Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଲଟିଲା ଚଳନ୍ତା ବସ ଭିତରେ ଥିଲେ ୫୦ ଯାତ୍ରୀ
ନବରଙ୍ଗପୁର ଜିଲ୍ଲା ଜାତୀୟ ରାଜପଥ ଦେଇ ଯାଇଥିବା ତାରାଗାଁ ନିକଟରେ ଆଜି ସକାଳ ୭:୩୦ ସମୟରେ SVT ନାମକ ଘୋରଇ ବସ ଓଲଟି ଜଣେ ମୃତ ହୋଇଥିବା ବେଳେ 10 ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।ଆହତ ସମସ୍ତଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।…
ତୀର୍ଥଯାତ୍ରାରେ ଗଲେ ଜିଲ୍ଲାର ୧୨୭ ବରିଷ୍ଠ ନାଗରିକ
ପୁରୀ,: ଜିଲ୍ଲାର ୧୨୭ ଜଣ ବରିଷ୍ଠ ନାଗରିକ ଆଜି ତୀର୍ଥଯାତ୍ରାରେ ଯାଇଛନ୍ତି । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସେମାନଙ୍କୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ପଠାଯାଇଛି । ଏହି ବରିଷ୍ଠ ନଗରିକମାନେ ଅଯୋଧ୍ୟା ଓ ବାରଣାସୀ ପରିଭ୍ରମଣ କରିବା ସହ ଚଳିତ ମାସ ୨୪ ତାରିଖରେ ଫେରିଆସିବାର…
ଶିଳ୍ପମନ୍ତ୍ରୀଙ୍କୁ ଭେଟିଲେ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ
ଭୁବନେଶ୍ୱର,: କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନ୍ସୁଲେଟ୍ ଜେନେରାଲ ମିଷ୍ଟର ହଗ୍ ବୋଲ୍ୟାନ୍ ମଙ୍ଗଳବାର ଅପରାହ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡ଼ିଶା ବିଧାନସଭାର କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ…
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାର
ଭୁବନେଶ୍ୱର, : ରାଜ୍ୟରେ ତାତି ଆହୁରି ୪ ଦିନ ଅସ୍ତବ୍ୟସ୍ତ କରିବ । ମାର୍ଚ୍ଚ ୧୯ ତାରିଖ ପରେ ପାଗ ବଦଳିବା ସହ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଆଗାମୀ ତିନିଦିନ ଅର୍ଥାତ ୧୯ ତାରିଖ ଯାଏ ତାତି କଲବଲ କରିବା ସହିତ ଆଭ୍ୟନ୍ତରିଣ…
ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେଇ ଯୁବକ ଗିରଫ
ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଅଭିଯୋଗରେ ସିଂହଦ୍ଵାର ଥାନା ପୋଲିସ ଭାସ୍କର ସାମନ୍ତ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ, ଶନିବାରସକାଳେ ଭାସ୍କର ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପୋଲିସ ଭସ୍କରଙ୍କୁ ଧରି ତାଙ୍କ ପାଖରୁ ସ୍ପାଏ…
ବ୍ରହ୍ମପୁରଆଜିଠୁଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା
ମା’ଙ୍କ ପ୍ରସିଦ୍ଧ ମଙ୍ଗଳବାର ଯାତ୍ରାକୁ ଆଉମାତ୍ର ଦୁଇଦିନ ବାକି ରହିଥିବା ବେଳେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପରମ୍ପରା ଅନୁସାରେ ପବିତ୍ର ଦୋଳପୂର୍ଣ୍ଣିମାରେ ମା’ଙ୍କ ରୀତିନୀତି ଅନୁଯାୟୀ, ପୂଜାର୍ଚ୍ଚନା କରାଯିବା ପରେ ହିନ୍ଦୁ ଧର୍ମର ପଞ୍ଜିକା…
ଅଗ୍ନିଗଙ୍ଗା ମାଙ୍କ ଦର୍ଶନ କଲେ ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ I
ବନ୍ଧୁଗାଁ ,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ଗ୍ରାମରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଓଡିଶା ପ୍ରସିଦ୍ଧ ଅଗ୍ନି ଗଙ୍ଗାମାଙ୍କ ଯାତ୍ରା ଆରମ୍ଭ ହୋଇ ଆଜକୁ ସାତ ଦିନରେ ପହଁଚିଛି।ଯାତ୍ରା ଶେଷ ହେବାକୁ ଆଓ ତିନିଦିନ ବାକି ଥିବାରୁ ଆଜି ମାଙ୍କ ଦର୍ଶନ ଲାଗି କୋରାପୁଟ…
ନୂଆପଡ଼ା ଜିଲ୍ଲାପାଳ ବୋହିଲେ ମାଟିର ଭାର, ଶ୍ରମିକଙ୍କୁ କଲେ ଉତ୍ସାହିତ।
ଖଡ଼ିଆଳ : ମନରେଗା ଯୋଜନାରେ ଦୈନିକ 60,000 ରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମଗ୍ର ଜିଲ୍ଲା ପ୍ରଶାସନକୁ ସଙ୍ଗରେ ନେଇ ପ୍ରଚେଷ୍ଟା ଜାରି…
ସାପ ଧରାଳିଙ୍କ ଦ୍ୱାରା , ୩୪ ଟି ନାଗ ସାପ ଅଣ୍ଡା ଉଦ୍ଧାର
ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ର କୃପାସିନ୍ଧୁ ସ୍ୱାଇଁ ଙ୍କ ବାଡିରୁ ରବିବାର ଦିନ ୩୪ ଟି ନାଗସାପ ଅଣ୍ଡା ଉଦ୍ଧାର ହୋଇଛି ଯାହାକୁ ଦେଖିବା ପାଇଁ ଅନେକ ଲୋକ ଙ୍କ ସମାଗମ ହୋଇଥିଲେ। ସୂଚନା ମୁତାବକ ରବିବାର ଉକ୍ତ ବ୍ୟକ୍ତି ଙ୍କ ବାଡ଼ିରେ ଧାନ ଉସିଆଁ ଚୁଲି ନିକଟରେ ଧାନ ନନ୍ଦିଆ ଟେକିବା…
ମୈତ୍ରୀ କମ୍ପାନି ର କୌଶଳ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ
ରାୟଗଡା :- ମୈତ୍ରୀ ଇନଫ୍ରାଷ୍ଟ୍ରକଚର ଆଣ୍ଡ ମାଇନିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ର ସଂସ୍ଥାପକ ଶ୍ରୀ, ଟି.ଶ୍ରୀନିବାସ ରାଓ ଙ୍କର ମାର୍ଗ ଦର୍ଶନ ରେ ଏବଂ ମୈତ୍ରୀ କମ୍ପାନି ର ପରିଚାଳନା ନିର୍ଦେଶକ ଶ୍ରୀ ଟି. ବାଲପବନ ଙ୍କ ତତ୍ତ୍ଵାବଧାନ ରେ ମୈତ୍ରୀ କୌଶଳ ବିକାଶ କାର୍ଯ୍ୟ କର୍ମର ଶୁଭାରମ୍ଭ…