Browsing Category

ରାଜ୍ୟ

ଓଡିଶା ଖଣି ନିଗମର ଦୁଇ ଲୁହାପଥର ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଉତ୍ପାଦନ ଆରମ୍ଭ

-ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ -ଖଣି ଓ ଧାତବ ଶିଳ୍ପ ଉପରେ ଓଡିଶା ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି - ମୁଖ୍ୟମନ୍ତ୍ରୀ -ଭିତିଭୂମି ବିକାଶ କ୍ଷେତ୍ରରେ ମିଳିମିଶି କାମ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ  ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ…

ବିିଧାନସଭାରେ ଶୋକ ପ୍ରସ୍ତାବ ପାରିତ

ଭୁବନେଶ୍ୱର:  ପୂର୍ବତନ ବିଧାୟକ ସ୍ୱର୍ଗତ ସୁରେନ୍ଦ୍ର ନାଥ ମିଶ୍ରଙ୍କ ସମେତ କାର୍ଯ୍ୟରତ ସମେତ ଶହୀଦ ହୋଇଥିବା ତିନି ଜଣ ସୁରକ୍ଷା ଅଧିକାରୀ ଓ ଜବାନମାନଙ୍କ ପାଇଁ ବିଧାନସଭାରେ ଗୁରୁବାର ଦିନ ଶୋକ ପ୍ରସ୍ତାବ ଅଣା ଯାଇ ପାରିତ କରା ଯାଇଛିି । ଏମାନେ ହେଲେ ସ୍ୱର୍ଗତ ବିଭୁତି ଭୂଷଣ ନାୟକ, ପୂର୍ବତନ…

ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର:  ଜଳ ସଂରକ୍ଷଣ ଓ ଜଳ ବ୍ୟବହାରରେ ଦକ୍ଷତା ହାସଲ କରିବା ଉଦ୍ଦେଶ୍ୟରେ ଆଗାମୀ ୪-୫ ବର୍ଷ ମଧ୍ୟରେ ୧୧ ହଜାର ୭ ଶହ କୋଟି ଟଙ୍କା ପୁଂଜି ନିବେଶରେ ଭୂପୃଷ୍ଠ ଜଳ ଓ ନଦୀ ଜଳର ବ୍ୟାପକ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଯାଉଥିଲା ବେଳେ ଗ୍ରୀନ କ୍ଲାଇମେଟ ଫଣ୍ଡର ସହଭାଗିତାରେ ୧ ହଜାର ୯୮…

କେନାଲରେ ପୋତା ଯାଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ମୋ ଝିଅକୁ ହତ୍ୟା କରାଯାଇଛି, ଏକାଧିକ…

କଟକ:  କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଭେଡ଼ା ପଚାଂୟତରେ କ୍ଷେତ ପାଖ କେନାଲରେ ପୋତା ଯାଇଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି । ମହିଳାଙ୍କ ନାମ ଅନ୍ନପୂର୍ଣ୍ଣା ମହାପାତ୍ର (୪୪) ।…

ସ୍ବେଚ୍ଛାସେବୀ ଦୁଇ ଯୁବକ ହେଲେ ପୁରସ୍କୃତ

ରାୟଗଡା: ଏକ ମାସ ଧରି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ର ଉଦଯାପିତ ଉତ୍ସବରେ ରାୟଗଡା ଜିଲ୍ଲାର ୩୨ଜଣ ସ୍ବେଚ୍ଛାସେବୀ ଯୁବକଙ୍କୁ ପୁରସ୍କୃତ କରାଯାଇଛି ।୩୨ଜଣ ମଧ୍ୟରୁ ଚାନ୍ଦିଲି ଥାନା ଜେ କେ ପୁର ଅଞ୍ଚଳରୁ ଯୋଗେଶ ପେଦେଣ୍ଟି ଓ କୋତାପେଟା ର ମନୋଜ କୁମାର ସାହୁ ଦୁଇ ଯୁବକଙ୍କୁ ପୁରସ୍କୃତ…

ବିରୋଧୀ ଦଳର ପ୍ରବଳ ପାଟିତୁଣ୍ଡ ଓ କକ୍ଷ ତ୍ୟାଗ ମଧ୍ୟରେ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର:  ବିରୋଧୀ ଦଳର ପ୍ରବଳ ପାଟିତୁଣ୍ଡ ଓ କକ୍ଷ ତ୍ୟାଗ ମଧ୍ୟରେ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଗୁରୁବାର ଦିନ ଆରମ୍ଭ ହୋଇଛି । କୋଟିଆ, ଧାନ ମଣ୍ଡି ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ନାରାବାଜୀ କରି…

ପଞ୍ଚାୟତ ଗୃହକୁ ବ୍ୟକ୍ତିଗତ କବଜା ମାମଲାରେ ସର୍ବ ଦଲୀୟ ବୈଠକକୁ ଅବମାନନା କଲେ କବ୍ଜା କାରୀ

କଲ୍ୟାଣ ସିଂହପୁର:  ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ଶିକାରପାଈ ପଞ୍ଚାଯତର ପଞ୍ଚାୟତ ଅଫିସ ଗୃହକୁ  ନିଜସ୍ୱ  ବ୍ୟକ୍ତିଗତ କବଜା କାରବାକୁ ନେଇ ଆପତ୍ତି ଉଠିଛି  ।  ଏହି ବିବାଦୀୟ ପରିସ୍ତିତିକୁ ନେଇ ସରପଞ୍ଚ ଅମ୍ବିକା ସାରାକା ଗ୍ରାମବାସୀଙ୍କୁ ନେଇ ଏକ ସର୍ବ ଦଳୀୟ ବୈଠକ…

ଅଦା ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ

କୋରାପୁଟ:  କୋରାପୁଟ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ସମସ୍ତେ ସାଧାରଣ ଚାଷ ଉପରେ ନିର୍ଭର କରି ପରିବାର ପତିପୋଷଣ କରିଥାନ୍ତି । ଧାନ, ମାଣ୍ଡିଆ, ବାଦାମ ଅଦା ଓ ପନିପରିବା ମୁଖ୍ୟ ଫସଲ ଭାବେ ଚାଷ କରାଯାଉଛି । କୋରାପୁଟ ମାଟି ଅଦା ଚାଷ ପାଇଁ ଉପକୂଳ ପରିବେଶ ହେଇଥିବାରୁ…

ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ…

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ…

ଭାରତରେ ଟେଲିକମ୍‍ ଓ ନେଟୱାର୍କିଂ ସାମଗ୍ରୀ ଉତ୍ପାଦନ ବିଶ୍ୱସ୍ତରୀୟ ହେବ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟେଲିକମ୍‍ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‍ଆଇ ସ୍କିମ୍‍ ଲାଗୁ କରାଯିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ଟେଲିଫୋନ ଏବଂ…