Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାନୁଆରୀ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ଭୁବନେଶ୍ୱର ତା-୦୨.୦୧.୨୦୨୫
ଆସନ୍ତା ଜାନୁଆରୀ ୬ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜାନୁଆରୀ ୬ ତାରିଖରେ ଭୁବନେଶ୍ଵର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ…
ମଣ୍ଡି ରେ କଟନୀଛଟନି ବନ୍ଦ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର
ବୌଦ୍ଧ,୦୨/୦୧:-ବୌଦ୍ଧ ଜିଲ୍ଲାରେ ଖରିଫ ଋତୁ ପାଇଁ ଗତ ଡିସେମ୍ବର ୨୪ ତାରିଖ ରୁ ମଣ୍ଡି ରେ ଧାନ କିଣା ଆରମ୍ଭ ହୋଇଛି । ତେବେ ଏପର୍ଯ୍ୟନ୍ତ ୭୦ ପ୍ରତିଶତ ମଣ୍ଡି ଖୋଲା ଯାଇ ଧାନ କିଣା ପ୍ରକ୍ରିୟା ଚାଲୁଥିବା ବେଳେ ଅନେକ ମଣ୍ଡିରେ ୩ ରୁ ୫ କେଜି କଟଣୀ ଛାଟନୀ ଚାଷୀଙ୍କୁ ଅତିଷ୍ଠ କରିଛି । ଏନେଇ…
ବଦଳିଲେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ
ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ।
ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ,ଅରିନ୍ଦମଙ୍କୁ ପୌର ପ୍ରଶାସକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।…
ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା
ଭୁବନେଶ୍ୱର,୧/୨/୨୦୨୫/: ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି। ୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ଓଡ଼ିଶା ୩ରୁ ୧ ନମ୍ବର ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଢ଼ୋକ୍ତି…
କିଶୋର ଦ୍ଵିବେଦୀ ଅଧ୍ୟକ୍ଷ, ନଳିନୀ ପତି, ପ୍ରଦୀପ ରଥ ଓ ରୂପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ*
ଭୁବନେଶ୍ବର/ ନୂଆଦିଲ୍ଲୀ ତା ୩୧.୧୨.୨୪ ରିଖ ; ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଭାସୀ ମତଦାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ କିଶୋର ଦ୍ଵିବେଦୀ ସର୍ବ ସମ୍ମତି କ୍ରମେ ବିଶ୍ଵଭରି ପ୍ରବାସୀ ଓଡ଼ିଆମାନଙ୍କର ଏହି ସର୍ବୋଚ୍ଚ ସଙ୍ଗଠନର…
ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ମାନ୍ୟବର ବାଚସ୍ପତିଙ୍କୁ ‘ଉତ୍କଳକମଳା’ ସମ୍ମାନରେ ସମ୍ମାନିତ
ଭୁବନେଶ୍ୱର, ୩୧/୧୨/୨୦୨୪
ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଦେବଭାଷା ସଂସ୍କୃତର ଗୁରୁତ୍ୱ ସର୍ବଜନବିଦିତ । ଭକ୍ତି ଓ ଆଧ୍ୟାତ୍ମିକ ସାହିତ୍ୟରେ ଏହାର ବହୁଳ ବ୍ୟବହାର ପରିଲକ୍ଷିତ ହୋଇଥାଏ । ଆମର ଆଧୁନିକ ଭାଷା ସଂସ୍କୃତର ମୂଳ ଆଧାରରୁ ସମୃଦ୍ଧ ହୋଇପାରିଛି । ଏପରିକି ଦକ୍ଷିଣ-ଏସୀୟ ଓ…
ଛୁଆ ଜନ୍ମ କରିଛି ଜଙ୍ଗଲୀ ଭାଲୁ: ଲୋକେ ଆତଙ୍କିତ
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ପଂଚାୟତର ଏକମ୍ବା ଗ୍ରାମର ଏକ ଫାର୍ମ ହାଉସର ବାଉଁଶ ବୁଦା ତଳେ ଏକ ଜଙ୍ଗଲୀ ଭାଲୁ ଛୁଆ ଜନ୍ମ କରି ରହିଛି । ସ୍ଥାୟୀ ବାସିନ୍ଦା ଭାଲୁ ଭୟରେ ରହିଛନ୍ତି ।ଅନ୍ୟପଟେ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବନବିଭାଗ ମିଳିତ ଭାବେ ସୁରକ୍ଷା ଦେବାକୁ…
ରଣ୍ଢା ଗାୟତ୍ରୀ ପରିବାର ପକ୍ଷରୁ 21 କୁଣ୍ଡିଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ
ରଣ୍ଢା ଗାୟତ୍ରୀ ପରିବାର ପକ୍ଷରୁ ବିଶ୍ଵଶାନ୍ତି ବା ବିଶ୍ୱ କଲ୍ୟାଣଥେ ରଣ୍ଢା ଗ୍ରାମରେ ଏକ ବିଶାଳକାୟ 21 କୁଣ୍ଡିଓ ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଥିଲା ଯାହା ରଣ୍ଢା ଗାୟତ୍ରୀ ପରିବାରର ବହୁଦିନର ସପ୍ନ ଥିଲା ଯାହା ଆଜି ସାକାର ହୋଇଛି କହିଲେ ଅତୃକ୍ତି ହେବ ନାହିଁ l ସନ୍ଧ୍ୟାରେ ଦୀପଯଜ୍ଞ ର…
ଉତ୍କଳ ସମ୍ମିଳନୀର ୧୨୧ ତମ ପ୍ରତିଷ୍ଠା ଦିବସ ପାଳନ
କଲଣ/ଯାଜପୁର ତାରିଖ ୩୦/୧୨--
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଦୂତ 'ଉତ୍କଳ ସମ୍ମିଳନୀ'ର ୧୨୧ ତମ ପ୍ରତିଷ୍ଠା ଦିବସ କଲଣସ୍ଥିତ ମଧୁପୁର ମହାବିଦ୍ୟାଳୟରେ ପ୍ରବଳ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଅଛି। ସାମାଜିକ ଅନୁଷ୍ଠାନ 'ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ' ଓ ଉତ୍କଳ ସ୍ଵାଭିମାନ…
ସିମା ଟପିଲା ଅଶ୍ଳିଳତା , ଆଇଆଇସି ଙ୍କ ସମ୍ମୁଖରେ ଚାଲିଲା ଅଶ୍ଳିଳ ନୃତ୍ୟ
ମାଲକାନଗିରି - ସିମା ଟପିଲା ଅଶ୍ଳିଳତା , ଆଇଆଇସି ଙ୍କ ସମ୍ମୁଖରେ ଚାଲିଲା ଅଶ୍ଳିଳ ନୃତ୍ୟ । ଆଉ ଏହାକୁ ମନଭରି ଉପଭୋଗ କରୁଥିଲେ ମାଥିଲି ଥାନା ଅଧିକାରି ଦେବଦତ୍ତ ମଲ୍ଲିକ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଥାନା ଅନ୍ତର୍ଗତ କତାମେଟା ଗ୍ରାମରେ । କତାମେଟା ରେ ଆୟୋଜିତ…