Sign in
Sign in
Recover your password.
A password will be e-mailed to you.
Browsing Category
ଭିଡ଼ିଓ
ଅଇଘରା ପୁନେଇଁ
ପୁରୀ, ୫ ଫେବୃଆରୀ - ଅଗ୍ନ୍ୟୁତ୍ସବ, ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ…
ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି
ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ମତଭେଦ ଚାଲିଥିବା ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଅନୁମୋଦନର କିଛି ଘଣ୍ଟା ପୂର୍ବରୁ ସରକାର ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଶୀଘ୍ର ନୂତନ…
ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା ମନ୍ତ୍ରକୁ ବୁଝିଲେଣି ବିରୋଧୀ, ଓଡ଼ିଶାର ବିକାଶ ପୁରୁଷ ନବୀନ
ଗଠନ ହେବ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା । ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ସବୁଠି ଗଡ଼ିବ ବିକାଶର ରଥ । ବିକାଶମୂଳକ କାମରେ ରହିବନି ରାଜନୈତିକ ବାଛବିଚାର । ୨୫ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତ୍ରକୁ ବିରୋଧୀ ବୁଝିଲେଣି ।…
କୋରାପୁଟ ପାଇଁ ଖୋଲିଲା ବିକାଶର ପେଡ଼ି, ୧୬୦୦ କୋଟିର ପ୍ୟାକେଜ୍ ଭେଟି
କୋରାପୁଟ ବିକାଶର ନୂଆ ଅଧ୍ୟାୟ । କୋରାପୁଟକୁ ୧୬୦୦ କୋଟିର ପ୍ରକଳ୍ପ ଭେଟି । ୧୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ । ଭିତ୍ତିଭୂମି ବିକାଶ ଜରିଆରେ…
ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ: ଆଲର୍ଟ ଜାର
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି । ଏନ୍ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି । ଏନ୍ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି । ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି । ସୂଚନା ମୁତାବକ, ଏନ୍ଆଇଏର…
ରିଲିଜ୍ ହେଲା “ଦମନ୍’ର ହିନ୍ଦୀ ଭର୍ସନ
ଭୁବନେଶ୍ୱର, : ଅପେକ୍ଷାର ହେଲା ଅନ୍ତ । ସବୁ ପ୍ରତୀକ୍ଷା ଏବଂ ଉତ୍କଣ୍ଠାରେ ପଡ଼ିଛି ପୂର୍ଣ୍ଣଛେଦ । ଓଡ଼ିଅ ।ର ବ୍ଲକ୍ବଷ୍ଟର ଚଳଚ୍ଚିତ୍ର \"ଦମନ\' ଏବେ ହିନ୍ଦୀରେ ଅ ।ସିଯାଇଛି । ସାରା ଦେଶରେ ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ଭର୍ସନ । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ୱାଇ…
ଦେଶର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ଉଜ୍ୱଳ – ସୀତାରମଣ
ନୂଆଦିଲ୍ଲୀ, 01 ଜାନୁଆରୀ – କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ ତାଙ୍କର ବଜେଟ ଅଭିଭାଷଣରେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ସଠିକ ରାସ୍ତାରେ ଯାଉଛି । ଭାରତୀୟ ଅର୍ଥନୀତିର…
ଛୋଟ ମଣିଷ ଛୁଆକୁ ଝୁଣି ଝୁଣି ଖାଇଲା କୁକୁର
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସାଳୟ ବିଭାଗ ସମ୍ମୁଖରେ ଆଜି ସକାଳେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଚିକିତ୍ସାଳୟର ପଛପଟେ ଏକ ନବଜାତ ଶିଶୁ ପୁତ୍ରକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ। ତତ୍କ୍ଷଣାତ୍ ସେମାନେ କୁକୁର ମୁହଁରୁ ଛୁଆଟିକୁ…
ବାଣପୁର ଛାତ୍ର ଆଶୁତୋଷ ହତ୍ୟା ଘଟଣା : ପ୍ରତିଶୋଧ ନେବାକୁ ଯାଇ ତାଙ୍କୁ ହତ୍ୟା କରାଯାଇଥିଲା- ଖୋର୍ଦ୍ଧା ଏସପି
ଖୋର୍ଦ୍ଧା, ୨୮ ଜାନୁଆରୀ - ୨ ଦ୍ଵିତୀୟ ବର୍ଷ ଛାତ୍ର ଆଶୁତୋଷ ମହାପାତ୍ର ହତ୍ୟା ଘଟଣାର ତଦନ୍ତ ଜାରୀ ରଖିଛି ବାଣପୁର ପୋଲିସ । ପୋଲିସ ଜବତ କରିଥିବା ଆଶୁତୋଷଙ୍କ ମୋବାଇଲ୍ ଫୋନ୍ କୁ ରାଜ୍ୟ ଫରେନସିକ୍ ଲାବ୍ କୁ ପଠାଯାଇଛି । କଲ୍ ଡିଟେଲସ୍, ଭିଡ଼ିଓ ଓ ଚାଟ୍ ରୁ ହତ୍ୟାକାଣ୍ଡ ସମ୍ପର୍କିତ କିଛି…
ଆମୋନିଆ ଗ୍ୟାସ୍ ଲିକ୍ ହେଲେ କେମିତି କରାଯିବ ଆୟତ୍ତ
ହେଇଗଲା ଆମୋନିଆ ଗ୍ୟାସ୍ ଲିକ୍ | ସଙ୍ଗେ ସଙ୍ଗେ ବାଜି ଉଠିଲା ସାଇରନ | ମାତ୍ର୍ କେଇ ମିନିଟ ଭିତରେ ଛୁଟି ଆସିଲେ ସମସ୍ତେ | ଚାଲିଲା କସରତ | ଆଉ ଅକ୍ଲାନ୍ତ ପରିଶ୍ରମ ପରେ ଲିକ୍ କୁ ବନ୍ଦ କରାଗଲା | ଏହା ଶତସତୀକା ନଥିଲା , ଏହା ଥିଲା ମକଡ୍ରିଲ୍ |
ପାରାଦୀପ୍ ଇଫକୋ ସାର କାରଖାନା…