Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖରିଫ ଚାଷ ପାଇଁ ପ୍ରସ୍ତୁତ ଚାଷୀ
ଫୁଲବାଣୀ,: ଚଳିତ ବର୍ଷ ଖରିଫ ·ଷ ପାଇଁ କନ୍ଧମାଳରେ ପାଗ ଅନୁକୂଳ ରହିଛି । ଜୁନ-ଜୁଲାଇରେ ଗତ ବର୍ଷ ଅପେକ୍ଷା ଏଥରକ ଭଲ ବର୍ଷା ହୋଇଛି । ମୌସୁମୀର ପହିଲି ବର୍ଷା ପରେ ବିଲକୁ ଓହ୍ଲାଇଛି ·ଷୀ । ଜିଲ୍ଲାର ଅଧୁକାଂଶ ଧାନ ଜମିରେ ବର୍ତ୍ତମାନ ତଳି ପଡ଼ିବା ପ୍ରକ୍ରିୟା ·ଲିଛି । ସୂଚନା ଅନୁଯାୟୀ ଗତ…
ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଜିଲ୍ଲାରେ ମଡେଲ ସୂର୍ଯ୍ୟ ଗ୍ରାମ ଚୟନ ନିମନ୍ତେ ପ୍ରସ୍ତୁତ
ଖୋର୍ଦ୍ଧା, : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପି.ଏମ.ସୁର୍ଯ୍ୟଘର ଯୋଜନାରେ ଜିଲ୍ଲାରେ ମଡେଲ ସୂର୍ଯ୍ୟଘର ଗ୍ରାମ ଚୟନ ନିମନ୍ତେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ଅଧିକାରୀ ତଥା କମିଟି ସଦସ୍ୟ ସଦସ୍ୟାମାନଙ୍କ…
ଭିନ୍ନସ୍ୱର ଖବରକାଗଜର ଲୋକାର୍ପଣ ଉତ୍ସବ
ଭୁବନେଶ୍ୱର, : ଭିନ୍ନସ୍ୱର, ଏକ ନୂତନ ଖବରକାଗଜ, ଯାହା ସାଧାରଣ ଜନତାଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରିବା ସହ ନିର୍ଭିଲ, ନିରପେକ୍ଷ ଏବଂ ସମୟୋପଯୋଗୀ ସୂଚନା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଭୁବନେଶ୍ୱରର ଗୀତଗୋବିନ୍ଦ ସଦନଠାରେ ମହାସମାରୋହରେ ଲୋକାର୍ପିତ ହୋଇଛି ।ଏହି ଉତ୍ସବରେ…
ଡିଏମ୍ଏଫ୍ ପାଣ୍ଠି ସଂଗ୍ରହରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର, : ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ସଂଗ୍ରହରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଚଳିତ ବର୍ଷ ଏପ୍ରିଲ୍ ୨୫ ସୁଦ୍ଧା ୧,୦୮,୨୧୨.୪୨ କୋଟି ଟଙ୍କାର ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିଲା । ସେଥିରୁ କେବଳ ଓଡ଼ିଶା ୩୧,୩୨୪ କୋଟି ଟଙ୍କା ସଂଗ୍ରହ କରିଛି । ଫଳରେ ଶ୍ରେଷ୍ଠ…
ଆଉଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା
ଭୁବନେଶ୍ୱର, : ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ପ୍ରମୁଖ ସମସ୍ୟା ପାଲଟିଛି । କିନ୍ତୁ ଏହାର ପ୍ରଭାବରେ ସ୍ଥାନୀୟସ୍ତରରେ ସମସ୍ୟା ହେଉଛି । ବାୟୁମଣ୍ଡଳ ତାପମାତ୍ରା ବଢୁଛି । ଓଡ଼ିଶା ମଧ୍ୟ
ଏଥିରୁ ବାଦ୍ ପଡ଼ିନାହିଁ । ଏହା ଫଳରେ ହିଟ୍ ୱେଭର ଇଣ୍ଟନସିଟି ବଢୁଛି । ରାତିର ତାପମାତ୍ରା ବଢୁଛି ।…
ଓଡିଶା ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ
ଭୁବନେଶ୍ୱର, : ଖୁବ ଶିଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ । ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସଙ୍କେତ ଦେଇସାରିଲେଣି । ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଧଡକନ ହେବାରେ ଲାଗିଛି । ଲୋକସେବା ଭବନଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଖଟିଗୁଡିକରେ ଏ ନେଇ…
ବିହାରରେ ଜାରି ରହିବ ଭୋଟର ଲିଷ୍ଟ ରିଭିଜନ୍, ଆଧାର, ଭୋଟର ଓ ରାସନ କାର୍ଡକୁ କରାଯାଉ ସାମିଲ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,, ୧୦ା୭ : ବିହାରରେ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଆସିଛି ବଡ଼ ଖବର । ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଜାରି ରହିବା ଉଚିତ । ଏହା ସହିତ ଆଧାର କାର୍ଡ, ଭୋଟର କାର୍ଡ ଏବଂ ରାସନ କାର୍ଡକୁ ଭୋଟର ତାଲିକା ସଂଶୋଧନରେ ଅନ୍ତର୍ଭୁକ୍ତ କରାଯିବା ଉଚିତ…
ଝାଡ଼ଖଣ୍ଡର ରାଂଚିରେ ପୂର୍ବ କ୍ଷେତ୍ରୀୟ ପରିଷଦର ୨୭ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ…
ରାଂଚି, 10/7: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଝାଡ଼ଖଣ୍ଡର ରାଂଚିରେ ପୂର୍ବ କ୍ଷେତ୍ରୀୟ ପରିଷଦର ୨୭ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବିହାର…
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା: ଭଞ୍ଜନଗର ବିଧାୟକଙ୍କୁ ମନ୍ତ୍ରୀ କରିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି
ଜଗନ୍ନାଥ ପ୍ରସାଦ, : ରାଜ୍ୟ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନର ୬ଟି ମନ୍ତ୍ରୀ ପଦବୀ ଖାଲିପଡ଼ିଛି। ଏଥିସହ ବିଭିନ୍ନ ନିଗମ ଗୁଡ଼ିକରେ ମଧ୍ୟ ଅଧକ୍ଷ ପଦବୀ ଖାଲିପଡ଼ିଛି। ନବ ନିର୍ବାଚିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି ବୋଲି ପୁରୀଠାରେ…
ଭିଟାମାଟି କୁ ଫେରିଲା ପ୍ରବାସୀ ଶ୍ରମିକଙ୍କ ଶବ, କାନ୍ଦ ବୋବାଳି ରେ ଫାଟି ପଡିଲା ଗାଁ ଦାଣ୍ଡ
ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗ୍ରାମ ର ଭୁବନେଶ୍ୱର ବେଣା ଙ୍କ ଭେଣ୍ଡିଆ ପୁଅ ରାଜ କିଶୋର ବେଶ୍ରା ଗତ ମାସେ ତଳେ ଘରର ଆର୍ଥିକ ଅବସ୍ଥା ଯୋଗୁଁ ପରିବାର ପ୍ରତିପୋଷଣ ପାଇଁ ସୁଦୂର ହାଇଦ୍ରାବାଦ ନିକଟସ୍ଥ ବାହାଦୂର ପାଳି ଅଞ୍ଚଳ କୁ ଦାଦନ ଖଟିବାକୁ…