Browsing Category

ମନୋରଞ୍ଜନ

କର୍ଣ୍ଣାଟକରେ ରିଲିଜ୍ ହେବନି ‘ଠଗ୍ ଲାଇଫ୍’

ହାଇଦ୍ରାବାଦ, ୩ା୬ : ମୁଁ କ୍ଷମା ମାଗିବି ନାହିଁ । ତାମିଲ-କନ୍ନଡ ଭାଷା ବିବାଦ ମଧ୍ୟରେ କ୍ଷମା ମାଗିବାକୁ ମନା କଲେ ଦକ୍ଷିଣ ତାରକା କମଲ ହାସନ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ କ୍ଷମା ମାଗିବେ ନାହିଁ । ଏପରି ସ୍ଥିତିରେ, ତାଙ୍କ ଫିଲ୍ମ ‘ଠଗ୍ ଲାଇଫ୍' ଏବେ କର୍ଣ୍ଣାଟକରେ ରିଲିଜ୍ ହେବ…

କାର୍ତ୍ତିକ-ଅନନ୍ୟାଙ୍କ ନୂଆ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରି

ମୁମ୍ବାଇ, ୩ା୬ : ଫିଲ୍ମ "ଭୂଲ୍ ଭୂଲୈୟା-୩' ପରେ ଅପକମିଙ୍ଗ୍ ରୋମାଣ୍ଟିକ୍ କମେଡି ଫିଲ୍ମ "ତୁ ମେରୀ ମେଁ ତେରା, ମେଁ ତେରୀ ତୁ ମେରା'ରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ । ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା । ଏବେ ପ୍ରଯୋଜକ କରନ ଜୋହର ଏହାର ରିଲିଜ୍ ତାରିଖ ମଧ୍ୟ ଚୂଡ଼ାନ୍ତ କରିଛନ୍ତି ।…

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧ା୬ (ହି.ସ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ…

ଲକ୍ଷ୍ମୀ ବସ ସହ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ଆହତ

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ କଦମ୍ବ ଛକଠାରେ ଆଜି ସକାଳ ୧୦ ଘଣ୍ଟା ସମୟରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସହିତ ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣଙ୍କ ଆହାତ ହୋଇ ପୋଲସରା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।…

“ପାଣି ଏବଂ ରକ୍ତ ଏକାଠି ବହିବ ନାହିଁ’: ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବଲିଉଡ୍ ତାରକା

ନୂଆଦିଲ୍ଲୀ, : ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ, ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟ ମଇ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ ଏବଂ ପହଲଗାମ୍ ଆତଙ୍କବାଦୀ…

ଆମିରଙ୍କ ମାଆଙ୍କୁ ଭେଟିଲେ ପ୍ରେମିକା ଗୌରୀ, ସମ୍ପର୍କକୁ ମିଳିଲା ମଞ୍ଜୁରୀ

ମୁମ୍ବଇ, : ୬୦ ବର୍ଷୀୟ ଆମିର ଖାନ୍ ଗତ କିଛି ଦିନ ଧରି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆମିର ଦୁନିଆ ଆଗରେ ସ୍ୱୀକାର କରିଛନ୍ତି ଯେ, ସେ ଗୌରୀ ସ୍ପ୍ରାଟ୍‌ଙ୍କୁ ଡେଟ୍ କରୁଛନ୍ତି । ଗୌରୀଙ୍କ ସହ ତାଙ୍କ ସମ୍ପର୍କ ଘୋଷଣା କରିବା ପରେ ଆମିର ଅଧିକାଂଶ ସମୟ ନିଜ…

ପାକିସ୍ତାନୀ ଡିଜାଇନରଙ୍କ ସହ ଫଟୋ ଶେୟାର କରି ଟ୍ରୋଲ ହେଲେ କରୀନା

ମୁମ୍ବାଇ, : ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧ ଶୀର୍ଷରେ ପହଞ୍ଚିଛି । ଏହି ସମୟରେ, ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ପାକିସ୍ତାନୀ ଡିଜାଇନର ଫରାଜ ମନନଙ୍କ ସହ ଫଟୋ ସାମ୍ନାକୁ ଆସିଥିଲା । ଏହି ଫଟୋଗୁଡ଼ିକ ଭାଇରାଲ ହେବା…

ପହଲଗାମ ଘଟଣାକୁ ନେଇ ସଲମାନ-ଶାହରୁଖଙ୍କ ପ୍ରତିକ୍ରିୟା

ମୁମ୍ବାଇ,: ପହଲଗାମ ଆତଙ୍କୀ ଆକ୍ରମଣ ଉପରେ ଜଣଙ୍କ ପରେ ଜଣେ ଷ୍ଟାରଙ୍କ ରିଆକ୍ସନ ସାମ୍ନାକୁ ଆସୁଛି । ଶାହରୁଖ ଖାନ ଏବଂ ସଲମାନ ଖାନ ବି ଏହାକୁ ନେଇ ପୋଷ୍ଟ କରିଛନ୍ତି । ସଲମାନ ଖାନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି ଏକ ନିର୍ଦ୍ଦୋଶକୁ ମାରିବା ପୂରା ଦୁନିଆକୁ ମାରିବା ସମାନ । ସଲମାନ…

ଡନ୍‌-୩\’ର ନାୟିକା ହେବେ କ୍ରିତି ସାନନ

ମୁମ୍ବାଇ, : ଅମିତାଭ ବଚ୍ଚନ ଓ ଶାହରୁଖ୍ ଖାନ୍‌ଙ୍କ ପରେ ବଲିଉଡର ନୂଆ ଡନ୍ ରଣବୀର ସିଂହ ହେବେ ବୋଲି ୨୦୨୪ରେ ଘୋଷଣା ହୋଇଥିଲା । \"ଡନ୍‌-୩\' ଜରିଆରେ ଦୀର୍ଘ ୧୦ ବର୍ଷ ପରେ ଫରହାନ ହଖ୍‌ତର ନିର୍ଦ୍ଦେଶନା ଦୁନିଆକୁ ଫେରୁଛନ୍ତି ବୋଲି ମଧ୍ୟ ଘୋଷଣା ହୋଇଥିଲା । ଫିଲ୍ମର ଫିମେଲ୍ ଲିଡ୍ ଭାବେ…

ସ୍ପିରିଟ୍‌\’ରେ ନିଜେ ଷ୍ଟଣ୍ଟ୍ କରିବେ ପ୍ରଭାସ

ମୁମ୍ବାଇ,: ଫିଲ୍ମ \"କବୀର ସିଂ\' ଏବଂ \"ଆନିମଲ୍‌\'ର ସଫଳତା ପରେ ସନ୍ଦୀପ ରେଡ୍ଡି ବଙ୍ଗା ପ୍ରଶଂସା ଏବଂ ନିନ୍ଦା ଉଭୟର ସାକ୍ଷୀ ରହିଛନ୍ତି । ପୁଣି ନିର୍ଦ୍ଦେଶକ ଭାବେ ଅଧିକ ଦାୟିତ୍ୱସଂପନ୍ନ ହୋଇଛନ୍ତି ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ଏଥର ସେ ଦକ୍ଷିଣୀ ସୁପରଷ୍ଟାର୍ ପ୍ରଭାସ୍‌ଙ୍କ…