Browsing Category

ମନୋରଞ୍ଜନ

ହିମାଂଶୁଙ୍କ ସହ ଲେଖିକା କନିକା ଧିଲ୍ଲନ୍‌ଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ ୧୫/୧୨: ରାଇଟର କନିକା ଧିଲ୍ଲନ୍ ହିମାଂଶୁ ଶର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି। କନିକା ଏବଂ ହିମାଂଶୁ ଦୁହେଁ ବଲିଉଡର ଅନେକ ଲୋକପ୍ରିୟ ଫିଲ୍ମର କାହାଣୀ ଲେଖିଛନ୍ତି। ସୋସିଆଲ୍ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ୍ ହୋଇଛି। କନିକା ନିର୍ବନ୍ଧର ଝଲକ ସୋସିଆଲ ମିଡିଆରେ ସେୟାର…

କଙ୍ଗନାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଲେ ବିଧାୟକ

ମୁମ୍ବାଇ: ସର୍ବଦା ନିଜର ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଚିନ୍ତା ବଢ଼ିଛି । ସେ କରିଥିବା ଗୋଟିଏ ଟ୍ୱିଟକୁ ନେଇ ଶିବସେନାର ବିଧାୟକ ପ୍ରତାପ ସାରନାଏକ ତାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ପଠାଇଛନ୍ତି । ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

ଆୟୁଷ୍ମାନ ଖୁରାନାଙ୍କ ଘରକୁ ଆସିଲା ନୂଆ ଅତିଥି

ମୁମ୍ବାଇ ୧୪/୧୨ : ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଓ ତାଙ୍କ ପତ୍ନୀ ତାହିରା କଶ୍ୟପଙ୍କ ଘରକୁ ନୂଆ ଅତିଥି ଆସିଛି। ତାହିରା ସୋସିଆଲ ମିଡ଼ିଆରେ ନୂଆ ଅତିଥିକୁ ସ୍ୱାଗତ କରିଛନ୍ତି। ତାହିରା କଶ୍ୟପ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ‘ଆମ ପରିବାରର ନୂଆ ସଦସ୍ୟ। ଇଏ ଶିଶୁ କନ୍ୟା ଓ ତା’ ନାଁ…

‘ଦ ମୁକେଶ ଖନ୍ନା ଶୋ’ ଆରମ୍ଭ କଲେ ମୁକେଶ ଖନ୍ନା

ମୁମ୍ବାଇ: ମହାଭାରତର ଭୀଷ୍ମ ମୁକେଶ ଖନ୍ନା ନିଜ ନାଁରେ ଶୋ’ ଆରମ୍ଭ କଲେ । ‘ଦ କପିଲ ଶର୍ମା ଶୋ’କୁ ଚ୍ୟାଲେଞ୍ଜ କରି ‘ଦ ମୁକେଶ ଖନ୍ନା ଶୋ’ ଆରମ୍ଭ କରିଛନ୍ତି ମହାଭାରତର ଭୀଷ୍ମ ଭୂମିକାରେ ନଜର ଆସିଥିବା ମୁକେଶ । ଏହି ଶୋ’ ଜରିଆରେ ସେ ଲୋକପ୍ରିୟ ଟିଭି ଧାରାବାହିକ ମହାଭାରତର ଅନୁଭୂତି…

ଅଭିନେତ୍ରୀ ଏଲେନ୍ ପେଜ୍‌ ନିଜକୁ ତୃତୀୟ ଲିଙ୍ଗୀ ଘୋଷଣା କଲେ

ନୂଆଦିଲ୍ଲୀ : ‘ଜୁନୋ’,‘ଇନସେପ୍ସନ’ ଏବଂ ‘ଦ ଅମ୍ବରେଲା ଏକାଡେମୀ’ର ଷ୍ଟାର୍ ଏବଂ ଓସ୍କାର ନୋମିନେଟେଡ ଅଭିନେତା ଇଲିୟଟ ପେଜ୍‌ ସୋସିଆଲ୍ ମିଡିଆ ଜରିଆରେ ମଙ୍ଗଳବାର ଜଣେ ତୃତୀୟ ଲିଙ୍ଗୀ ଭାବେ ଦୁନିଆ ସାମନାକୁ ଆସିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟରେ ନିଜକୁ ଇଲିୟଟ ପେଜ୍‌…

