Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
କଟକ, ୧୫ା୭ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କଟକଠାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି । ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ଶିକ୍ଷାନୁଷ୍ଠାନ ସ୍ୱାଧୀନତା ସଂଗ୍ରାମର ଏକ ସକ୍ରିୟ କେନ୍ଦ୍ର ଥିଲା ଏବଂ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ…
ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର, 15/7: ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ବାସଗୃହ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଓଡିଶା ନିର୍ମାଣ ନିଗମ ମାଧ୍ୟମରେ…
ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ: ଧର୍ମେନ୍ଦ୍ର ପ୍ରଧାନ
କଟକ/ଭୁବନେଶ୍ୱର, 15/7: ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମ ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ସଂସ୍କୃତି, ପରମ୍ପରା ଏବଂ ସ୍ପନ୍ଦନ ସଦୃଶ । ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ ବୋଲି ମଙ୍ଗଳବାର ଏହି ବିଶ୍ୱବିଦ୍ୟାଳୟର ୧୩ତମ…
ନିର୍ଭରଯୋଗ୍ୟ ଗ୍ରୀଡ୍ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରୀ: ଉପମୁଖ୍ୟମନ୍ତ୍ରୀ କେଭି
ଭୁବନେଶ୍ୱର, 15/7: ଉପମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନବୀକରଣୀୟ ଶକ୍ତି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଭାରତର ପବନ ଶକ୍ତି ଉତ୍ପାଦନର ଇତିହାସ ଚାରି ଦଶନ୍ଧିରୁ…
ମିଲେନୀୟମ କମ୍ୟୁନିକେସନ୍,କେବୁଲ୍ ଟିଭି ସଂସ୍ଥାର ଅଂଶିଦାର ଟଙ୍କା ଠକେଇ,ଥାନା ଦ୍ୱାରସ୍ତ ହେଲେ କେବୁଲ ଅପେରେଟର
ବ୍ରହ୍ମପୁର,ବ୍ରହ୍ମପୁରର ଏକ ଲୋକାଲ କେବୁଲ ଟିଭି ଚ୍ୟାନେଲ୍ ମିଲେନୀୟମ ସଂସ୍ଥା ପ୍ରାୟ ୨୦ ବର୍ଷ ଧରି ଚଳାଇ ଆସୁଥିଲୁ l ୭୨ ଜଣ କେବୁଲ ଅପରେଟର ଙ୍କୁ ନେଇ ମିଲେନିୟମ କମ୍ୟୁନିକେସନ ହୋଇଥିଲା l ପ୍ରାୟ ଟ.୨୭,୨୭,୮୦୦/- ଟଙ୍କା ଦୁଇଟି ବ୍ୟାଙ୍କ ଆକାଉଂଟ ରେ ଜମା ରହିଥିଲା । ଏହି ଟଙ୍କାକୁ ଆମ…
କେନ୍ଦ୍ରୀୟ ବିଦ୍ୟାଳୟ ଦକ୍ଷ ଓ ଭବିଷ୍ୟତଗାମୀ ଛାତ୍ରଛାତ୍ରୀ ତିଆରି କରିବ: ଧର୍ମେନ୍ଦ୍ର ପ୍ରଧାନ
ଖୋର୍ଦ୍ଧା/ଭୁବନେଶ୍ୱର, : କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ କେବଳ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ଭବିଷ୍ୟତର ସର୍ବୋତ୍ତମ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ ବୋଲି ସୋମବାର ଖୋର୍ଦ୍ଧା ସ୍ଥିତ ଆଇଟିବିପି…
ମଧ୍ୟପ୍ରାଚ୍ୟ ଉତ୍ତେଜନା କମିଲେ ସୁନା ଶସ୍ତା ହେବ
ନୂଆଦିଲ୍ଲୀ, : ସୁନାର ବର୍ଦ୍ଧିତ ଦରକୁ ନେଇ ଚିନ୍ତିତ ଥିବା ଗ୍ରାହକମାନଙ୍କ ଲାଗି ଏକ ଆଶ୍ୱସନାଭରା ଖବର । ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମିତ ହେଲେ ସୁନା ଦରରେ ହ୍ରାସ ଘଟିବ ବୋଲି ବିଶ୍ୱ ସୁନା ପରିଷଦ ପୂର୍ବାନୁମାନ କରିଛି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା…
ଓଡ଼ିଶା ୧୫୦୦ କୋଟିର ପ୍ରତିଭୂତି ନିଲାମ ହେବ : ରିଜର୍ଭ ବ୍ୟାଙ୍କ
ଭୁବନେଶ୍ୱର, : ରାଜ୍ୟ ସରକାର ପ୍ରତିଭୂତି ନିଲାମ କରି ୧୫୦୦ କୋଟି ଟଙ୍କା ସଂଗ୍ରହ କରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଓଡ଼ିଶା ସରକାର ୩ ବର୍ଷିଆ ଅବଧିର ୫୦୦ କୋଟି ଟଙ୍କା ଏବଂ ୧୨ ବର୍ଷିଆ ଅବଧିର ୧୦୦୦ କୋଟି ଟଙ୍କାର ପ୍ରତିଭୂତି ନିଲାମ କରିବେ ।…
ଭୁପୃଷ୍ଠକୁ ଫେରୁଛନ୍ତି ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଲୀ, : ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ସ୍ପେସଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟରେ ଅନଡକିଂ କରି ପୃଥିବୀକୁ ଫେରିବା ପାଇଁ ୨୧ ଘଣ୍ଟିଆ ଯାତ୍ରା ଆରମ୍ଭ କରିଛନ୍ତି । ସୋମବାର ଅପରାହ୍ନ ୪ଟା ୩୫ ମିନିଟ ସମୟରେ (ଭାରତୀୟ…
ମହାନଦୀରେ ବନ୍ୟା ଆସିଲେ ବୌଦ୍ଧ ସହରବାସୀଙ୍କୁ ଚିନ୍ତା ବଢାଏ
ବୌଦ୍ଧ, 14/7: ବୌଦ୍ଧଗଡଜାତ ସହର ମହାନଦୀ କୂଳରେ ଅବସ୍ଥିତ । ବୌଦ୍ଧ ସହରର ଗୋଟିଏ ପାଶ୍ୱର୍ରେ ମହାନଦୀ ବୋହି ଯାଇଥିବା ବେଳେ ଅନ୍ୟପଟେ ରାମଜାଙ୍ଗି ଯୋର ବୋହିଯାଇଛି । ସେହିପରି ସହର ମଧ୍ୟ ଦେଇ ଗୌରୀମୁଣ୍ଡା (ବଡପୁଲିଆ) ନାଳ ବୋହିଯାଇଛି । ବର୍ଷା ଦିନ ଆସିଲେ ସହରବାସୀଙ୍କୁ ନଦୀ, ନାଳ, ଯୋର…