Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଷ୍ଟ୍ରପତି ଆଜି ପୁରୀ ଗ୍ରସ୍ତରେ
ଭୁବନେଶ୍ୱର: ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆସନ୍ତାକାଲି (ସୋମବାର)ପୁରୀ ଗସ୍ତରେ । ରାଷ୍ଟ୍ରପତି ପୁରୀରେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଅପରାହ୍ନରେ କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ…
ଯବାନଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓବାଦୀ ମାନେ ବର୍ବର ହିଂସା କାଣ୍ଡ ଭିଆଇଥିବା ସୂଚନା ମିଳିଛି । ଅପହରଣ କରିବା ପରେ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲବାହିନୀ । ସୋନୁ ପୁନମ ନାମକ ଜଣେ ଡିଆରଜି ଯବାନ ଗତକାଲି ରାତିରେ ମୋଟର ସାଇକେଲ…
ଆସନ୍ତା କାଲିଠୁ ଶିକ୍ଷାନୁଷ୍ଠାନରେ ସ୍କ୍ରିନିଂ
କଟକ: କଟକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨୪ରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ଼୍ ଟେଷ୍ଟ କରାଯିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତା କାଲି ଠାରୁ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍କ୍ରିନିଂ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।…
ଆସନ୍ତା କାଲି ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି : ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପୁରୀ: ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବାୟୁସେନାର…
ଗ୍ୟାସ୍ ଟ୍ୟାଙ୍କର – ଆମ୍ବୁଲାନ୍ସ ଧକ୍କା : ୪ ମୃତ, ୩ ଗୁରତର
ଅନୁଗୋଳ: ଗ୍ୟାସ୍ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଆମ୍ବୁଲାନ୍ସଟି ସମ୍ବଲପୁରରୁ ୨ ଜଣ ରୋଗୀଙ୍କୁ ନେଇ ୫୫ ନଂ ଜାତୀୟ ରାଜପଥରେ କଟକ ଅଭିମୁଖେ ଯାଉଥିବା ବେଳେ ଆଜି…
ମହାମାରୀ ସତ୍ତେ୍ୱ ବ୍ୟବସାୟୀଙ୍କ ସଫଳତା ପ୍ରେରଣାଦାୟୀ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିତ୍ରୀ ଲାଇଭ୍ ଓ ଓଡ଼ିଶା ପୋଷ୍ଟ ଲାଇଭ୍ ଦ୍ୱାରା ଆୟୋଜିତ ‘ବିଜିନେସ ଏମିନେନ୍ସ ଆୱାର୍ଡସ୍’ରେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଉଦ୍ବୋଧନ ଦେବା ଅବସରରେ ପୁରସ୍କାର ପାଇଥିବା ଉଦ୍ୟୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମହାମାରୀ ସତ୍ୱେ ସେମାନଙ୍କ ସଫଳତା…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଜେମ୍ସ ଅଷ୍ଟିନ ତୃତୀୟ
ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଜେମ୍ସ ଅଷ୍ଟିନ ତୃତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସଚିବ ଅଷ୍ଟିନ ରାଷ୍ଟ୍ରପତି ବାଇଡେନଙ୍କ ଶୁଭେଚ୍ଛା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ।
ଗଣତନ୍ତ୍ରର ମୂଲ୍ୟବୋଧ, ବହୁମୁଖୀତା ଏବଂ…
ପୋଲିସ-ବିସ୍ଥାପିତ ଖଣ୍ଡଯୁଦ୍ଧ : ୧୪୪ ଧାରା ଜାରି
କୋରାପୁଟ: କୋରାପୁଟର ଦାମନଯୋଡ଼ିଠାରେ ଆଜି ପରସ୍ପର ମୁହାଁମୁହିଁ ପୋଲିସ ଓ ବିସ୍ଥାପିତ । ବିସ୍ଥାପିତଙ୍କ ଢ଼େଲା ମାଡ଼ରେ ପୋଲିସ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ଟିୟର୍ ଗ୍ୟାସ୍ର ପ୍ରୟୋଗ କରିଛି । ଘଟଣା ପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା…
୪.୨ କୋଟିରୁ ଅଧିକ ଡୋଜ୍ ଟିକା ଦେଇ ଭାରତ କୋଭିଡ-୧୯ ଟିକାକରଣରେ ଏକ ରେକର୍ଡ ମାଇଲଖୁଣ୍ଟ ହାସଲ କରିଛି
ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ମୋଟ ଟିକାକରଣ ୪ କୋଟିକୁ ଅତିକ୍ରମ କରିଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ମୋଟ ୬,୮୬,୪୬୯ ସେସନରେ ୪,୨୦,୬୩,୩୯୨ ଜଣଙ୍କ ଟିକାକରଣ ହୋଇଛି ।
ଏହା ମଧ୍ୟରେ ଅଛି, ୭୭,୦୬,୮୩୯ ଏଚସିଡବ୍ଲୁ (ପ୍ରଥମ…
ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସକାଶେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣ ଘଟିବା ଯୋଗୁଁ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣ ଘଟିବା…