Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୩୦ ଦିନ ଜେଲରେ ରହିଲେ ପଦ ହରାଇବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ!
ନୂଆଦିଲ୍ଲୀ, : ଯଦି କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଗିରଫ ହେବା ପରେ ଲଗାତର ୩୦ ଦିନ ଜେଲରେ ରହିବେ, ତା\'ହେଲେ ସେମାନଙ୍କ ପଦ ଆପେଆପେ ଚାଲିଯିବ । ଗୁରୁତର ଅପରାଧିକ ଦଫାରେ ଯଦି କୌଣସି ଲୋକପ୍ରତିନିଧି ୩୦ ଦିନ ଜେଲରେ ରହୁଛନ୍ତି, ତା\'ହେଲେ ୩୧ତମ ଦିନରେ ସେ ପଦ…
ଆଗାମୀ ୭ ଦିନ ପାଇଁ ବର୍ଷା ଆଲଟ
ଭୁବନେଶ୍ୱର, : ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଛି । ଆଗାମୀ ୭ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିଛି କିଛି ସ୍ଥାନମାନଙ୍କରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା…
ନବୀନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି । ମୋଦି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହିତ ନବୀନଙ୍କୁ…
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସିପି ରାଧାକ୍ରିଷ୍ଣନ
ନୂଆଦିଲ୍ଲୀ, : ନାମାଙ୍କନ ପତ୍ର ଦାଖଲ କଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ । ସେ ବୁଧବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ…
ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ…
ଡ଼ୁମାଣୀ ମେଲ’ର ପଞ୍ଚମ ସ୍ୱନକ୍ଷତ୍ର ପାଳିତ
ଭୁବନେଶ୍ୱର, : ଆଜିର ଡିଜିଟାଲ୍ ମିଡିଆ ଯୁଗରେ, ଏକ ଖବରକାଗଜ ପାଇଁ ଏହାର ଅସ୍ତିତ୍ୱ ବଜାୟ ରଖିବା ଅତ୍ୟନ୍ତ କଷ୍ଟକର । ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ‘ଡ଼ୁମାଣୀ ମେଲ’ ସଫଳତାର ସହ ତାହାର ଜନ୍ମ ବାର୍ଷିକୀ ପାଳନ କରିଛି । ଜୟଦେବ ଭବନରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ପ୍ରଫେସର…
୨୩ ବର୍ଷ ପରେ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ
ଭୁବନେଶ୍ୱର, : ବିହାର ଭଳି ଓଡ଼ିଶାରେ ବି ହେବ ସ୍ୱତନ୍ତ୍ର ଓ ବ୍ୟାପକ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) । ଖୁବଶୀଘ୍ର ଏହି ଅଭିଯାନ ରାଜ୍ୟରେ ଆରମ୍ଭ ହେବ । ୨୩ ବର୍ଷ ପରେ ରାଜ୍ୟରେ ସ୍ୱତନ୍ତ୍ର ବ୍ୟାପକ ଭୋଟର ତାଲିକା ସଂଶୋଧନ କରାଯିବ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ…
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କଲା ଇଣ୍ଡିଆ ମେଣ୍ଟ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଥିଲେ ହେଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ସେପ୍ଟେମ୍ବର ୯ରେ ହେବାକୁଥିବା ଉପ ରାଷ୍ଟ୍ରପତି ନିର୍ବାଚନ…
ଏନଡିଏ ସର୍ବଦଳୀୟ ବୈଠକ: ରାଧାକୃଷ୍ଣନଙ୍କୁ ସମର୍ଥନ ପାଇଁ ବିରୋଧୀଙ୍କୁ ଆହ୍ୱାନ
ନୂଆଦିଲ୍ଲୀ, : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇଯାଇଛି । ମଙ୍ଗଳବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ସର୍ବଦଳୀୟ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
ନୂଆଦିଲ୍ଲୀ, : ଚୀନ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ଏବଂ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ୱାଙ୍ଗ ୟି ତିଆନଜିନରେ ଅନୁଷ୍ଠିତ ହେବାକୁଥିବା ଏସସିଓ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚୀନ ରାଷ୍ଟ୍ରପତି ସି…