛି । ଏଥିରେ ୟୁଜର ନିଜ ମନ ପସନ୍ଦର ସିରିଜ ଏବଂ ଫିଲ୍ମ ଦେଖିପାରନ୍ତି । ଓଟିଟିର ଲୋକପ୍ରିୟତାକୁ ଦେଖି ବଲିଉଡ୍ କଳାକାର ମଧ୍ୟ ଏଥିରେ ଅଭିୟନ କରୁଛନ୍ତି ।…
ଖ୍ରୀଷ୍ଟିଆନ୍ ପରେ ହିନ୍ଦୁ ରୀତିନୀତିରେ ବିବାହ କଲେ ହାର୍ଦ୍ଦିକ-ନତାଶା
ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । ଭାଲେଣ୍ଟାଇନ୍ସ ଡେ'ରେ ଅର୍ଥାତ୍ ଫେବୃଆରୀ ୧୪ରେ ନତାଶା ଷ୍ଟାନକୋଭିକ୍ ସହ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିବା ବେଳେ ୧୬ ଫେବୃଆରୀରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଏହି ପୂରା…
ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଆଉ ୧୨ ଚିତା ବାଘ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ବାଘଙ୍କ ଏକ ଦଳ ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କକୁ ଆସିବେ । ଚିତାଙ୍କୁ ଆଣିବା ପାଇଁ ଭାରତୀୟ ୟୁସେନାରଏକ ବିଶେଷ ବିମାନ ସି-୧୭ ଗ୍ଲୋବମାଷ୍ଟର ଶୁକ୍ରବାର ସକାଳେ ଦକ୍ଷିଣ ଆଫ୍ରିକା ଯାଇଛି । ରାତି ୮ଟା ବେଳେ ଚିତା ବାଘଙ୍କୁ ନେଇ ବିମାନ…
କିଟ୍ର ବିଭିନ୍ନ ଷ୍ଟାଡିୟମ୍ ଓ ଭିତ୍ତିଭୂମି ଲୋକାର୍ପିତ
ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍ ତଥା କିସ୍ ଭୁବନେଶ୍ୱରର ଚତୁର୍ଥ କ୍ୟାମ୍ପସକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ କିଟ୍ର ବିଭିନ୍ନ ଷ୍ଟାଡିୟମ୍ ଓ…
ଆଜି ମହାଶିବରାତ୍ରୀ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା
ଭୁବନେଶ୍ୱର : ରାତି ପାହିଲେ ଜାଗର । ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୋଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ୱାର ଦେଇ ପ୍ରବେଶ କରି ଦର୍ଶନ କରିବେ…