Browsing Category

ରାଜ୍ୟ

୨୪ରେ ବ୍ୟାତ୍ୟାର ରୂପ ନେବ “ୟଶ୍’, ୨୬ରେ ଲ୍ୟାଣ୍ଡଫଲ୍ ! ଆଲର୍ଟରେ ଉପକୂଳର ୧୧ ଜିଲ୍ଲା

-୨୬ରେ ଉତ୍ତର ଓଡ଼ିଶା ଉପକୂଳରୁ-ବାଂଲାଦେଶରେ ଲ୍ୟାଣ୍ଡଫଲ -୨୨ରୁ ପ୍ରବଳ ବର୍ଷା ଆରମ୍ଭ୍ନ -ମୁକାବିଲା ପାଇଁ ଜିଲ୍ଲାସ୍ତରରେ ପ୍ରସ୍ତୁତି ଆରମ୍ଭ -ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇ ରଣନୀତି ଭୁବନେଶ୍ୱର : ୨୬ ତାରିଖ ସକାଳେ ଉତ୍ତରଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ…

ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ବର: ପିତାଙ୍କ ପଛେ ପଛେ ଚାଲିଗଲେ ଦୁଇ ପୁଅ। ଏଭଳି ଦାରୁଣ ଦୁଃଖ ଦେଲା କଠୋର କରୋନା । ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ମହାମାରୀ କରୋନା ଛଡ଼ାଇ ନେବାର ଦୁଃଖକୁ ଓଡ଼ିଶାବାସୀ ଭୁଲି ନଥିଲା ବେଳେ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ବିୟୋଗ ଘଟିଛି । ଭୁବନେଶ୍ୱର ଏମ୍ସ ରେ…

ଶକ୍ତି କ୍ଷେତ୍ରକୁ ଅଧିକ ପାରଦର୍ଶୀ କରିବା ପାଇଁ ପରାମର୍ଶ ଆହ୍ୱାନ କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଶକ୍ତି କ୍ଷେତ୍ରକୁ ଆହୁରି ଅଧିକ ପାରଦର୍ଶୀ, ସୁସଂହତ ଏବଂ ଦକ୍ଷ ଭାବେ ବିକଶିତ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ବିଭିନ୍ନ ମହଲରୁ ପରାମର୍ଶ ଲୋଡ଼ିଛନ୍ତି । ଓଡ଼ିଶା ବର୍ତମାନ ବିକାଶ ଓ ଅଭିବୃଦ୍ଧିର ଜ୍ୱଳନ୍ତ ଉଦାହରଣ ବୋଲି ଦର୍ଶାଇ ଚିରସ୍ଥାୟୀ…

ଦୁଇ ଦିନ ମଧ୍ୟରେ ୫ ଜଣ ଜ୍ୱର ଆକ୍ରାନ୍ତଙ୍କ ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ବିଶ୍ୱନାଥପୁର ପଚାଂୟତରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ଦୁଇ ଦିନ ମଧ୍ୟରେ ୫ ଜଣ ଜ୍ୱର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ ୨୦ ଦିନ ମଧ୍ୟରେ ଏହି ପଚାଂୟତରେ ୧୬ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସରପଚଂ…

ବେକରେ ପରିଚୟପତ୍ର ଝୁଲାଇ ବଜାରରେ ବୁଲୁଛନ୍ତି ଅମାନିଆ , ଅସଲି କି ନକଲି ଯାଞ୍ଚ କରୁନି ପୁଲିସ

ଭଦ୍ରକ : ସେପରି କୌଣସି ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ବାହାରନ୍ତୁ ନାହିଁ, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ଏପରି ସଚେତନତତା ବାରମ୍ବାର ଦେଇ ଦେଇ ପ୍ରଶାସନ, ବିଭିନ୍ନ ସଂଗଠନ ବିରକ୍ତ ହୋଇ ଗଲେଣି । କିନ୍ତୁ ଏହାର କାଣିଚାଏ ପ୍ରଭାବ ପଡ଼ୁ ନାହିଁ ଅମାନିଆଙ୍କ ଉପରେ । କୌଣସି ନା କୌଣସି…

ମୟୂରଭଞ୍ଜ : ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ

-ଆଜି ଜିଲ୍ଲାରୁ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୫୩୮ କରୋନା ପଜିଟିଭ ଚିହ୍ନଟ -ମେ ମାସର ୨୦ ଦିନରେ ରେକର୍ଡ଼ ସଂଖ୍ୟକ ୬,୧୯୦ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ ବାରିପଦା : କୋଭିଡ଼-୧୯ର ଦ୍ୱିତୀୟ ଲହର ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଲହରଠାରୁ ଅଧିକ ଘାତକ ହେବା ଆରମ୍ଭ କରିଛି । ଜିଲ୍ଲାରେ କରୋନା…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୭୬,୦୭୦ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୭୬,୦୭୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୮୭୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୭,୭୨,୪୦୦ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ସ୍ୱତନ୍ତ୍ର ଟୀକାକରଣ

-ବରିଷ୍ଟ ନାଗରିକ ଓ ଭିନ୍ନକ୍ଷମ ଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ପୁରୀ : ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି ଓ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ବଳଗଣ୍ତି ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ଟୀକାକରଣ ଆରମ୍ଭ ହୋଇଛି । ବରିଷ୍ଟ ନାଗରିକ ଓ ଭିନ୍ନକ୍ଷମ…

ରାଜ୍ୟରେ ଗୋଟିଏ ଦିନରେ ୧୧୪୯୮ କରୋନା ଆକ୍ରାନ୍ତ ଚିହ୍ନଟ , ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୪୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୪୬୬୩୧ ରୋଗୀ ସୁସ୍ଥ ହୋଇ…

ସରକାରଙ୍କ ଐତିହାସିକ ଚାଷୀ ଅନୁକୂଳ ପଦକ୍ଷେପ : ସାର ସବସିଡି ବୃଦ୍ଧି

-ଡିଏପି ସାର ଉପରେ ସବସିଡି ପରିମାଣ 140% ବଢ଼ିଲା ନୂଆଦିଲ୍ଲୀ : ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଅନ୍ତର୍ଜାତୀୟ…