Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ସଂଘତି ଦିବସ
ଯାଜପୁର,(ଡିକେ ନୁ୍ୟଜ): ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ସଂଘତି ଦିବସ ପାଳିତ ହୋଇଯାଇଛି ଏୟ ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ୍ୟ ଡାକ୍ତର ରାଜ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଯାଜପୁର ଠାରେ ବିଶ୍ୱ ସଂଘତି ଓ ବିଶ୍ୱ ଶାନ୍ତି ଉପରେ ଏକ ଆଲୋଚନା…
ଗଜପତିରେ ଆନ୍ଧ୍ରର ଶାସନ
ପାରଳାଖେମୁଣ୍ଡି,: ଓଡ଼ିଶାର ଗଜପତି ଜିଲ୍ଲାରେ ସୀମାନ୍ତ ଅଞ୍ଚଳରେ ଏକ ରକମର ଶାସନ ଚଳାଉ ଥିବା ଲକ୍ଷ୍ୟ କରାଯାଉଛି । ଏବେ ଓଡ଼ିଶାର ·ଷୀଙ୍କ ନାମରେ ଆନ୍ଧ୍ର ପ୍ରଶାସନ ଟୋକେନ ବାଣ୍ଟି ଓଡ଼ିଶା ଗଜପତି ଜିଲ୍ଲାର ·ଷୀଙ୍କ ଠାରୁ ଶାଗ ମାଛ ଦରରେ ଧାନ କିଣିବା ପ୍ରୟାସ ଆରମ୍ଭ କରିଥିବା ଲକ୍ଷ୍ୟ କରାଯାଇଛି…
ଆହତ ହାତୀର ଚିକିତ୍ସା
ଭୁବନେଶ୍ୱର,: ଗୋଟିଏ ୫-୬ ବର୍ଷ ବୟସ୍କbନାବାଳକ ହାତୀ କରଞ୍ଜିଆ ବନ ବିଭାଗର ଅଧୀନରେ ଥିବା ପୋକାମୁଣ୍ଡା ଗ୍ରାମରେ ଗତ ୪ତାରିଖ ଦିନ ୪:୧୦ ପୂର୍ବାହ୍ନରେ ଏକ ମୋରମ ଖାଦାନରେ ପଡ଼ି ଆହତ ଅବସ୍ଥାରେ ଚିହ୍ନଟ ହୋଇଥିଲା । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପ୍ରାଣୀ ଚିକିତ୍ସା ଦଳ ଆହତ ହାତୀ ଛୁଆଟିକୁ…
ରୋଟାରୀ କ୍ଲବ୍ ଭୁବନେଶ୍ୱର ହେରିଟେଜ୍ ପକ୍ଷରୁ “ରାଷ୍ଟ୍ର ନିର୍ମାଣ ସମ୍ମାନ” ପ୍ରଦାନ
ଭୁବନେଶ୍ୱର,: ରୋଟାରୀ କ୍ଲବ୍ ଭୁବନେଶ୍ୱର ହେରିଟେଜ୍ , ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲାସ୍ଥିତ ମଇତାପୁରର
ରୟାଲ ପବ୍ଲିକ୍ ସ୍କୁଲ ପରିସରରେ ଓଡ଼ିଶାର ୮ଟି ବିଭିନ୍ନ ଜିଲ୍ଲାର ୧୧୬ଜଣ କୃତୀ ଶିକ୍ଷକଙ୍କୁ ଶିକ୍ଷା କ୍ଷେତ୍ରରେ ନିରବଚ୍ଛିନ୍ନ ଉଦ୍ୟମ ପାଇଁ ରାଷ୍ଟ୍ର ନିର୍ମାଣ ସମ୍ମାନ ପ୍ରଦାନ…
ପ୍ରବାସୀ ଓଡ଼ିଆ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତ
ଭୁବନେଶ୍ୱର,: ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ ) ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଙ୍ଗଠନ ଅଟେ । ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି, ପ୍ରମୁଖ ପ୍ରବାସୀ ଓଡ଼ିଆ, ଓଡ଼ିଶା କୈନ୍ଦ୍ରିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ତୁଙ୍ଗ ନେତୃବର୍ଗ ଏବଂ ଓଡ଼ିଶା…
ଗଜପତିରେ ଅସମ୍ଭାଳ ଶୀତ,ଘନ କୁହୁଡ଼ି
ପାରଳାଖେମୁଣ୍ଡି,: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ଟି ବ୍ଲକ ଯଥା ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ, କାଶୀନଗର, ଗୁମ୍ମା ଆଦି ଅଞ୍ଚଳରେ ଗତ ୪ ଦିନ ଧରି ଲାଗି ରହିଛି ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ତାପମାତ୍ରା ନିମ୍ନଗାମୀ ହୋଇ…
ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ
ବ୍ରହ୍ମପୁର,: ଭିନ୍ନକ୍ଷମମାନଙ୍କ ଭିତରେ ଥିବା ପ୍ରତିଭା ଅନ୍ୟମାନଙ୍କ ପାଖରେ ବିରଳୟ ରବିବାର ଭିନ୍ନକ୍ଷମମାନେ, ପ୍ରସାଶନିକ, ନୃତ୍ୟ, କ୍ରୀଡା, ସଙ୍ଗୀତ, ବ୍ୟବସାୟ ସବୁ କ୍ଷେତ୍ରରେ ନିଜର ପାରି ଦର୍ଶିତା ପ୍ରଦର୍ଶନ କରି ନିଜକୁ ଅନ୍ୟମାନଙ୍କ ସହ ସମକକ୍ଷ କରିପାରିଛନ୍ତି । ଏଣୁ…
ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ପାରାଦୀପ, : ପାରାଦୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ରବିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୁମିନି ଆସୋସିଏସନର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
ଡଙ୍ଗରିଗୁଡା ଉପମଣ୍ଡି ଉଦଘାଟିତ
ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡା ଉପ ମଣ୍ଡି ରବିବାର ଉଦଘାଟିତ ହୋଇଯାଇଛି । ପୂର୍ବରୁ ଚାଷୀମାନେ କୋକସରା ମଣ୍ଡିରେ ଧାନ ବିକ୍ରି କରୁଥିଲେ । ତେବେ ଅନେକ ସମୟରେ ମଣ୍ଡିରେ ଧାନ ବିକ୍ରି ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ…
ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, : ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନଠାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଘାଟନୀ ସମାରୋହରେ…