Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍କର୍ଷ ଓଡିଶା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ଭୁବନେଶ୍ୱର : ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ…
କୃଷି ଓଡ଼ିଶା ୨୦୨୪ ଡିଜିଟାଲ ପଦକ୍ଷେପ ଜରିଆରେ କୃଷି ରୂପାନ୍ତରଣ
ଭୁବନେଶ୍ୱର,: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ବାର୍ଷିକ କୃଷିଭିତ୍ତିକ କାର୍ଯ୍ୟକ୍ରମ “କୃଷି ଓଡ଼ିଶା୨୦୨୪” ଆଜି ଭୁବ ।ନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡିଆରେ ଆରମ୍ଭ ହୋଇଛି । କୃଷିର ସଫଳତାକୁ ପାଳନ କରିବା ଏବଂ କୃଷି କ୍ଷେତ୍ରକୁ ଆଗକୁ…
ସୁଭଦ୍ରାକୁ ନେଇ ବଡ଼ ଖବର ଏକାଠି ମିଳିବ ୨ଟି କିସ୍ତ
ଭୁବନେଶ୍ୱର,: ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର । "ସୁଭଦ୍ରା' ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ଏଣିକି ୨ଟି କିସ୍ତି ଏକାଠି ମିଳିବ । ରାଜ୍ୟ କ୍ୟାବିନେଟରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବକୁ ମୋହର ବାଜିଛି । ସୁଭଦ୍ରା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ
ଯୋଜନାକୁ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା କୃଷି ଓଡ଼ିଶା-୨୦୨୫
ଭୁବନେଶ୍ୱର,: ରାଜ୍ୟ ସରକାର \"ଅଦିନିଆ ବର୍ଷା\'କୁ ରାଜ୍ୟ ପ୍ରାକୃତିକ ଦୁର୍ବିପାକ ଭାବେ ଘୋଷଣା କରିଛନ୍ତି । ଗତମାସରେ ଅଦିନିଆବର୍ଷରେ ବ୍ୟାପକ ଫସଲ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହି…
ଓଡ଼ିଶାର ରାଜ୍ୟପାଳ ଭାବେ ଡ଼କ୍ଟର ହରି ବାବୁ କମ୍ଭମ୍ପାଟିଙ୍କ ଶପଥ ଗ୍ରହଣ
ଭୁବନେଶ୍ୱର, : ଓଡ଼ିଶାର ରାଜ୍ୟପାଳ ଭାବେ ଡ଼କ୍ଟର ହରି ବାବୁ କମ୍ଭମ୍ପାଟି ଶପଥ ନେବା ସହିତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଶୁକ୍ରବାର ପୂର୍ବାହ୍ନ ଘ.୧୦.୧୫ମିନିଟ୍ ସମୟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ…
ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ
ବରଗଡ :-ପ୍ରଥମେ ଦିନ ୩ ଘଣ୍ଟା ସମୟରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର କମିଟି ପକ୍ଷରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ର ଭବ୍ୟ ଆୟୋଜନ ହୋଇଥିଲା।ଶୋଭାଯାତ୍ରାକୁ ଜିଲ୍ଲାପାଳ ଅଦିତ୍ୟ ଗୋୟଲ୍ ଏବଂ ଜିଲ୍ଲା ଏସପି ପ୍ରହଲ୍ଲାଦ ମିନା ଶୁଭାରମ୍ଭ କରିଥିଲେ। ଗାନ୍ଧୀ ଛକ ରୁ ଏହି…
ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା
ବୌଦ୍ଧ,୦୪/୦୧:- ବୌଦ୍ଧ ମହୋତ୍ସବ ହେଉଛି ଲୋକକଳା ସଂସ୍କୃତି,ଐତିହ ମଂଚ , ଏହି ମଂଚ ମାଧ୍ୟମରେ ଲୁକାୟିତ କଳାର ପରିପ୍ରକାଶ ହୋଇଥାଏ ବୋଲି କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ପ୍ରକାଶ କରିଥିଲେ । ବୌଦ୍ଧଜିଲ୍ଲାର ୩୧ତମ ସ୍ୱନକ୍ଷତ୍ର ଦିବସ ଅବସରରେ ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା…
ରାଜ୍ୟରେ ବଢୁଛି ଶୀତ, କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂଜାରି
ଭୁବନେଶ୍ୱର, : କମୁଛି ପାରଦ, ବଢୁଛି ଶୀତ । ଆସନ୍ତା ସପ୍ତାହେ ଯାଏଁ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ କେତେକ ସ୍ଥାନରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୬ ଯାଏଁ ଓଡ଼ିଶାରେ ଥଣ୍ଡାର ପ୍ରକୋପ ରହିବ ।…
ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି
ଭୁବନେଶ୍ୱର/ପୁରୀ,୩/୧/୨୦୨୫: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତି ବିମାନ ବନ୍ଦର ପହଞ୍ଚିଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ବିମାନ ବନ୍ଦରର ନୂଆ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ…
ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର, ୩/୧/୨୦୨୫ : ଆଇଏସଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ସଚିବସ୍ତରରେ ୫ ଅଫିସରଙ୍କ ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରବିନ୍ଦ ଡାକୁଆଙ୍କୁ ବଦଳି କରାଯାଇଛି । ଅରବିନ୍ଦ ଡାକୁଆଙ୍କୁ ପୌର ପ୍ରଶାସକ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ…