Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ଵେତ ବିପ୍ଳବ କର୍ମଶାଳାରେ ଓମଫେଡ
କୋଲକାତା : ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ ଆନୂକୁଲ୍ୟରେ କୋଲକାତାଠାରେ ଅନୁଷ୍ଠିତ ଶ୍ଵେତ ବିପ୍ଳବ ଆଞ୍ଚଳିକ କର୍ମଶାଳାରେ ଓମଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଅଭିଭାଷଣ ଦେଇ ଦୁଗ୍ଧ ଚାଷ ଓ ଚାଷୀଙ୍କର ବିକାଶ ସମ୍ପର୍କରେ ଆଲୋକପାତ କରିଛନ୍ତି । ଅତ୍ୟାଧୁନିକ…
ବିକଶିତ ଭାରତର ଦାୟିତ୍ୱ ନେବେ ନିର୍ଭୟ ଯୁବ ପୁରସ୍କାର ବିଜେତାମାନେ’ ଭୁବନେଶ୍ୱର
ଆସନ୍ତା ୧୧ବର୍ଷ ପରେ ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ସେ ଉପଲକ୍ଷେ କାର୍ଯ୍ୟକ୍ରମ ଓ ଲକ୍ଷ୍ୟ ସ୍ଥିର କରାଯାଇସାରିଛି । ୨୦୪୭ ମସିହାରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିଲାବେଳେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇଥିôବ । ଆଉ…
ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ନଟରାଜ ନୃତ୍ୟ ସଙ୍ଗୀତ ଉତ୍ସବ 2025 ଆୟୋଜନ କରାଯାଇଥିଲା
ବିଶ୍ଵ ନୃତ୍ୟ ଦିବସ ଅବସରରେ ଫୁଲବାଣୀ ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଦ୍ୱାରା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ନଟରାଜ ନୃତ୍ୟ ସଙ୍ଗୀତ ଉତ୍ସବ 2025 ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର…
କାଳବୈଶାଖୀର ମୁକାବିଲା ପାଇଁ ଟିପିଏସ୍ଓଡିଏଲର ବ୍ୟାପକ ପ୍ରସ୍ତୁତି
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ତଥା ଝଡ଼ଜନିତ ବ୍ୟାଘାତକୁ ହ୍ରାସ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି।…
ବାଲେଶ୍ୱର ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୫ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର…
ଗ୍ରାମାଞ୍ଚଳ ରେ ପାନୀୟ ଜଳର ସଙ୍କଟ ! ବିରାଟ ଅଭିଯୋଗ ଆଣିଛି ବ୍ଲକ କଂଗ୍ରେସ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ପାନୀୟଜଳ ଘୋର ସଙ୍କଟ ଦେଖାଯାଉଛି। ବିଗତ କିଛି ବର୍ଷ ହେବ ଗ୍ରୀଷ୍ମ ପୂର୍ଵ ରୁ ବ୍ଲକ ର ଭିନ୍ନ ପଞ୍ଚାୟତ ତଥା ଅପହଞ୍ଚ ଉପାନ୍ତ ଅଞ୍ଚଳରେ ଲୋକେ ପିଇବା ପାଣି ପାଇଁ ନାହିଁଥିବା ସମସ୍ୟା ର ଶମ୍ବୁଖୀନ ହୋଉଥିବା ର ଅବିକଳ ଚିତ୍ର ଯେମିତି କି ମହିଳା ପୁରୁଷ,…
ଶ୍ରୀହୀନ ହୋଇ ପଡିଛି ସରକାରୀ କୃଷି ଫାମ
କଲ୍ୟାଣସିଂହପୁର,: ଦିନ ଥିଲା କୃଷି ଫାର୍ମକୁ ଲୋକମାନେ ଦେଖିବାକୁ ଯାଉଥିଲେ । ସେଠାରେ ଉତ୍ପାଦିତ ହେଉଥିବା ଙ୍ଗୁର,କମଳା, ପିଜୁଳି ଆମ୍ବ ନଡ଼ିଆ ସୀତା ଫଳ ଲେମ୍ବୁ ବରକୋଳି ଓ ଧାନ ·ଷକୁ ଦେଖି କେମିତି ଉନ୍ନତ ମାନର କାର୍ଯ୍ୟ କରି ବି ଓ ଦୁଇ ପଇସା ରୋଜଗାର କରିବି ବୋଲି । କିନ୍ତୁ ସରକାରୀ…
କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ସଫଳତାର ସହ ଶେଷ
ଭୁବନେଶ୍ୱର,: ଗୃହ ନିର୍ମାଣ ଓ ଆଭ୍ୟନ୍ତରୀଣ ଡିଜାଇନ୍ କ୍ଷେତ୍ରରେ ଉଦ୍ଭାବନ ଓ ଉତ୍କର୍ଷତାର ୧୦ ଦିନିଆ ଉତ୍ସବର ସମାପନ ଅବସରରେ କ୍ରେଡାଇ ଓଡ଼ିଶାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ହୋମ୍ ଆଣ୍ଡ ଡେକୋର ଏକ୍ସପୋ୨୦୨୫ ଆଜି ଏକ ଭବ୍ୟ ସମାପନୀ ସମାରୋହରେ ଶେଷ ହୋଇଛି । ଏପ୍ରିଲ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ…
ଭୂତକୋଠି ପାଲଟିଛି ନୂଆଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା
ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ଖଜୁରୀପଦା ଠାରେ ରହିଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ଏବେ ଭୂତକୋଠି ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ସୁରକ୍ଷା ପ୍ରତି ଦାୟିତ୍ୱହୀନତା ସହ ରକ୍ଷଣବେକ୍ଷଣର ଅଭାବ ଏବଂ ଖାମଖିଆଲି ନୀତି ଯୋଗୁ ଏଭଳି ପଡ଼ି ରହିଥିବା ଅଭିଯୋଗ ହେଉଛି ।…
ବ୍ରାଉନସୁଗାର୍ ଡିଲ୍ ବେଳେ ମାଡ଼ି ବସିଲା ପୋଲିସ
ପାରାଦ୍ୀପ: ବିପୁଳ ପରିମାଣ ବ୍ରାଉନ ସୁଗାର ଜବତ କରିବା ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରାଦୀପ ଅଭୟଚାନ୍ଦ୍ପୁର ପୋଲିସ୍ । କୌଣସି ବିଶେଷ ସୂତ୍ରରୁ ଖବରପାଇ ଅଭୟଚାନ୍ଦପୁର ଥାନା ପୋଲିସ୍ ଢିଙ୍କିଆ ମାହଳ ଗାଁରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ଅଚାନକ ଚଢାଉ କରିଥିଲା…