Sign in
Sign in
Recover your password.
A password will be e-mailed to you.
Browsing Category
ଭିଡ଼ିଓ
ପତ୍ନୀକୁ ହତ୍ୟା କଲା ସ୍ଵାମୀ
ଜୟପୁର, ୨୭ ଜାନୁଆରୀ - ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ…
ଅଣ୍ଡର ୧୯ ମହିଳା ବିଶ୍ୱକପ, ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲରେ ଭାରତ
ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ କମାଲ କରିଛନ୍ତି ଭାରତୀୟ ଦଳ। ପ୍ରଥମଥର ପାଇଁ ଅଣ୍ଡର ଟି-୨୦ ମହିଳା ବିଶ୍ୱକପ ଖେଳା ଯାଉଥିବା ବେଳେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆଜିର ସେମି ଫାଇନାଲ ମ୍ୟାଚ୍ରେ ଭାରତ ଏକତରଫା ଭାବେ…
ବିଜେପିର ଆଦିବାସୀ ବିରୋଧୀ ମନୋଭାବକୁ ବିଜେଡ଼ିର ବିରୋଧ
ସବୁବେଳେ ଆଦିବାସୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପହଞ୍ଚାଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ତେବେ ବିଜେପିର ଆଦିବାସୀ ବିରୋଧୀ ମନୋଭାବ ଆଦିବାସୀଙ୍କୁ ଆଘାତ ଦେଇଛି ।…
ଟେନିସରୁ ବିଦାୟ ନେଲେ ସାନିଆ ମିର୍ଜା
ସନ୍ନ୍ୟାସ ନେଲେ ସାନିଆ । ଟେନିସରୁ ବିଦାୟ ନେଲେ ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟର ମିକ୍ସଡ ଡବଲ୍ସ ଫାଇନାଲରେ ସାନିଆ ଓ ତାଙ୍କ ଯୋଡ଼ିଦାର ବୋପାନ୍ନାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେବେ ଅଷ୍ଟ୍ରେଲିଆ ଓପନରେ ରନର୍ସଅପ୍ ସହ…
ବିବାହ ବନ୍ଧନରେ ବାନ୍ଧିହେଲେ ଷ୍ଟାର କ୍ରିକେଟର ଅକ୍ଷର ପଟେଲ
ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ନିଜ ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗୁଜରାଟର ବଦୋଦରାରେ ଆୟୋଜିତ ବିବାହ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ରବୀନ୍ଦ୍ର ଜାଡେଜା ଆହତ ହେବା ପରେ ନିୟମିତ ଭାରତୀୟ ଦଳ ପାଇଁ ଖେଳି ଆସୁଥିବା ଅକ୍ଷର ନିଜର…
ପୁଣି ଋଷ କଲା ଜୋରଦାର ଆକ୍ରମଣ, ମିସାଇଲ ମାଡ଼ରେ ୧୧ ମୃତ
ପୁଣିଥରେ ୟୁକ୍ରେନ ବିରୋଧରେ ନିଜର ହମଲାକୁ ଜୋରଦାର କରିଛି ରୁଷ। ଗୁରୁବାର ରୁଷର ଘନଘନ ମିସାଇଲ ଓ ଡ୍ରୋନ ହମଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରୁଷର ମିସାଇଲ ମାଡ଼…
ଆତଙ୍କ ଖେଳାଇଲା ବୁଲା କୁକୁର, ୮୦ ଲୋକଙ୍କୁ କଲା ଆହତ
ଆତଙ୍କ ଖେଳାଇଲା ବୁଲା କୁକୁର । ପ୍ରାୟ ୮୦ ଲୋକଙ୍କୁ କରିଛି ଆହତ । ଶିବଗଞ୍ଜ, ଶୀତଳା ତୋଳା, ମହାଦେବ ରୋଡ, ସଦର ହସ୍ପିଟାଲ ରୋଡରେ କୁକୁର କାମୁଡିବାରୁ ୮୦ ଲୋକ ଆହତ ହୋଇଛନ୍ତି । ତେବେ ଘଟଣାଟି ଘଟିଛି ବିହାର ଆରା ସହରରେ । ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ ସମେତ ଅନ୍ୟାନ୍ୟ ହସ୍ପିଟାଲରେ…
ଭାଙ୍ଗିବାରେ ଲାଗିଛି ପାକିସ୍ତାନର ଆର୍ଥିକ ମେରୁଦଣ୍ଡ
ପାକିସ୍ତାନରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଆର୍ଥିକ ସଙ୍କଟ । ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇବାରେ ଲାଗିଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ସରକାର ବିନିମୟ ମୂଲ୍ୟ ଉପରେ ନିଜର ଆଭିମୁଖ୍ୟ ହ୍ରାସ କରିବା ପରେ…
ଆଜିଠୁ ଆରମ୍ଭ, ଭାରତ-ନ୍ୟୁଜିଲାଣ୍ଡ T-20 ସିରିଜ୍
ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ମେନ୍ ଇନ ବ୍ଲୁ । ଆଜି ସନ୍ଧ୍ୟା ୭ଟାରେ ରାଞ୍ଚିରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍ । ସିରିଜରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ…
ପୁରୁଷ ହକି ବିଶ୍ବକପରେ ଆଜି ସେମିଫାଇନାଲ
ଆଜି ପୁରୁଷ ହକି ବିଶ୍ୱକପରେ ପ୍ରଥମ ସେମିଫାଇନାଲରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ସେହିପରି ବେଲଜିୟମ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଦ୍ବିତୀୟ ସେମିଫାଇନାଲରେ ମୁକାବିଲା ହେବ। କମ୍ପିବ କଳିଙ୍ଗ । ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ । ଆଜି କଳିଙ୍ଗ ଷ୍ଟାଡିୟମରେ…