Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୩,୮୪୬ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୩,୮୪୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୯୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୯୯,୧୩୦ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ଏନଆଇଟି ରାଉରକେଲାର ୧୮ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହିତ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ ସୁପର…
ନୂଆଦିଲ୍ଲୀ:ରାଷ୍ଟ୍ରପତି ଏନ୍ଆଇଟି ରାଉରକେଲାର ୧୮ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଆଜି ଯୋଗ ଦେବେ । ସେହିଦିନ, ସେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ ।
ମାର୍ଚ୍ଚ ୨୨, ୨୦୨୧ରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ରାଷ୍ଟ୍ରପତି…
ପୁଣି ଡରାଇଲାଣି କରୋନା
-ଦିନକରେ ୪୦ହଜାର ପାର୍: ୧୮୮ ମୃତ
-ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୨୫ହଜାର ଉପରେ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ୨୦ ହଜାର ଓ ୩୦ ହଜାର ଭିତରେ ରହୁଥିବା ବେଳେ ଆଜି ଏହା ୪୧ ହଜାର ଛୁଇଁବାକୁ ବସିଛି । ଗତକାଲି ୩୯ ହଜାର…
ଓଡ଼ିଶାରେ ଦେଶର ପ୍ରଥମ ନାଗରିକ : ସ୍ୱାଗତ ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ
-ଆଜି ରାଉରକେଲା ନିଟ୍ ସମାବର୍ତ୍ତନରେ ଯୋଗଦେବେ
-୨୨ରେ ପୁରୀ ଓ କୋଣାର୍କ ପରିଦର୍ଶନ
-ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୩୦ ପ୍ଲାଟୁନ୍ ଫୋସର୍୍ ମୁତୟନ
ଭୁବନେଶ୍ୱର:ଭାରତର ରାଷ୍ଟ୍ରପତି ଆଜି ସନ୍ଧ୍ୟା ୬ଟାରେ ଏକ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଠାରେ ପହଂଚିଛନ୍ତି । ତାଙ୍କ…
ସୀମାନ୍ତରେ ଏନକାଉଣ୍ଟର : ୨ ମାଓବାଦୀ ମୃତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଦନ୍ତେୱାଡା ଜିଲ୍ଲାର କୁଆକୋଣ୍ଡା ଥାନା ଅନ୍ତର୍ଗତ ଗୁଡରା ଜଙ୍ଗଲରେ ମାଓବାଦୀ…
ଗୋଷ୍ଠି ସଂଘର୍ଷରୁ ଉତେଜନା, ପଟ୍ଟାମୁଣ୍ଡାଇ ବଜାରରେ ୧୪୪
ପଟ୍ଟାମୁଣ୍ଡାଇ: ଗୋଷ୍ଠି ସଂଘର୍ଷକୁ କେନ୍ଦ୍ର କରି ଉତେଜନାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବଜାରରେ ୧୪୪ ଧାରା ଜାରୀ କରାଯାଇଛି । ଆଜି ଅପରାହ୍ନ ୨ଟା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରୀ କରାଯାଇଛି । ଏନେଇ ଆଜି ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି ।…
ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ସେବାୟତ ମୁହାଁମୁହିଁ
ପୁରୀ: ଟଙ୍କା ପାଇଁ ଦୁଇ ସେବାୟତ ଟଣାଓଟରା । ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ କିଛି ଭକ୍ତଙ୍କୁ ନେଇ ଏହି ସେବାୟତ ଜଣଙ୍କ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ ।…
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବସ୍ତିକୁ ଢ଼ାଙ୍କିବାକୁ ଅପଚେଷ୍ଟା
ରାଉରକେଲା: ମହାମହିମ ରାଷ୍ଟ୍ରପତି ରାଉରକେଲା ଆସିବା ପୂର୍ବରୁ ଆରଏସପିର ସୁପର ସ୍ପେସାଲିଟି ଡାକ୍ତରଖାନା ଓ ମେଡିକାଲ କଲେଜକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ଏହି ଖବର ଏଯାଏ ରାଷ୍ଟ୍ରପତିଙ୍କ କାନକୁ ନଜିବା ଓ ତାଙ୍କୁ ରିପୋର୍ଟ କରୁଥିବା ଇଂଟେଲିଜେନ୍ସିର ନୀରବତାକୁ ନେଇ ଉଠିଛି…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୦,୯୫୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୦,୯୫୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୮୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୫୫,୨୮୪ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରତାପ ଷଡଙ୍ଗୀ
ନୂଆଦିଲ୍ଲୀ/ଭୁବନେଶ୍ୱର: ପଖାଳ ଦିବସର ଶୁଭେଚ୍ଛା ଜଣାଇ ପଖାଳ ଓଡ଼ିଆଙ୍କ ପାଇଁ କେବଳ ଏକ ଖାଦ୍ୟ ନୁହେଁ,ପଖାଳ ଓଡ଼ିଆ ମାନଙ୍କର ଗର୍ବ, ଐତିହ୍ୟ ଓ ଓଡ଼ିଆଙ୍କ ପାଇଁ ଅମୃତ ସଦୃଶ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ଶନିବାର ଟୁଇଟ୍ କରି ସେ କହିଛନ୍ତି ଯେ ଓଡିଆ ଜାତିର ଏକ ଅନନ୍ୟ…