Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେନି ବିଜେପି ବିଧାୟିକା ||
ଭୁବନେଶ୍ୱର(ଡୁମାଣି ବ୍ୟୁରୋ): ବିଜେପି ବିଧାୟିକା ଶୋଭା ରାନୀ ବିଜେପିର ପ୍ରାର୍ଥୀଙ୍କୁ ଭୋଟ ନ ଦେଇ କ୍ରସ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଭୋଟ୍ ଦେଇଥିବାର କଥା ସାମ୍ନାକୁ ଆସିଛି ।ସେପଟେ ରାଜସ୍ଥାନର ଢ଼ୋଲପୁରର ବିଧାୟିକା ଶୋଭା ରାନୀ ଦୀର୍ଘ ଦିନ ଧରି ବିଜେପି ନେତୃତ୍ୱ…
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ପରଲୋକ ||
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ମୃତ୍ୟୁ ହୋଇଛି । ଦୀର୍ଘଦିନର ଅସୁସ୍ଥତା ପରେ ଶୁକ୍ରାବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ମୁସାରଫ ୨୦୦୧ ରୁ ୨୦୦୮ ମସିହା ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଭାବେ ଦାୟୀତ୍ୱ…
ମୋଦି ସରକାର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ ||
ଲଦାଖ ସୀମାରେ ଚାଇନାର ସେତୁ ନିର୍ମାଣକୁ ନେଇ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦି ସରକାର ଦେଶବାସୀ ଙ୍କ ସହିତ ବିଶ୍ୱାସ ଘାତକତା କରୁଛନ୍ତି । ଚାଇନା ନିଜର ଉନ୍ନତି ପାଇଁ ଲାଦଖ ସୀମା ରେ ଭିତ୍ତିପ୍ରସ୍ତର ସ୍ଥାପନ କରୁୟହାଇବା କେନ୍ଦ୍ର ସରକାର ର ନୀରବତା କୁ ନେଇ ବର୍ଷିଲେ ରାହୁଲ ।ରାହୁଲ…
ରାଷ୍ଟ୍ରପତି ନିର୍ବାଚନ ରେ କିଙ୍ଗ ମେକର ହେବ କି ବିଜେଡି ?
ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।୨୦୧୭ରେ ନବୀନ କିନ୍ତୁ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଦେଖାଇନଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମର୍ଥନ କରିଥିଲେ ।କେନ୍ଦ୍ରୀୟ…
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ||
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ ୨୧ରେ ଗଣତି ହେବ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଘୋଷଣା କରିଛନ୍ତି ।ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମନୋନୟନ ପତ୍ର ଦାଖଲ କରିବାର ଶେଷ…
ସୁବ୍ରମଣ୍ୟମ ସ୍ୱାମୀଙ୍କ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ||
ନୁପୁର ଶର୍ମା ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ।ମୋଦୀ ସରକାର ଆରବ ଦେଶ ବିରୁଦ୍ଧରେ ଠିଆ ହୋଇପାରିବେ ନାହିଁ ବୋଲି କହିଛନ୍ତି ।ସେପଟେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ଦ୍ୱାରା…
ସମସ୍ତ ଜଗନ୍ନାଥ ପ୍ରେମୀ ଏବଂ ସାଢେ ଚାରିକୋଟି ଓଡ଼ିଆ ଙ୍କ ଭାବାବେଗ ସହିତ ଖେଳ ଖେଳୁଛନ୍ତି ପିକୁ ପଟ୍ଟନାୟକ ||
ସୁପ୍ରିମ କୋର୍ଟ ଙ୍କ ଜରିମାନା ନିର୍ଦେଶ ପରେ ଚାଲିଛି ଏକେ ନାଟକ | ନିଜର ପ୍ରଚାର ପାଇଁ କିଏ ଚାନ୍ଦା ମାଗିଲେଣି ତ ଆଉ କିଏ ବଡ ଦାଣ୍ଡ ରେ ବସି ଜୋତା ପଲିସ କରିଲେଣି | ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ କୁ ଏମାନେ ଥଟ୍ଟା କରିଲା ଭଳି ମନେ ହେଉଛି , ଏହି ଘଟଣା ସବୁ ମହଲା ରେ ନିନ୍ଦା କର ଯାଉଛି |…
ଗିରଫ ହେଲେ ପଞ୍ଜାବ ର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସାଧୁ ସିଂ ଧର୍ମସୋତ ||
ପୂର୍ବତନ ମନ୍ତ୍ରୀ ସାଧୁ ସିଂ ଙ୍କୁ ଲାଞ୍ଚ ନେବା ଅଭିଯୋଗ ରେ ଗିରଫ କରିଛି ପଞ୍ଜାବ ଭିଜିଲାନ୍ସ ଟିମ | ତାଙ୍କ ସହିତ ଜଣେ ସାମ୍ବାଦିକ ଙ୍କୁ ମଧ୍ୟ ଗିରଫ କରାଯାଇଛି |ଏକ ମାସ ପୂର୍ବରୁ ତାଙ୍କୁ ପଞ୍ଜାବ ସରକାର ଚେତାବନୀ ମଧ୍ୟ ଦେଇ ଥିଲେ| ଚେତାବନୀ ଦେବାର ଏକ ମାସ ପରେ ଏହି ପଦକ୍ଷେପ ନିଆଯାଇଛି |…
ଡାଲି କଳଙ୍କ ଲିଭିବକୁ ଲାଗିଗଲା ୧୮ ବର୍ଷ ,ଦୀର୍ଘ ୧୧ବର୍ଷ ପରେ ନବୀନଙ୍କ କ୍ୟାବିନେଟରେ ପୁଣି ପ୍ରମିଳା ||
୨୦୦୪ରେ ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳା ଓ ଶିଶୁ ବିକାଶର ଦାୟିତ୍ୱ ତୁଲାଇଥିଲେ । ହେଲେ ଦଳରେ ଦୁର୍ନୀତିର ଛିଟା ଲାଗିବା ପରେ ଚାଲିଯାଇଥିଲା ମନ୍ତ୍ରୀ ପଦ | ୨୦୧୧ରେ ନବୀନଙ୍କ କ୍ୟାବିନେଟରୁ ଠିକ ୫ତାରିଖରେ ୭ଶହ କୋଟି ଟଙ୍କାର ଡାଲି ଦୁର୍ନୀତି ଅଭିଯୋଗରେ ପ୍ରମିଳା ଇସ୍ତଫା…
ନୂଆ ଟିମ୍ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ||5T ସହିତ ଯୋଡ଼ି ହୋଇଛି ଆଉ ଗୋଟିଏ T- TOUR ||
ନୂଆ ଟିମ୍ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ନୂଆ ମନ୍ତ୍ରୀଙ୍କୁ 6T…