Browsing Category

ରାଜ୍ୟ

ନିଖୋଜ ଯୁବକଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କଲେ ସାରଙ୍ଗଡ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି

ଗଞ୍ଜାମ: ନିଖୋଜ ଯୁବକଙ୍କ ସନ୍ଧାନ ମିଳିଲା । ଉଦ୍ଧାର କଲେ ସାରଙ୍ଗଡ ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧି । ଗତ ଶନିବାର ରାତିରେ ବାଲିଗୁଡ଼ା ନୂଆସାହିର ସଞ୍ଜୀବ କୁମାର ଲହରିଆ ଘରେ କାହାରିକୁ କିଛି ନ କହି ପଳାଇଯାଇଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ବି ସନ୍ଧାନ ମିଳିନଥିଲା…

କାନ୍ଦବୋବାଳିରେ ଫାଟିଲା ଜଗଦଲପୁର, ବ୍ୟର୍ଥ ଯିବନି ବଳିଦାନ: ଶାହା

ରାୟପୁର : ଛତିଶଗଡରେ ନକ୍ସଲଙ୍କ ନରସଂହାର ପରେ କେନ୍ଦ୍ର ଗୃହ ବିଭାଗ ଆକ୍ସନ ମୋଡକୁ ଆସିଛି । ଛତିଶଗଡରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଜଗଦଳପୁରରେ ପହଞ୍ôଚ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହ ଶାହ ହସ୍ପିଟାଲ ଯାଇ ଆହତ ଯବାନଙ୍କୁ ଭେଟିଛନ୍ତି । କାହିଁକି ଫେଲ୍…

ଦେଶରେ ଅସମ୍ଭାଳ: ଦିନକରେ ଲକ୍ଷେ ପାର୍ : ଦୈନିକ ସଂକ୍ରମଣରେ ଭାରତ ବିଶ୍ୱରେ ଦ୍ୱିତୀୟ

ନୂଆଦିଲ୍ଲୀ : ଦେଶରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ଲକ୍ଷେ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩ହଜାର ୫୫୮ ନୂଆ ଆକ୍ରାନ୍ତ । ଏହା ଆଗରୁ ଗୋଟିଏ ଦିନରେ ଏତେ ପଜିଟିଭ୍ କେବେ ବି ବାହାରିନଥିଲେ । ଏପରିକି ଗତବର୍ଷ ଅଗଷ୍ଟ,…

ମୁଖ୍ୟ ଶାସନ ସଚିବଙ୍କର ଏନ.ଟି.ପି.ସି ସହ ବୈଠକ ତାଳଚେରରେ ନୂଆ ତାପଜ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟ ଶିଘ୍ର ଆରମ୍ଭ ହେବ…

ଭୁବନେଶ୍ୱର: ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ଆଜି ରାଜ୍ୟ ସରକାର ଏବଂ ଏନ.ଟି.ପି.ସିଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୦୩,୫୫୮ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧,୦୩,୫୫୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୪୭୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୫,୮୯,୦୬୭ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ରାଜ୍ୟରେ ଗୋଟିଏ ଦିନରେ ୫୭୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୩,୨୬୮

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୩,୨୬୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩,୩୭,୯୩୫ ରୋଗୀ ସୁସ୍ଥ ହୋଇ…

ଚିନ୍ତା ବଢାଇଲା ଛତିଶଗଡ଼

ଝାରସୁଗୁଡା : (ହିସ)ଓଡିଶାକୁ ଛତିଶଗଡ଼ ଟେନସନ । ଛତିଶଗଡ଼ରେ ଦୈନିକ କରୋନା ସଂକ୍ରମଣ ହୁ ହୁ ବଢି ବଢି ଚାଲିଛି । ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ କୋଭିଡ଼-୧୯ ଆକ୍ରାନ୍ତ ଚିହ୍ନଟ । ଛତିଶଗଡ଼ରେ ଦିନକରେ ବାହାରିଲେ ୫୮୧୮ କରୋନା ଆକ୍ରାନ୍ତ । ଆକ୍ଟିଭ କେସ ୩୬ହଜାର ୩୧୨ । ଛତିଶଗଡ଼ର ରାୟପୁର…

ଗୀତା ପ୍ରେସ ଅଧ୍ୟକ୍ଷ ରାଧେଶ୍ୟାମ ଖେମକାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଗୀତା ପ୍ରେସ ଅଧ୍ୟକ୍ଷ ରାଧେଶ୍ୟାମ ଖେମକାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୀତା ପ୍ରେସ ଅଧ୍ୟକ୍ଷ ଏବଂ ସନାତନ ସାହିତ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇଥିବା ରାଧେଶ୍ୟାମ…

ଦେଶରେ କୋଭିଡ-୧୯ ମହାମାରୀ ପରିସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କୋଭିଡ-୧୯ ମହାମାରୀ ପରିସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଦୀର୍ଘସ୍ଥାୟୀ କୋଭିଡ-୧୯ ପରିଚାଳନା, ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ସେମାନଙ୍କର ସମ୍ପୃକ୍ତି…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ ଜାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ ଜାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ ଜାଲାଙ୍କ ଦେହାନ୍ତରେ ମର୍ମାହତ…