ବିଗ୍ ବସରେ ରୁବିନାଙ୍କ ବଡ଼ ଖୁଲାସା: ଛାଡ଼ପତ୍ର ପୂର୍ବରୁ ସ୍ବାମୀଙ୍କୁ ଦେଇଥିଲେ ସମୟ

ମୁମ୍ବାଇ ୩୦/୧୧: ଟେଲିଭିଜନ ରିୟଲିଟି ଶୋ ବିଗ୍ ବସ୍ ୧୪ରେ ଏବର୍ଷ ‘ଶକ୍ତି ଅସ୍ତିତ୍ବ କେ ଏହସାସ’ର ଅଭିନେତ୍ରୀ ରୁବିନା ଦିଲାଏକ ଏବଂ ତାଙ୍କ ସ୍ବାମୀ ଅଭିନବ ଶୁକ୍ଳା ଭାଗ ନେଇଛନ୍ତି। ଉଭୟେ ଲଗାତାର ଖୁବ୍ ସୁନ୍ଦର ପରଫର୍ମ କରି ଶୋରେ ତିଷ୍ଠିଛନ୍ତି ଏବଂ ପରସ୍ପରକୁ ଜୋରସୋରରେ ସମର୍ଥନ କରୁଛନ୍ତି…

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା: ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ମୁମ୍ବାଇ: କଙ୍ଗନା ରାଣାଓ୍ୱତଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣାକୁ ନେଇ ବିଏମ୍‌ସିକୁ କଡ଼ା ସମାଲୋଚନା କରିଛନ୍ତି ବମ୍ବେ ହାଇକୋର୍ଟ । କଙ୍ଗନାଙ୍କ ଘର ଭାଙ୍ଗିବା ବିଏମ୍‌ସିର ପ୍ରତିଶୋଧ ଛଡ଼ା ଅନ୍ୟ କିଛି ନୁହେଁ । ପାଲହିଲ ସ୍ଥିତ କଙ୍ଗନାଙ୍କ ଅଫିସକୁ ବିଏମ୍‌ସି ଯେଉଁପରି ଭାବେ ଭାଙ୍ଗିଛି…

ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇ ଟ୍ରୋଲର ଶିକାର ହେଲେ କଙ୍ଗନା

ମୁମ୍ବାଇ: ଜାଲରେ ଫସିଲେ ବଲିଉଡର କୁଇନ କଙ୍ଗନା ରଣାୱତ । ଅଭିନେତ ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇ ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା । ରିପୋର୍ଟ ମୁତାବକ, କଙ୍ଗନା ତାଙ୍କ ଅପକମିଂ ପ୍ରୋଜେକ୍ଟକୁ ନେଇ ପ୍ରତିଦିନ ମୁମ୍ବାଇଠାରୁ ଦୂରରେ ରହୁଛନ୍ତି । ଫିଲ୍ମ ‘ଥଲାଇଭି’ର ଶୁଟିଂ ଏବଂ ‘ଧାକଡ’ର…

ସୋନୁ ସୁଦଙ୍କୁ ବଡ ଉପହାର, ପ୍ରବାସୀ ରୋଜଗାରରେ ୨୫୦ କୋଟି ଟଙ୍କା ନିବେଶ କରିବ ସିଙ୍ଗାପୁର କମ୍ପାନୀ ଟେମାସେକ୍

ନୂଆଦିଲ୍ଲୀ,୨୬|୧୧: ସିଙ୍ଗାପୁରର କମ୍ପାନୀ ଗୁଡ୍ ଓ୍ୱାର୍କର୍ ବଲିଉଡ୍ ଅଭିନେତା ସୋନୁ ସୁଦ ଓ ଧନ୍ଦାମୂଳକ ଶିକ୍ଷା ପ୍ରଦାନକାରୀ ସଂସ୍ଥା ସ୍କୁଲ୍ ନେଟ୍ ମିଳିତ ଭାବେ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି । ଗୁଡ୍ ଓ୍ୱାର୍କର ପ୍ରବାସୀ ଶ୍ରମିକଙ୍କ ରୋଜଗାର ଓ ତାଲିମ ପାଇଁ ୨୫୦ କୋଟି ଟଙ୍କା ନିବେଶ…